Breaking News

ଏହି ଘରୋଇ ଉପଚାର ଦ୍ଵାରା ମାତ୍ର ୩୦ ଦିନ ମଧ୍ୟରେ ପତଳା କେଶକୁ ମୋଟା କେଶ କରନ୍ତୁ

ଆପଣ ମାନେ ଜାଣିଥିବେ ନାରୀମାନଙ୍କ କେଶ ହିଁ ତାଙ୍କର ସୁନ୍ଦରତା।ଗୋଟିଏ ନାରୀ ସୁନ୍ଦରତା ର ପ୍ରତୀକ ହୋଇଥାଏ ତାର କେଶ।ଆପଣ ମାନେ ଦେଖିଥିବେ କେଶ କୁ ନେଇ ବହୁତ ଯତ୍ନବାନ ହୋଇଥାନ୍ତି ମହିଳାମାନେ।ଆପଣ ମାନେ ଦେଖିଥିବେ କେଶ କୁ ନେଇ ବହୁତ ଗୁଡିଏ ସମସ୍ୟା ମଧ୍ୟ ଦେଖାଯାଇଥାଏ।ମହିଳା ମାନଙ୍କ କେଶ ହିଁ ତାଙ୍କ ସୁନ୍ଦରତା କୁ ଆହୁରି ମଧ୍ୟ ଚମକାଇ ଥାଏ।ଆସନ୍ତୁ ଆଜି ଆମେ ଆପଣ ମାନଙ୍କୁ କହିବୁ ଏମିତି କିଛି ଘରୋଇ ଉପଚାର ଯେଉଁଥିରେ କି ଆପଣ ମାନେ ଅପଣଙ୍କ କେଶ ର ଯତ୍ନ ନେଇପାରିବେ।


ଆପଣ ମାନେ ଦେଖିଥିବେ ସବୁ ଝିଅ ପ୍ରାୟ ଲମ୍ବା କେଶ ରଖିବାକୁ ଭଲ ପାଆନ୍ତି।ଯେଉଁମାନ ଙ୍କର ଲମ୍ବା କେଶ ଥାଏ ସେ ବହୁତ ଭାଗ୍ୟବାନ ହୋଇଥାନ୍ତି। ସେହିପରି ଯେଉଁ ଝିଅ ର ଛୋଟ ଓ କୁଞ୍ଚିକୁଞ୍ଚି ବାଳ ହୋଇଥାଏ ସେମାନେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି।ଆଜି କା ଏ ଆଧୁନିକ ଦୁନିଆରେ ସବୁ ମହିଳା ମାନେ ପାର୍ଲର ଯାଇ କେଶ ର ବହୁତ ଜତ୍ନ କରିଥାନ୍ତି।


ଆପଣ ମାନେ ଜାଣିଥିବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ କେଶ ଝଡ଼ିବା ଏକ ସାଧାରଣ କଥା ହୋଇଗଲାଣି ସେ କମ ବୟସ ହେଉ ଅବା ଅଧିକ ବୟସ ସମସ୍ତଙ୍କ କେଶ ଝଡ଼ିବା ଏବେ ଦେଖିବାକୁ ମିଳୁଛି।ଆପଣ ମାନେ ଦେଖୁଥିବେ କମ ବୟସ ଯୁବକ ମାନଙ୍କ କେଶ ଉପୁଡୁଛି।ମହିଳା ମାନଙ୍କ କେଶ ଉପୁଡିବାର ଆଉ ଗୋଟିଏ ମୁଖ୍ୟ କାରଣ ହେଲା ମହିଳାମାନେ ପାର୍ଲର ଯାଇ କେଶ କୁ ଭିନ୍ନ ଭିନ୍ନ ଷ୍ଟାଇଲ କରିଥାନ୍ତି ଏ ସବୁ କରିବା ଦ୍ୱାରା ସବୁ କେସମେଟିକ ବ୍ୟବହାର କରିବା ଦ୍ୱାରା ଆମ କେଶ ଝଡ଼ିବା ଅଧିକ ହୋଇଥାଏ ଏବଂ ବିଭିନ୍ନ ପ୍ରକାରର କେଶ ସମସ୍ୟା ମଧ୍ୟ ଦେଖାଦେଇଥାଏ । କେଶ ଝଡ଼ିବାରୁ କେମିତି ପାଇବେ ମୁକ୍ତି ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର ଗୁଡିକ।

ଆବଶ୍ୟକୀୟ ସାମଗ୍ରୀ –

୧. ମେଥି

୨. ନଡିଆ ତେଲ

୩. ଏଲୋବେରା

କିପରି ପ୍ରସ୍ତୁତ କରିବେ –

ମେଥି,ନଡ଼ିଆ ତେଲ ଓ ଏଲବେରା ନିଅନ୍ତୁ ଏଥିରେ ଗୋଟିଏ ମିଶ୍ରଣ ତିଆରି କରନ୍ତୁ ଓ ପାଣି ରେ ପକଂ କିଛି ସମୟ ପାଣିରେ ପକାନ୍ତୁ ଏବଂ ଦେଖିବେ କି ପାଣିର ରଙ୍ଗ ରେ ପରିବର୍ତ୍ତନ ଆସୁଛି ସେତେବେଳେ ସେହି ପାଣିକୁ ଗୋଟିଏ ପାତ୍ରରେ ରଖିନିଅନ୍ତୁ ।

କିପରି ବ୍ୟବହାର କରିବେ –

ଏହାପରେ କେଶ ରେ ଲଗେଇ ଏହାକୁ ୧ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ତେବେ ୧ ଘଣ୍ଟା ହେବା ପରେ ଆପଣ ବ୍ୟବହାର କରୁଥିବା ସାମ୍ପୁ ସାହାଯ୍ୟ ରେ କେଶ କୁ ଧୋଇ ଦିଅନ୍ତୁ । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରର ଏହି ସବୁ ସ୍ଥାନରେ ଦର୍ପଣ ରଖୁଥିଲେ ହୋଇଯାନ୍ତୁ ସାବଧାନ !

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଘରେ କିଭଳି ଭାବରେ ସୁଖ ଶାନ୍ତି ବଜାୟ ରହିବ ଏ …

Leave a Reply

Your email address will not be published. Required fields are marked *