Breaking News

୨୪ ଘଣ୍ଟା ପରେ ଆତ୍ମା କାହିଁକି ଘରକୁ ଫେରିଥାଏ !

ବନ୍ଧୁଗଣ ଏହା ଆମେ ସମସ୍ତେ ଜାଣିଛେ ମର୍ତ୍ୟ ଲୋକରେ କୌଣସି ପ୍ରାଣୀ ଅମର ହୋଇନଥାଏ ଅର୍ଥାତ ତାକୁ ଦିନେନା ଦିନେ ମାରିବାକୁ ପଡିଥାଏ ଜାଣିଛନ୍ତିକି ମୃତୁ ପରେ ଆତ୍ମାର କଣ ହୁଏ ମୃତୁର 24 ଘଣ୍ଟା ପରେ ଆତ୍ମା ଫୁଣି ଠାରେ କାହିଁକି ଘରକୁ ଫେରିଥାଏ ଆଉ ସେ କେତେଦିନ ପର୍ଯ୍ୟନ୍ତ ଘରେ ରହିଥାଏ ଯଦି ଆପଣ ମାନେ ଜାଣିନାହାନ୍ତି ସେ ସବୁ ଗରୁଡ଼ ପୁରାଣରେ ଅଛି |

ଗରୁଡ ପୁରାଣରେ କୁହାଯାଇଛି ଯେ ଯେବେ କାହାର ମୃତୁ ହୋଇଥାଏ ତେବେ ଯମରାଜାଙ୍କର ମୃତୁ ଦୂତ ଆସି ତାଙ୍କୁ ନେଇଯାଇଥାନ୍ତି ଯେଉଁଠାରେ ପୂର୍ଣ୍ଣ ପାପର ହିସାବ କରାଯାଇଥାଏ ଆଉ 24 ଘଣ୍ଟା ମଧ୍ୟରେ ଯମ ଦୂତ ସେହି ପ୍ରଣୀର ଆତ୍ମାକୁ ଫୁଣି ଥରେ ଘରେ ଛାଡି ଦେଇଥାନ୍ତି ଯମ ଦାତାଙ୍କ ଦ୍ୱାରା ଫୁଣି ଥରେ ଆତ୍ମା ଛାଡି ଯିବା ପରେ ମୃତୁକର ଆତ୍ମା ତାଙ୍କ ଘର ପରିଜନ ମଧ୍ୟରେ ଘୁରି ବୁଲୁଥାଏ |

କାହାର ମୃତୁ ହେଲା ପରେ ତାଙ୍କର ପରିଜନ ବର୍ଗ କାନ୍ଧିବାକୁ ଲାଗିଥାନ୍ତି ଏହାକୁ ଦେଖି ମୃତୁକର ଆତ୍ମା ଦୁଃଖ ହୋଇଥାଏ ଆଉ ସେ ମଧ୍ୟ କାନ୍ଧିବାକୁ ଲାଗିପଡିଥାଏ କିନ୍ତୁ ସେ କିଛି କରି ପରେ ନାହିଁ ଓ ସେ ଅସହ୍ୟ ହୋଇ ନିଜର ଜୀବନ କାଳରେ କରିଥିବା କର୍ମକୁ ମନେପକାଇ ଦୁଃଖ ପ୍ରକାଶ କରିଥାଏ | ମୃତୁ ପରେ 11 ଦିନ ପର୍ଯ୍ୟନ୍ତ ଆତ୍ମା ନାମରେ ଯେଉଁ ପିଣ୍ଡ ଦାନ କରାଯାଏ ସେଥିରୁ ଆତ୍ମାକୁ ମୁର୍ତ୍ତୃ ଲୋକରୁ ଯମଲୋକ ଯିବାପାଇଁ ବଳ ମିଳିଥାଏ ଯେବେ କେଉଁ ମଣିଷର ମୃତୁ ହୋଇଥାଏ ଥର ଆତ୍ମ 11 ଦିନ ପର୍ଯ୍ୟନ୍ତ ପରିଜନକ ମଧ୍ୟରେ ଘରୁ ବୁଲୁଥାଏ |

ମୂର୍ତକର ଆତ୍ମା ମୃତୁଲୋକରୁ ଜନ୍ମ ଲୋକକୁ ଚାଲି ଯାଇଥାଏ ଯାହାକୁ ପୂରଣ କରିବାକୁ 1 ବର୍ଷ ସମୟ ଲାଗିଥାଏ ମାନ୍ୟତା ଅନୁସାରେ 11 ଦିନ ପର୍ଯ୍ୟନ୍ତ କରାଯାଇଥିବା ପିଣ୍ଡ ଦାନ ଏହି ଏକ ବର୍ଷ ପ୍ରଯନ୍ତ ମୃତୁକର ଆତ୍ମା ଭୋଜନ ସମାନ ହୋଇଥାଏ | ବନ୍ଧୁଗଣ ଅପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯଦି କୌଣସି ମୃତୁକର ଆତ୍ମା ପିଣ୍ଡ ଦାନ କରାଗଲା ନାହିଁ ତେବେ କଣ ହେବ |

ଯେଉଁ ଆତ୍ମା ନାମରେ ପିଣ୍ଡ ଦାନ କରାଯାଏନାହିଁ ସେହି 11 ଦିନରେ ଯମ ଦୂତ ବଳ ପୂର୍ଵକ ତାଙ୍କୁ ଘୋଷାଡ଼ି ଯମ ଲୋକକୁ ନେଇଥାନ୍ତି ଯେଉଁଥି ପାଇଁ ମୃତୁକର ଆତ୍ମା ଯାତ୍ରା ସମୟରେ ଅନେକ କଷ୍ଟ ସହିବାକୁ ପଡିଥାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.