Breaking News

ଓଡିଆ ଧାରାବାହିକ ମାୟା ସିରିଏଲର ଅଭିନେତ୍ରୀ ସାଙ୍ଗ ମାନଙ୍କ ସହ ବୁଲିଯାଇଥିବା ହେଲା ବଡ ଦୁର୍ଘଟଣା!

ମାୟା ସିରିଏଲର ରୁଦ୍ରୀଙ୍କୁ ହୁଏତ ଆଉ ଆପଣ ମାନେ ଦେଖିବା ପାଇଁ ପାଇବେ ନାହିଁ, କାରଣ ତାଙ୍କ ସହ ଘଟି ଯାଇଛି ଏକ ବଡ ଦୁର୍ଘଟଣା । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ଦୁର୍ଘଟଣା କେଉଁଠି ହୋଇଥିଲା ଓ କେମିତି ହୋଇଥିଲା । ଓଡିଆ ଧାରାବାହିକର ଚର୍ଚିତ ନାମ ମାୟା ସିରିଏଲର ରୁଦ୍ରୀ ବା ଜସ୍ମିନ ରଥଙ୍କୁ ଧାରାବାହିକ ଦେଖୁଥିବା ପ୍ରତି ଟି ଦର୍ଶକ ନିଶ୍ଚୟ ଜାଣି ଥିବେ । ରୁଦ୍ରୀ ମାୟା ସିରିଏଲ ମାଧ୍ୟମରେ ନିଜର ଶାନ୍ତ ସରଲ ଅଭିନୟ ଦ୍ଵାରା ଘରେ ନିଜେ ପରିଚିତ ହୋଇଥିଲେ ଏବଂ ତାଙ୍କ ଅଭିନୟ ଦ୍ଵାରା ସେ ମାୟା ସିରିଏଲ ଟିକୁ ଅନେକ ସୁପର ହିଟ କରିଥିଲେ ।

ଏବେ ଏକ ଭାଇରାଲ ଖବରୁ ସୂଚନା ମିଳୁଛି କି ଜାସ୍ମିନ ନିଜର ସାଙ୍ଗ ମାନଙ୍କ ସହ ବୁଲିବା ପାଇଁ ଯାଇଥିଲେ । ସେ ତାଙ୍କ ସାଙ୍ଗ ମାନଙ୍କ ସହ ଅନେକ ମଜା ମସ୍ତି କରିବା ସହ ସେ ସେଠାରେ ତାଙ୍କ ସାଙ୍ଗ ମାନଙ୍କ ସହ ମସ୍ତି କରୁଥିବା ବେଳର କିଛି ଫଟୋ ସୁଟ କରି ମଧ୍ୟ ନିଜ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । କିନ୍ତୁ ସେଠାରେ ତାଙ୍କ ସହ ଘଟି ଯାଇଛି ଏକ ବଡ ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଶୁଣିବା ପାଇଁ ମିଳୁଛି ବହୁତ ବଡ ଇଞ୍ଜୁରି ହୋଇଛି ।

ମିଳିଥିବା ସୂଚନା ଅନୁଯାଇ ସେ କିଛି ଦିନ ପାଇଁ ଏହି ସିରିଏଲରୁ ବିରତି ନେଇ ପାରନ୍ତି । ତେବେ ଏହି ଭାଇରାଲ ହେଉଥିବା ଖବର ଟି ସଂପୂର୍ଣ୍ଣ ରୂପେ ମିଥ୍ୟା ଅଟେ । ମାୟା ସିରିଏଲର ଅଭିନେତ୍ରୀ ରୁଦ୍ରୀଙ୍କର କୌଣସି ବି ଦୁର୍ଘଟଣା ଘଟି ନାହିଁ କି ନା ସେ କୌଣସି ସ୍ଥାନକୁ ତାଙ୍କ ସାଙ୍ଗ ମାନଙ୍କ ସହ ବୁଲିବା ପାଇଁ ଯାଇଥିଲେ । ତେବେ ତାଙ୍କର ଯେଉଁ ଆକ୍ସିଡେଣ୍ଟ ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ସେଗୁଡିକ ହେଲା ଏକ ମ୍ୟୁଜିକ ଭିଡିଓ ର ସୁଟ ସମୟର ଫଟୋ । ଏହି ମିଜୁକି ଭିଡିଓର ଟାଇଟେଲ ଥିଲା ଫେରିଆସ ପ୍ରିୟା ।

ତେବେ ଏହି ଫଟୋ ଟି ଦୀର୍ଘ ଦୁଇ ବର୍ଷ ପୂର୍ବରୁ ସେ ସେହି ଫଟୋ କୁ କ୍ୟାପଚର କରିଥିଲେ । ସେ ବର୍ତ୍ତମାନ ମାୟା ସିରିଏଲର ଶୁଟିଙ୍ଗରେ ବହୁତ ବ୍ୟସ୍ତ ଅଛନ୍ତି । ତେଣୁ ଆମେ ଆପଣ ମାନଙ୍କୁ ଅନୁରୋଧ କରୁଛୁ ଯେ ଆପଣ ମାନେ ଏହି ପରି ଗୁଜବ ଗୁଡିକୁ ଜମାରୁ ବି ବିଶ୍ଵାସ କରନ୍ତୁ ନାହିଁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *