Breaking News

ପ୍ରଥମ ଥର ଦେଖନ୍ତୁ, ଓଡିଆ ଧାରାବାହିକ ସିନ୍ଦୁରର ଅଧିକାରରେ ଅଭିନୟ କରୁଥିବା ପୂର୍ବଙ୍କ ପରିବାର,

ଆପଣ ତ ସିନ୍ଦୂର ର ଅଧିକାର ଅଭିନୟ କରୁଥିବା ପୂର୍ବି କୁ ତ ନିଶ୍ଚୟ ଜାଣିଥିବ ଏବଂ ସିଏ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ତା ପରେବି ଲୋକ ମାନେ ପୂର୍ବି ଙ୍କ ଅଭିନୟ କୁ ବହୁତ୍ ପସନ୍ଦ କରୁଛନ୍ତି । ଲୋକ ମାନଙ୍କ ମନରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ସାରିଲେଣି ପୂର୍ବି ।

ତେବେ ପୁର୍ବି ବଡ଼ ହୋଇଗଲେଣି, ବଡ଼ ପୂର୍ବି ଭାବେ ଅଭିନୟ କରୁଛନ୍ତି ତରଙ୍ଗ ଟିଭି ରେ । ତେବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିନ୍ଦୂର ର ଅଧିକାର ପୂର୍ବି ଙ୍କ ପରିବାରେ କିଏ କିଏ ଅଛନ୍ତି ଏବଂ ପୂର୍ବି କେଉଁଠି ରହୁଛନ୍ତି । ଆସନ୍ତୁ ଜାଣିବା ପୂର୍ବି ଙ୍କ ବିଷୟରେ ଓ ତାଙ୍କ ପରିବାର ବିଷୟରେ। ।

ଆପଣଙ୍କର ପ୍ରିୟ ଅଭିନେତ୍ରୀ ପୂର୍ବି ଙ୍କ ର ପ୍ରକୃତ ନାମ କଣ ଜାଣିଛନ୍ତି ତାଙ୍କର ପ୍ରକୃତ ନାମ ହେଉଛି ସୁଚରିତା । ସିଏ ବୁଭେନେଶ୍ୱରେ ରହୁଛନ୍ତି ଏବଂ ପ୍ରକୃତ ଘର ହେଉଛି ବ୍ରହ୍ମପୁର । ଏବଂ ସେ ବ୍ରହ୍ମପୁର ରୁ ସିଏ ନିଜର ପାଠ ପଢା ଆରମ୍ଭ କରିଥିଲେ ଆଉ ନିଜର ପାଠ ପଢା ଜାରି ରଖିବା ସହିତ ଅଭିନୟ ରେ ମଧ୍ୟ ଜାରି ରଖିଛନ୍ତି ନିଜର କ୍ୟାରିୟର ।

ଏବଂ ଏହା ସହିତ ପୂର୍ବି ମଡେଲିଙ୍ଗି ବ୍ଲଗର ଭାବରେ ପରିଚିତ, ସେ ଖୁବ ସୁନ୍ଦର ଅଭିନୟ କରିବା ସହ ମଡଲିଙ୍ଗି କରନ୍ତି ମଡଲିଙ୍ଗି କ୍ଷେତ୍ର ରେ ମଧ୍ୟ ଦକ୍ଷତା ରହିଛି । ପୂର୍ବି ପ୍ରଥମ ଥର ପାଇଁ ସିନ୍ଦୂର ଅଧିକାର ଧାର ବାହିକ ରେ ଦେଖିଥିବେ ଏବଂ ଖୁବ୍ ସୁନ୍ଦର ଭାବରେ ଅଭିନୟ କରୁଛନ୍ତି ।

ଲୋକ ମାନେ ତାଙ୍କର ଅଭିନୟ କୁ ଖୁବ୍ ଭଲ ପାଇବା ଦେଇଛନ୍ତି । ଏବଂ ଆଗକୁ ମଧ୍ୟ ସେମିତି ତାଙ୍କୁ ଭଲ ପାଉଥାନ୍ତୁ । ପୂର୍ବି ଆଗକୁ ମଧ୍ୟ ଆହୁରି ଭଲ ଭଲ କ୍ୟାରେଟରେ ଅଭିନୟ କରି ଆପଣ ମାନଙ୍କ ନିକଟରେ ପ୍ଲେ କରିବେ । ପୂର୍ବି ଙ୍କ ଅଭିନୟ ଆପଣଙ୍କ ସିନ୍ଦୂର ଅଧିକାର ଧାରା ବାହିକରେ କେମିତି ଲାଗୁଚି? ନିଶ୍ଚୟ ଆପଣମାନଙ୍କୁ ତାଙ୍କର ଅଭିନୟ ଭଲ ଲାଗୁଥିବା, ତେବେ ତାଙ୍କ ପାଇଁ ଗୋଟିଏ ଲାଇକ କରନ୍ତୁ

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *