Breaking News

ଏହି ତିନି ଖେଲାଳୀ ଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସ ର ନଜର ରହିଛି, କୋଟି କୋଟି ଟଙ୍କା ଦେଇ କିଣିପାରନ୍ତି – IPL News

2021 ଆଇପିଏଲ ନି-ଲାମୀ ପ୍ରକ୍ରିୟା ଆସନ୍ତା 18 ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି।ନି-ଲାମୀ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ତିନିଜଣ ବିଦେଶୀ ଦୃତ ବୋଲର ଙ୍କୁ ରିଲିଜ କରିଛି ଏହି ତିନି ଜଣ ହେଲେ ନାଥନ କୁଲ୍ଟର ନାଇଲ, ଜେମ୍ସ ପାଟିସନ ଓ ମିଚେଲ ମ୍ୟାକଲେଙ୍ଘନଙ୍କୁ ଏହି ତିନିଜଣ ଙ୍କୁ ରିଲିଜ କରିଛି ମୁମ୍ବାଇ ଇଣ୍ଡିଆନ୍ସ।

ତେବେ ଏହି ତିନିଜଣ ଙ୍କୁ ରିଲିଜି କରିବା ପରେ ମାଲିକାଣି ନିତା ଅମ୍ବାନୀ ଆଉ ତିନିଜଣ ବିଦେଶୀ ଖିଲାଳି ଙ୍କର ଉପରେ ନଜର ରଖିଛନ୍ତି।ଆମେ ଆଜି ଏହି ଖବର ମାଧ୍ୟମରେ ଆପଣ ମାନଙ୍କୁ କହିବୁ ସେହି ତିନିଜଣ ଖିଲାଳି ଙ୍କର ବିଷୟରେ ଯେଉଁମାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣି ପାରେ।ମୁମ୍ବାଇ ଇଣ୍ଡିଆନ୍ସ ର ମଲିକାଣି ନିତା ଅମ୍ବାନୀ 2021 ଆଇପିଏଲ ରେ ଏହି ତିନି ଖିଲାଳି ଙ୍କୁ କିଣି ପାରନ୍ତି।


ମିଚେଲ ଷ୍ଟାର୍କ: ମିଚେଲ ଷ୍ଟାର୍କ ଟି-୨୦ବିଶ୍ୱକପ ଉପରେ ଧ୍ୟାନ ଦେବା କାରଣ ରୁ 2020 ଆଇପିଏଲ ରେ ନାମ ଦେଇନଥିଲେ।କିନ୍ତୁ ଏହି 2021 ଆଇପିଏଲ ରେ ସେ ଖେଳିବାର ବହୁତ ସମ୍ଭାବନା ଅଛି।ଆପଣ ମାନେ ଜାଣିଥିବେ ଷ୍ଟର୍କ ସବୁଠାରୁ ଦ୍ରୁତ ବୋଲିଂ କରିଥାନ୍ତି।ଓ ତାଙ୍କର ଏ ଦ୍ରୁତ ବୋଲିଂ ପାଇଁ କ୍ରିକେତ ଜଗତରେ ନାମ କମାଇଛନ୍ତି।ତାଙ୍କର ଦ୍ରୁତ ବୋଲିଂ ପାଇଁ ତାଙ୍କୁ କିଣିବାକୁ ନଜର ରଖିଛନ୍ତି ନିତା ଅମ୍ବାନୀ।


ମାର୍କ ବୁଡ:- ଇଂଲଣ୍ଡର ଦୃତ ବୋଲର ମାର୍କ ବୁଡଙ୍କୁ ଚେନ୍ନାଇ ସୁପର କିଙ୍ଗସ ଦଳ ୨୦୧୮ ମସିହା ଆଇପିଏଲ ନି-ଲାମୀରେ ୨ କୋଟି ମୂଲ୍ୟରେ ସାମିଲ କରିଥିଲେ।ପରେ ଏହି ଖୋଳାଳୀ ଙ୍କୁ ଚେନାଇ ରିଲିଜି କରିଥିଲା।ବୁଡ଼ ଙ୍କର ଦୃତ ବୋଲିଂ ପାଇଁ ତାଙ୍କର ଡିମାଣ୍ଡ ରହିଛି ଆଇପିଏଲ ରେ।ମାର୍କ ବୁଡ଼ ଙ୍କ ଉପରେ ନଜର ରଖିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ର ମଳିକାଣି ନିତା ଅମ୍ବାନୀ।


2020 ଆଇପିଏଲ ରେ ବୁଡ଼ ଙ୍କୁ କୌଣସି ଦଳ କିଣି ନଥିଲେ ।କିନ୍ତୁ ଏବେ ବୁଡ଼ ଇଂଲଣ୍ଡ କ୍ରିକେଟ ଟିମ ର ଜଣେ ଭଲ ବୋଲର ହୋଇପାରିଛନ୍ତି ସେଥିପାଇଁ ନିତା ଅମ୍ବାନୀ ତାଙ୍କୁ କିଣି ପାରନ୍ତି . ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *