Breaking News

ସାବଧାନ !!୨୪ ଘଣ୍ଟା ଭିତରେ ଏହି ସବୁ ଜିଲ୍ଲାକୁ ଘଡ ଘଡି ସହ ବର୍ଷା ଆଶଙ୍କା

ଆଜି ଓଡିଶା ର ୧୬ ଟି ଜିଲ୍ଲା କୁ ବର୍ଷା ସହିତ ବଜ୍ରପାତ ର ମଧ୍ୟ ଆଶଙ୍କା ରହୁଛି ।ଏଥି ପାଇଁ ୧୬ ଜିଲ୍ଲା କୁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଏହି ଜିଲ୍ଲା ଗୁଡ଼ିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ,ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଗଜପତି,ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଏବଂ ରାୟଗଡା। କାଳ ବୈଶାଖୀ କାରଣ ରୁ ଏହି ଜିଲ୍ଲା ଗୁଡ଼ିକ ମଧ୍ୟରୁ ଗୋଟେ ଦୁଇଟି ସ୍ଥାନ ରେ ୩୦-୪୦ କିମି ବେଗରେ ପବନ ବହିବା ସହିତ ବଜ୍ରପାତ ର ଆଶଙ୍କା ରହିଛି। 

ସେହିପରି ୧୬ ଟି ଜିଲ୍ଲା କୁ ୧୯ ତାରିଖ ଦିନ ୟିଲୋ ୱର୍ଣିଂ ଜାରିକରିଥିବା ବେଳେ ୨୦ ତାରିଖ ପାଇଁ ୮ ଟି ୟେଲୋ ୱାର୍ଣିଁ ସତର୍କତା ଜାରିକରିଛି ପାଣିପାଗ ବିଭାଗ।ଏଥି ଯୋଗୁ ଆଗକୁ ରାଜ୍ୟ ରେ ଦିନ ର ତାପମାତ୍ରା ଆହୁରି କମିବ ବୋଲି ସମ୍ଭାବନା ଅଛି।ଅନ୍ୟ ଏକ ସୂଚନା ଅନୁଯାୟୀ ୩-୪ ଟି ଜିଲ୍ଲା ରେ ତାପମାତ୍ରା ୩° ରୁ ୪° ବଢିବାର ମଧ୍ୟ ଆଶଙ୍କା କରାଯାଉଛି।ଏବେ ମଧ୍ୟ ରାଜ୍ୟ ର ଅନେକ ସ୍ଥାନ ରେ ଆସହ୍ୟ ଗରମ ଅନୁଭୂତ ହେଉଛି।

ତେବେ ଏହି ସବୁ ସ୍ଥାନ ରେ ଦିନ ର ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ଦ୍ଵାରା ଅସହ୍ୟ ତାତି ଅନୁଭୂତ ହେବ ବୋଲି ଆକଳନ କରୁଛି ପାଣିପାଗ ବିଭାଗ।ତେବେ ଗତ କାଲି ୫ ଟି ଜିଲ୍ଲା ୪୦° ଉପରେ ରହିଥିଲା। ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ ଗତ କାଲି ଯୋଉ gଘୂର୍ଣ୍ଣିବଳୟ ରହିଥିଲା ଆଜି ତାହା ଝାଡ଼ଖଣ୍ଡ ଠାରୁ ସମୁଦ୍ର ପତ୍ତନ ର ୦.୯ କିମି ରେ ରହିଛି। ଯାହା ଫଳରେ ଓଡିଶା ର ଉପକୂଳବର୍ତ୍ତି ତଥା ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକ ରେ କାଳ ବୈଶାଖୀ ଜନିତ ବର୍ଷା ଦେଖାଯିବ।

ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶା ର ଅନେକ ଜିଲ୍ଲା ରେ କାଳ ବୈଶାଖୀ ଜନିତ ବର୍ଷା ହେବା ବୋଲି ଆକଳନ କରିଛନ୍ତି। ଏହା ସହିତ କିଛି ଜିଲ୍ଲା ରେ ତାତି ମଧ୍ୟ ବଢିବା ।୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ରେ ଏହିପରି ସ୍ଥିତି ଦେଖାଯିବ ।ତେବେ ୨୨ତାରିଖ ପର ଠୁ ତାପମାତ୍ରା ଯଥେଷ୍ଟ ବଢିବାର ସମ୍ଭାବନା ରହିଛି।ଏହା ସହିତ କାଳ ବୈଶାଖୀ ର ସମ୍ଭାବନା କମିବ । ତେବେ ପାଣିପାଗ ସମ୍ବନ୍ଧ ରେ ଅଧିକ ତଥ୍ୟ ଜାଣିବା ପାଇଁ ଆମ ସହିତ ଯୋଡି ରୁହନ୍ତୁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଇଂଜିନିୟର ଚାକିରି ଛାଡି ଗାଁକୁ ଆସି ଏମିତି କଲେ , ଏବେ ହୋଇଗଲେ ଲକ୍ଷପତି

ଇଂଜିନିୟର ଯୁବକଙ୍କୁ ଦାମୀ ଇଞ୍ଜିନିୟରିଂ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଆଜି ସେ ଇଂଜିନିୟର ଚାକିରି ଛାଡି …

Leave a Reply

Your email address will not be published. Required fields are marked *