Breaking News

ଏହି ସୁନ୍ଦର ଅଭିନେତ୍ରୀ କହିଲେ ମୁଁ ଖାଦ୍ୟ ଅପେକ୍ଷା ଅଧିକ ସେ କ୍ସକୁ ଅଧିକ ଗୁରୁତ୍ଵ ଦିଏ, ନାଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ସମସ୍ତେ ସମାନ୍ତ ରୁଥ ଙ୍କୁ ଜାଣିଥିବେ।ସେ ସାଉଥ ଫିଲ୍ମି ଜଗତରେ ଜଣେ ସଫଳ ଅଭିନେତ୍ରୀ ଓ ସେ ଖୁବ ସୁନ୍ଦର ଅଭିନୟ କରନ୍ତି।ସେ ବହୁତ ଗୁଡିଏ ହିଟ ଫିଲ୍ମି କରିଛନ୍ତି।ଏବେ କିଛି ଦିନ ହେବ ସାମନ୍ତ ରୁଥ ଗୋଟିଏ ବୟାନ ଦେଇଥିଲେ ଯାହାକୁ ନେଇ ଏବେ ଲୋକଲୋଚନ ରେ ଖୁବ ଚର୍ଚ୍ଚା ହେଉଛି।ସେ-  କ୍ସକୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ସେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି।ସମାନ୍ତ ରୁଥ ଙ୍କ ସମ୍ପର୍କ ନାଗାର୍ଜୁନଙ୍କ ପୁଅ ସହ ଥିବା ଏ ନେଇ କହିଛନ୍ତି ସାମନ୍ତ ରୁଥ।

ଏହି ସମ୍ପର୍କ ବିଷୟରେ କହିବା ପରେ ସବୁଆଡେ କେବଳ ତାଙ୍କର ଚର୍ଚ୍ଚା ଜୋର ଧରିଥିଲା।ତାଙ୍କର ଏହି ବୟାନ ସୋସିଆଲ ମିଡ଼ିଆ ରେ ନିଆଁ ଲାଗେଇଦେଇଥିଲା ।ତେବେ କଣ ବୟାନ ଦେଇଥିଲେ ସମାନ୍ତ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର ଟି କଣ।
ଆପଣ ମାନେ ଜାଣିଲେ ଆଶ୍ଚର୍ୟ୍ଯ ହେବେ କି ଗୋଟିଏ ଇଣ୍ଟରଭିଉ ରେ ସମାନ୍ତ ରୁଥ ଙ୍କୁ ପଚାରଗଲା ଯେ ସେ ଫୁଡ଼ ଓ ସେ-  କ୍ସଭିତରୁ କାହାକୁ ବାଛିବେ।

ଆପଣ ମାନେ ଜାଣିଲେ ଚକିତ ହେବେ ସମାନ୍ତ ରୁଥ କଣ କହିଥିଲେ।ସମାନ୍ତ ରୁଥ କହିଥିଲେ ଯେ ସେ ଖାଦ୍ୟ ଅପେକ୍ଷା ସେ ସେ-  କ୍ସକୁ ଅଧିକ ଧ୍ୟାନ ଦେବେ ।ଏହି ବୟାନ କୁ ନେଇ ସୋସିଆଲ ମିଡ଼ିଆ ରେ ହଇଚଇ ସୃଷ୍ଟି କରିଥିଲେ ସମାନ୍ତ ରୁଥ। ସମାନ୍ତ ରୁଥ ପ୍ରଭୁ ଙ୍କ ଅନୁଯାୟୀ ଯଦି ସମାନ୍ତ ଙ୍କୁ ଖାଦ୍ୟ ଓ ସେ-  କ୍ସମଧ୍ୟରୁ ଗୋଟିଏ ବାଛିବାକୁ କୁହାଯାଏ ତେବେ ସେ-  କ୍ସକୁ ଅଧିକ ପ୍ରାଧାନ୍ୟ ଦେବେ ବୋଲି କହିଥିଲେ ସମାନ୍ତ ରୁଥ ।

ଏହାର କାରଣ ପଚାରିବାରୁ ସେ କହିଥିଲେ ସେ-  କ୍ସଏକ ଭଲ ଓ ପ୍ରାକୃତିକ ଜିନିଷ ଅଟେ ଏବଂ ଏଥିରେ କୌଣସି ଭୁଲ୍ ନାହିଁ |କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଥିଲେ ଯେ ସେ-  କ୍ସପାଇଁ କୌଣସି ଦିନ ଭୋକିଲା ମଧ୍ୟ ରହିବାକୁ ମୁଁ ପ୍ରସ୍ତୁତ ଅଛି।ଏହି ବୟାନ ଟି ତାଙ୍କର ଏବେ ସବୁଆଡେ ଚର୍ଚ୍ଚା ର ବିଷୟ ପଲଟିଛି ଓ ସୋସିଆଲ ମିଡ଼ିଆ ରେ ନିଆଁ ଲାଗେଇଦେଇଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Breaking news – ଆଜିର ଦୁଃଖ ଖବର ଚଳଚ୍ଚିତ୍ର ଏବଂ ସିରିଏଲର ଲୋକପ୍ରିୟ ହିରୋଇନ`ଙ୍କ ମୃତ୍ୟରେ ଖେଳିଗଲା ଶୋକର ଛାୟା, ସବୁଆଡେ ସୁଖର ଲହରୀ ଖେଳିଯାଇଛି….

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ସମୟରେ ବଡ଼ ବୁଖା ଦାୟକ ଖବର ଆସିଛି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ଅଭିନୟରେ ଅନେକ କଳାକାର …

Leave a Reply

Your email address will not be published.