ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଆଜି ର ଏ ଯୁବ ସମାଜ ନିଜର ତ୍ୱଚା କୁ ନେଇ ବହୁତ ଯତ୍ନବାନ ହେଉଛନ୍ତି।ଆପଣ ମାନେ ଜାଣିଥିବେ ମୁହଁ ରେ କିଛି ବାହାରିଲେ ଆମକୁ ଭଲ ଲାଗେନି ବା ମୁହଁ ଅସୁନ୍ଦର ଦେଖାଯାଇଥାଏ। ଆଜିକା ସମୟରେ ଯିଏ ସୁନ୍ଦର୍ ନାହିଁ ତାକୁ ଲୋକେ ଏତେ କଥା କୁହନ୍ତି ଯେ ସେ ସୁନ୍ଦର୍ ହବା ପାଇଁ ବହୁତ ପ୍ରକାର ବସ୍ତୁ ବ୍ୟବହାର କରନ୍ତି।ମୁହଁ ରେ ବହୁତ ପ୍ରକାର କ୍ରିମ ବ୍ୟବହାର କରିବା ଦ୍ୱାରା ବହୁତ ପ୍ରକାର ପ୍ରୋବ୍ଲେମ ମଧ୍ୟ ହୋଇଥାଏ।ଆପଣ ମାନେ ସମସ୍ତେ ଜାଣିଥିବେ ପ୍ରାୟ ସମସ୍ତଙ୍କ ମୁହଁ ରେ ବ୍ରଣ ହୋଇଥାଏ।ଏହି ବ୍ରଣ କେମିତି ଦୂର କରିବେ ଆସନ୍ତୁ ଜାଣିବା।
ବ୍ରଣ ଉଠିବାର ବହୁତ ଗୁଡିଏ କାରଣ ରହିଥାଏ।ବ୍ରଣ ପ୍ରାୟ 15 ରୁ 30 ବର୍ଷ ବୟସ ବ୍ୟକ୍ତି ମାନଙ୍କ ଠାରେ ଦେଖାଯାଇଥାଏ।ଏହାର କାରଣ ହେଉଛି ଏହି ସମୟରେ ପୁଅ ହେଉ ଅବା ଝିଅ ସେମାନଙ୍କ ହରମୋହନ ରେ ପରିବର୍ତ୍ତନ ଆସିଥାଏ ଓ ଶରୀରରେ ବହୁତ ପ୍ରକାର ପରିବର୍ତ୍ତନ ଦେଖାଯାଇଥାଏ। କିନ୍ତୁ ଯେଉଁ ବ୍ୟକ୍ତି ଏହି ପରିବର୍ତ୍ତନକୁ ସମ୍ଭାଲିଥାଏ ତା ଜୀବନରେ ଅଧିକ ଅସୁବିଧା ହୁଏ ନାହିଁ।
ଏହି ବ୍ରଣ ଗୋଟିଏ ପ୍ରକାର ଚର୍ମ ରୋଗ ହୋଇଥାଏ।ଏହି ବ୍ରଣ ହେବା ଦ୍ୱାରା ବହୁତ ଅସୁବିଧାର ସୁମୁଖୀନ ହେବାକୁ ପଡିଥାଏ।ଯେମିତିକି ମୁହଁ ରେ କଳା କଳା ଦାଗ ହୋଇଥାଏ ଏମିତି ବହୁତ କିଛି ହୋଇଥାଏ ଯାହା ଫଳରେ କି ମୁହଁ ଅସୁନ୍ଦର ଦେଖାଯାଇଥାଏ। ମନେ ରଖନ୍ତୁ କେବେ ବି ବ୍ରଣ ଫୁଟାନ୍ତୁ ନାହିଁ ବା ଚିପା ଚିପି କରନ୍ତୁ ନାହିଁ।ଏହା କରିବା ଦ୍ୱାରା କଳା ଦାଗ ହୋଇଯାଏ।
ଯଦି ଆପଣ ମାନଙ୍କ ଠାରେ ଅଧିକ ବ୍ରଣ ବାହାରୁଛି ତେବେ ନିଶ୍ଚୟ ଡାକ୍ତର ଙ୍କ ପରାମର୍ଶ ନେବା ଅତ୍ୟନ୍ତ ଆବଶ୍ୟକ। କାହିଁକି ନା ଯଦି ଆପଣ ଅଧିକ ବ୍ରଣ ସହ ଲାଗିବ ତେବେ ଗାତ ଭଳି ସମସ୍ୟା ମଧ୍ୟ ହୋଇଥାଏ।ତେଣୁ ଯଦି ଆପଣଙ୍କ ଠାରେ ଅଧିକ ବ୍ରଣ ହେଉଛି ତେବେ ତୁରନ୍ତ ଏହାର ଚିକିତ୍ସା କରନ୍ତୁ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ