Breaking News

ସଂସଦ ମଧ୍ୟରେ କାନ୍ଦି ପକେଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ଜାଣିଥିବେ ରାଜନୀତି ରେ କେହି ନୁହଁ କାହାରି|ରାଜନୀତି ରେ ଘଡିକେ ଘୋଡା ଛୁଟେ ତେଣୁ ଏଠାରେ କେହି କାହା ଉପରେ ବିଶ୍ଵାସ କରନ୍ତି ନାହି|ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ବିରୋଧୀ ନେତା ଙ୍କ ପାଇଁ ରାଜ୍ୟସଭା ରେ କାନ୍ଦି ପକାଇଛନ୍ତି |ତେବେ କଣ ପାଇଁ ପ୍ରଧାନ ମନ୍ତ୍ରୀ ମୋଦୀ କାନ୍ଦିଛନ୍ତି ଆସନ୍ତୁ ଜାଣିବା ଏହି ଖବର ମଧ୍ୟମରେ |ତେବେ ଡେରି ନ କରି ଆସନ୍ତୁ ଜାଣିବା
ରାଜ୍ୟସଭା ରେ କାନ୍ଦି ପକେଇଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ |

ଆପଣ ମାନେ ଏମିତି ଦୃଶ୍ୟ ଆଗରୁ କେବେ ଦେଖି ନଥିବେ | ଆପଣା ମାନେ ଜାଣିଥିବେ ଦେଶ ର ଉନ୍ନତି ପାଇଁ ନରେନ୍ଦ୍ର ମୋଦୀ କେତେ ସବୁ କଠୋର ନିସ୍ପତି ମାନ ନେଇଛନ୍ତି ସେତେବେଳେ ବି ଏମିତି ତାଙ୍କ ଆଖି ଛଳ ଛଳ ହେବା ର ଦେଖାଯାଇନି|ବିଧାନ ସଭାରେ ତାଙ୍କ ଆଖି ଏମିତି ଛଳ ଛଳ ହୋଇଯିବ ବୋଲି କେହି ବିଶ୍ଵାସ କରିନଥିଲେ | ତାଙ୍କ ମନ ଏମିତି ଦୁଖ ହୋଇଥିଲା ଯେ ସେ ଠିକ ସେ କଥା କହିପାରୁନଥିଲେ |ପ୍ରଧାନ ମନ୍ତ୍ରୀ ଙ୍କର ଆଖିରେ ଲୁହ ଆସିଯାଇଥିଲା |ରାଜ୍ୟସଭା ରେ ମୋଦୀଙ୍କୁ କାନ୍ଦିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |


ଆପଣ ମାନେ ସମସ୍ତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ପ୍ରଧାନ ମନ୍ତ୍ରୀ ଏହି ଭାବ ବିହ୍ଵଳ ହୋଇଛନ୍ତି ଜଣେ ବିରୋଧୀ ଦଳ ର ନେତା ଙ୍କ ପାଇଁ|କଂଗ୍ରେସ ର ବରିଷ୍ଠ ନେତା ଗୁଲାମ ନବି ଆଜାଦ ଙ୍କ ପାଇଁ |କାରଣ ଗୁଲାମ ନବି ଆଜାଦ ଙ୍କର ରାଜ୍ୟସଭା ରେ ସେଶ ଦିନ ଥିଲା|ଗୁଲାମ ନବି ଆଜାଦ ରାଜ୍ୟସଭା ରେ କଂଗ୍ରେସ ର ସଂସଦୀୟ ଦଳ ର ନେତା ଥିଲେ |ଗୁଲାମ ନବୀ ଆଜାଦ କଂଗ୍ରେସ ର ଜଣେ ଟାଣୁଆ ନେତା |ଆହୁରି ମଧ୍ୟ ଗୁଲାମ ନବୀ ଆଜାଦ ବିଦାୟ ନେଲା ଗୋଟିଏ କଥା କହିଥିଲେ ଏହି କଥା ଶୁଣି ସମସ୍ତେ ଭାବ ବିହ୍ଵଳ ହୋଇଯାଇଥିଲେ ସେ କହିଥିଲେ ମୁଁ ଭାରତୀୟ ମୁସଲମାନ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରୁଛି|ତାଙ୍କର ଏହି ଗୋଟିଏ କଥା ସମସ୍ତଙ୍କୁ ଭାବ ବିହ୍ଵଳ କରିଦେଇଥିଲା

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *