Breaking News

ଆସନ୍ତା ୨୯ ରୁ ଆରମ୍ଭ ହୋଇପାରେ ଏହି ସବୁ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା . . .

ବର୍ତ୍ତମାନ ର ବଡ ଖବର ଆସନ୍ତା ୨୯ ରୁ ୩୧ ପର୍ଯ୍ୟନ୍ତ ପୂର୍ବକୁଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି | ତେବେ ରାଜ୍ୟରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରୁଥିବା ବେଳେ ସବୁଠୁ ଉତପ୍ତ ସହର ବୌଦ୍ଧ ଅଟେ | ତେବେ ଷୋମବାର ଦିନ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ବର ର ତାପମାତ୍ରା ୪୦ ପରେ ରହିଥିଲା |

ଏହାଛଡା କଟକ,ବାରିପଦା,ସମ୍ବଲପୁର,ଅନୁଗୁଳ, ଭାବନିପଟନା , ଟିଟଲାଗଡ , ମାଲକାନଗିରି , ନୟାଗଡ ଆଦି ଜିଲ୍ଲା ର ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଛି |ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ତାପମାତ୍ରା ଏହି ଭଳି ରହି ପରେ ଏବଂ ଆହୁରି କିଛି ସ୍ଥାନରେ ତାପମାତ୍ରା ଆହୁରି ମଧ୍ୟ ବୃଦ୍ଧି ହୋଇପାରେ | ତେବେ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ଯେ ଆସନ୍ତା ୨୯ ତାରିଖ ଆଡକୁ ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି |

ତେବେ ଆସନ୍ତା ୨୮ ତାରିଖ ପରେ ପାଗ ମେଘୁଆ ରହିବାର ଆକଳନ କରାଯାଉଛି | ତେବେ ୨୯ ତାରିଖରେ ସଲଗ୍ନ ବଙ୍ଗୋପ ସାଗର ରେ ଏକ ଘୁର୍ନି ବଳୟ ସୃଷ୍ଟି ହୋଇପାରେ | ଅନ୍ୟ ପରେ ଉପକୂଳରେ ସବୁଠୁ ଅଧିକବର୍ଷା ଏବଂ ବାଲେଶ୍ଵର ରେ ସବୁଠୁ କମ ବର୍ଷା ହୋଇପାରେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ବଡ ଖବର – ଭୁବନେଶ୍ଵର ହାଇଟେକ ହସ୍ପିଟାଲରେ ରୋଗୀର ମୃତ୍ୟୁ ପରେ ବି ଜାଣିଲେ ନାହିଁ!, ମା ଝିଅଙ୍କ ଦୁଃଖ ଦେଖିଲେ ସହି ପାରିବେ ନାହିଁ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଭୁବନେଶ୍ବର ର ହାଇଟେକ ମେଡିକାଲ ରେ ରେ ବଡ ଅଭିଯୋଗ , ହଁ ବନ୍ଧୁ ମାତ୍ର କିଛି …

Leave a Reply

Your email address will not be published. Required fields are marked *