Breaking News

୩୦ ବର୍ଷର ମହିଳା ବିବାହ କଲେ ବିଲେଇ ସହ, ଆଉ ବିଲେଇ ଯାହା କଲା ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ହୋଇଯିବେ….

ଅଧିକାଂଶ ଲୋକଙ୍କ ଗୃହ ପାଳିତ ପଶୁ ପକ୍ଷୀଙ୍କ ପାଇଁ ବହୁତ ସେହ୍ନ ମମତା ଓ ଭଲ ପାଇବା ରହିଥାଏ ହେଲେ ଦର୍ଶକବନ୍ଧୁ ଗୃହପାଳିତ ପଶୁପକ୍ଷୀ ସହ ବିବାହ କରିବାର ଘଟଣା ଆପଣ ମାନେ ହୁଏତ ଆଗରୁ ଶୁଣି ନଥିବେ ଦର୍ଶକବନ୍ଧୁ ନିକଟରେ ଲଣ୍ଡନରେ ଜଣେ ମହିଳା ଅର୍ଥାତ ତାଙ୍କ ବୟସ ହେଉଛି 49 ବର୍ଷ ସେ ଏକ ବିଲେଇକୁ ବିବାହ କରିଛନ୍ତି ସେ ମହିଳାଙ୍କ ନାମ ହେଉଛି ଦେବର | ଦେବରା ବିବାହ କରିଥିବା ବିଲେଇଟିର ବୟସ ମାତ୍ର ୫ ବର୍ଷ ଅଟେ ଦେବରା ଓ ବିଲେଇ ଲଣ୍ଡନର ଦକ୍ଷିଣ ପ୍ରସ୍ତିମି ଅଞ୍ଚଳର ଏକ ପାର୍କରେ ଦୁହିଁଙ୍କର ଦେଖା ହୋଇଥିଲା ନିକଟେ ଦୁହେଁ ଏକ ପ୍ରକାରେ ବିବାହ କରିଥିଲେ |

ବହୁତ ପଶୁ ପ୍ରେମୀ ମାନେ ଏହି ବିବାହରେ ଯୋଗ ଦେଇ ଦୁହିଁଙ୍କୁ ଆଶ୍ରିବାଦ କରିଥିଲେ | ତେବେ ଏକ ବିଲେଇକୁ ବିବାହ କରି ଚର୍ଚ୍ଚାରେ ଥିବା ଦେବରା ଅର୍ଥାତ ଦେବରା ଙ୍କ ସାଙ୍ଗ ମାନେ କିଛି ମତ ଦିଅନ୍ତି ବିଲେଇକୁ ବିବାହ କରି ଦେବରା ଙ୍କ ମୁଣ୍ଡ ଖରାପ ହୋଇଯାଇଛି ସେ ପାଗଳ ହୋଇଯାଇଛନ୍ତି ବୋଲି ତାଙ୍କର ବନ୍ଧୁମାନେ ମତଦିଅନ୍ତି |

କିନ୍ତୁ ଦର୍ଶକବନ୍ଧୁ ଦେବରା କୁହନ୍ତି ମୋ ପାଖରେ ଖାଇବାକୁ କିଛି ନଥିଲା ହେଲେ ପାଇବାକୁ ଅନେକ କିଛି ଥିଲା ତେଣୁ ମୁଁ ବିଲେଇ ସହିତ ବିବାହ କରି ନେଇଥିଲି ଦେବରା ଆହୁରି ମଧ୍ୟ କୁହନ୍ତି ମତେ ବିଲେଇ ବହୁତ ପସନ୍ଦ ତେଣୁ ଏହି ବିଲେଇ ଟିକୁ ବିବାହ କରିଛି ମୁଁ ଚାହୁଁ ନାହିଁ ଏଇ ବିଲେଇ ଠୁ ଦୁରେଇ ଯିବା ପାଇଁ |

ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ସେହି ବିଲେଇଟିର ନାମ ହେଉଛି ମୋଗି ଯାହାକୁ ସେ କହନ୍ତି ଯେ ଏଇ ବିଲେଇ ଟିକୁ ମୁ ଶେଷ ନିଶ୍ୱାସ ଥିବା ଯାଏ ଭଲ ପାଇଥିବି ଏଇ ବିଲେଇ ହେଉଛି ମୋ ଜୀବନ ସାଥି | ଏହି ଖବରଟି ସୋସିଆଲ ମିଡିଆରେ ଏହି କିଛି ଦିନ ହେବ ଖୁବୁ ଭାଇରଲ ହେବାରେ ଲାଗିଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.