ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଓଲିଉଡ ର ସଫଳ ଅଭିନେତା ଅମ୍ଳାନ କେମିତି ତାଙ୍କ ସ୍ତ୍ରୀ ଙ୍କ ସହିତ ଅଧା ରାତିରେ ପାଳନ କରିଛନ୍ତି ନିଜର ପ୍ରଥମ ମ୍ୟାରେଜ ଆନିଭରସରି।ଆପଣ ମାନେ ଜାଣିଥିବେ ଅମ୍ଳାନ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଫେମସ ହୋଇପାରିଛନ୍ତି ।ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଆଜି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ଆଜି ଅମ୍ଳାନ ଙ୍କର ଆନିଭରସାରି କେମିତି ପାଳନ କରୁଛନ୍ତି ସେ ବିଷୟରେ ଜାଣିବା। ତେବେ ଆମେ ଆଜି ଏହି ବିଷୟରେ ଜାଣିବା ତେବେ ଏହି ଲେଖା ଟିକୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।
ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଗତ ବର୍ଷ ଏହି ଦିନରେ ଲୋକପ୍ରିୟ ଅଭିନେତା ଅମ୍ଳାନ ଭୂମିକାଙ୍କୁ ବିବାହ କରିଥିଲେ ତେବେ ଅମ୍ଳାନ ତାଙ୍କ ସ୍ତ୍ରୀ ଙ୍କୁ ବହୁର ଭଲ ପାଆନ୍ତି ।ତାଙ୍କର ପ୍ରଥମ ମ୍ୟାରେଜ ଆଣିଭର୍ସରି କୁ ବହୁତ ଧୁମ ଧାମ ରେ ପାଳନ କରିଛନ୍ତି।ତେବେ ସେ ରାତି ଅଧା ରେ ବହୁତ ଧୁମ ଧାମ ରେ ତାଙ୍କ ପ୍ରଥମ ଏନିଭରସାରି ପାଳନ କରିଛନ୍ତି।
ତେବେ ଅମ୍ଳାନ ରାତି ଅଧରେ ତାଙ୍କ ସ୍ତ୍ରୀ ଙ୍କୁ ସରପ୍ରାଇଜ ଦେବା ସହ କେକ କାଟିଥିଲେ ଓ ଦିନ ସାରା ତାଙ୍କୁ ବୁଲାଇ ନେଇଥିଲେ ବାହାରକୁ।ଓ ରେଷ୍ଟୁରାଣ୍ଟ ରେ ଯାଇ ଖାଇଥିଲେ ।ଓ ଦିନ ସାରା ବୁଲି ବୁଲି ସନ୍ଧ୍ୟା ରେ ଘରକୁ ଫେରିଥିଲେ।ସନ୍ଧ୍ୟା ରେ ଆସି ମଧ୍ୟ ଆହୁରି ମଜା କରିଥିଲେ ।
ବାପା ମିହିର ଦାସ ଙ୍କର ସାଥିରେ ମନ୍ଦିର ଯିବା ସହ ଏହି ଦିନଟିକୁ ବହୁତ ଉପଭୋଗ କରିଛନ୍ତି ଦୁଇଜଣ ଯାକ ।ତେବେ ଏହାରି ମଧ୍ୟରେ ତାଙ୍କର ଏବେ ଗୋଟିଏ ନୂଆ ଫିଲ୍ମି ରିଲିଜ ହେବାକୁ ଯାଉଛି ଯାହାର ନାମ ହେଉଛି ଗୁପ ଚୁପ ଏହି ଫିଲ୍ମି ଟିର ସୁଟିଙ୍ଗ ଶେଷ ହୋଇଯାଇଛି।ଏବେ ଏହି ଫିଲ୍ମି ରିଲିଜ ହେବାର ସମ୍ଭାବନା ରହିଛି।ତେବେ ଏହି ଫିଲ୍ମି ରେ ଦମଦାର ପଦର୍ଶନ ଦେଖିବାକୁ ମିଳିବ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ