Breaking News

ରାଜ୍ୟର ଏହି ସ୍ଥାନ ଗୁଡିକ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ନେଇ ଅନୁମାନ କଲା ପାଣି ପାଗ ବିଭାଗ….

ଏଇ 8 ତାରିଖରୁ ସିତ ର ଲହରୀ ଆଉ ଥରେ ଫେରିଛି ଆହୁରି 24 ଘଣ୍ଟା ପରେ ପାରଦ 4 ଡିଗ୍ରୀ ଖସିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।ଏହା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଆସନ୍ତୁ ସମ୍ପୁର୍ଣ୍ଣ ଖବର ଟି ଜାଣିବା ।ଆପଣ ମାନେ ଜାଣିଥିବେ 8 ତାରିଖରୁ ଥଣ୍ଡା ର ପ୍ରକୋପ ବଢିଛି 12 ତାରିଖ ଯାଏ ଏପରି ସ୍ଥିତି ଲାଗି ରହିବ। ଆଞ୍ଚଳିକ ପାଣି ପାଗ ବିଜ୍ଞ୍ୟନ କେନ୍ଦ୍ର ଏପରି ଆକଳନ କରିବା ସହିତ ଏହି ତିନି ଦିନ ପାଇଁ ୟୋଲ ୱାର୍ଣ୍ଣ ଜାରି କରିଛି ।


ସେଇ ବେଳେ ରାତି ରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।ଏବେ କିଛି ଦିନ ହେଲା ପଶ୍ଚିମ ଦିଗରୁ ପବନ ବହିବା ନେଇ ଦେଖାଯାଉଛି।ଏହି ପଶ୍ଚିମା ପବନ ବହିବାରୁ ସିତର ପ୍ରକୋପ ଟିକେ କମି ଥିଲା।ସେଥିପାଇଁ ରାଜ୍ୟରେ ସର୍ବ ନିର୍ମ ତାପମାତ୍ର ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।


ତେବେ ଆସନ୍ତା କାଲିଠାରୁ ଏହି ପଶ୍ଚିମା ପବନ କମିଥିବାରୁ ସିତ ର ଲହରୀ ଟିକେ ବୃଦ୍ଧି ପାଇଛି।ଏବେ ସିତର ପ୍ରଭାବ ଟିକେ ବୃଦ୍ଧି ପାଇଛି। ସେହି ପରି ପାଣି ପାଗ ବିଭାଗ ର ସୁରେନ୍ଦ୍ର ନାଥ ପଶୁ ପାଳକ କହିଛନ୍ତି ଯେ ଆସନ୍ତା ପାଞ୍ଚ ରୁସାତ ତାରିଖ ମଧ୍ୟ ରେ କେତେକ ସ୍ଥାନ ରେ ସର୍ବ ନିମ୍ନ ତାପମାତ୍ରା କମିବା ଯୋଗୁଁ ଶୀତ ର ପ୍ରୋକପ କିଛି ବଢିବ।ତେବେ ଦକ୍ଷିଣ ଉପକୂଳରେ କିଛି ପ୍ରଭାବ ପଡିବ ନାହିଁ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣି ପାଗ ବିଭାଗ।ପାଗ ମୁଖ୍ୟତ ଶୁଖିଲା ରହିବା ସହିତ ଗ୍ରୀଷ୍ମ ପ୍ରବାହ ଟିକେ ବଢିବ।ଏବଂ ଆସନ୍ତା 16 ତାରିଖରୁ ଆଭ୍ୟନ୍ତରଣ ଓଡ଼ିଶାରେ ପାଗ ସାମାନ୍ୟ କୋହଲା ରହିବ।


ଆହୁରି ମଧ୍ୟ ଆଞ୍ଚଳିକ ପାଣି ପାଗ ବିଭାଗ ଅନୁମାନ କରିଛି କି ଆସନ୍ତା 12 ତାରିଖରୁ ତାପମାତ୍ରା ରେ ଟିକେ ବୃଦ୍ଧି ହେବ ଫଳରେ ସିତ କମିବ ।12 ତାରିଖରୁ 5 ଡିଗ୍ରୀ ପାରଦ ଉପରକୁ ଉଠିବ ଓ 16 ତାରିଖ ବେଳକୁ ପାଗ ସାମାନ୍ୟ କୋହଲା ରହିବ। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.