ଆପଣ ମାନେ ଜାଣିଥିବେ ଲକଡାଉନ ପୂର୍ବରୁ ସେଲିବ୍ରେଟି ମାନେ ବିବାହ ବନ୍ଧନରେ ବାନ୍ଧି ଏବ ପାଇଁ ଶପଥ ଗ୍ରହଣ କରିଥିଲେ । ମାନେ ନିର୍ବନ୍ଧ କିଛିଙ୍କ ର ସରିଥିବା ବେଳେ କିଛିଙ୍କ ନିର୍ବନ୍ଧ ବାକିଥିଲ । ଏବଂ ସେମାନେ ନିର୍ବନ୍ଧ କରିବା ପସ୍ତୁତ ଥିଲେ କୁ କିନ୍ତୁ ଏବେ ସେମାନଙ୍କ ଫୁଣି ଲକଡାଉନ ପାଇଁ ତାଙ୍କର ନିର୍ବନ୍ଧ ଘୁଂଚେଇ ଦେଇଥିଲେ ଏହି ଲକଡାଉନ ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ବି ହେବେ ଏବଂ ନିର୍ବନ୍ଧ ହେବା ପରେ ଦୁହେଁ ଦୁହିଁ କୁ ବିବାହ କରିବେ ।
ଆସନ୍ତୁ ଜାଣିବା କିଛି ଏମିତି ସେଲିବ୍ରେଟି ମାନଙ୍କୁ ଯେଉଁ ମାନେ ବିବାହ ବନ୍ଧନରେ ହେବେ । ପ୍ରଥମେ ଆସୁଛନ୍ତି ରାଜେଶ୍ ଏବଂ ଶ୍ରାଦ୍ଧ ଦୁଇ ଜଣଙ୍କ ଯୋଡ଼ି ରୀଏଲେ ଲାଇଫିରେ ପରିଣତ ହେଇ ଗଲା । ପ୍ରଥମ ଥର ପାଇଁ ରୀଏଲେ ଲାଇଫିରେ ଏବଂ ତା ପରେ ପରେ ନିର୍ବନ୍ଧ ଏପ୍ରିଲ୍ ୪ ତାରିଖ ରେ ବିବାହ ହୋଇଥାନ୍ତା ।
କିନ୍ତୁ ଲକଡାଉନ ପରେ ସେ ଲକଡାଉନ ପରେ ବିବାହ କରିବେ ବୋଲି ନିଷ୍ପତି ନେଇଥିଲେ । ଏବଂ ଦୁଇଜଣ ଏକାଠି ରହୁଛନ୍ତି ବୋଲି ସୂଚନା ମିଳିଛି ଲକଡାଉନ ପରେ ବିବାହ ବନ୍ଧନର ବାନ୍ଧି ହେବେ ।
ଏବଂ ଏହା ପରେ ପରେ ଆସୁଛନ୍ତି ଓଡ଼ିଶା କୁ ନେଇ ଇଣ୍ଟର ନାସନାଲ୍ ପରିଚିତ କରିଥିବା ସମସ୍ତଙ୍କ ର ପ୍ରିୟ ପକୃତି ମିଶ୍ର । ସେ ରତୁନୁ ଙ୍କୁ ପ୍ରେମ କରନ୍ତି ରତୁଣୁ ଜଣେ ବିଯିନେସେ ମ୍ୟାନ ତାଙ୍କର ମଧ୍ୟ ନିର୍ବନ୍ଧ ସରିଯାଇଛି ବୋଲି ଶୁଣିବାକୁ ମିଳିଛି ଏବଂ ୨୦୨୦ ଲକଡାଉନ ପରେ ସିଏ ବିବାହ ବନ୍ଧନରେ ବାନ୍ଧି ହେବେ ।
ଏହା ପରେ ପରେ ଆସୁଛନ୍ତି ସମସ୍ତ ଙ୍କ ର ପ୍ରିୟା ତୁ ମୋ ଜୀବନ ସାଥୀ ଧାରାବାହିକ ରେ ରିଏଲେ ପାଟନର ଅମର ଏବଂ ଯେଶୀ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଏହି ଲକଡାଉନ ପରେ ବୋଲି ସୂଚନା ମିଳିଛି । ଏହା କେତେ ଦୂର୍ ସତ୍ୟ ଏହା ଜଣାପଡିନି । କାହିଁକି ନା ଦୁଇଜଣ ଙ୍କ ନିର୍ବନ୍ଧ ହୋଇନୀ ବୋଲି ସୂଚନା ମିଳିଛି ।
ଏହା ପରେ ଆସୁଛନ୍ତି ସାପିଲ୍ ଏବଂ ସବିତା ଏକ ଧାରାବାହିକ ରୁ ପ୍ରେମ ଆରମ୍ଭ ହୋଇଥିଲା ଏବଂ ଦୁଇଜଣ ଙ୍କ ପ୍ରେମ ବିବାହ ରେ ପରିଣତ ହେବା କୁ ଯାଉଛି । ନିକଟରେ ସାପିଲ୍ ଙ୍କ ପରିବାର ସବିତାଙ୍କ ପରିବାର ସହ ମିଶି ଥିଲେ ଏଥିରୁ ଜଣା ପଡୁଛୁ ଯେ ଦୁଇଜଣ ଏହି ଲକଡାଉନ ପରେ ପରେ ବିବାହ ବନ୍ଧନର ବାନ୍ଧି ହେବେ ।
ଏହା ପରେ ପରେ ଆସୁଛନ୍ତି ଆଙ୍କର୍ ଯୋଡ଼ି ଆପଣ ଅଶ୍ଵିନୀ ଏବଂ ପ୍ରେରଣା କୁ ଆପଣ ଜାଣିଥିବେ ଅଶ୍ଵିନୀ ଆଙ୍କର୍ ଜଗତ ରେ ବାଦଶାହା କହିଲେ କିଛି କମ୍ ହେବ ନାହିଁ । ଅପ୍ସିନ୍ ଏବଂ ପେରଣା ଦୁଇଜଣ ବହୁତ୍ ଦିନ ହେଲେ ପ୍ରେମ ସମ୍ପର୍କରେ ଅଛନ୍ତି । ଶୁଣିବାକୁ ମିଳିଛି ଲକଡାଉନ ପରେ ଏହି ଯୋଡି ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେବେ ।
ଏହା ପରେ ପରେ ଆସୁଛନ୍ତି ପ୍ରଥମ ଥର ପାଇଁ ମୋ ଜେଜେମା ଧାରାବାହିକ ଏକାଠି ହୋଇଥିବା ଜ୍ୟାକ ଲିନ୍ ଓ ଅର୍ପଣ ଦୁଇଜଣ ପ୍ରେମ ଶୁଣିବାକୁ ମିଳିଛି ଏବଂ ସେଇଠୁ ହୋଇଥିଲା ଏବଂ ବହୁ ଦିନ ଧରି ପ୍ରେମ ରେ ରହିଲା ପରେ ଏହି ଦୁଇଜଣ ବିବାହ ଏବେ ବନ୍ଧନରେ ବାନ୍ଧି ହୋଇଥାନ୍ତେ । କିନ୍ତୁ ଲକଡାଉନ ସବୁ ଅସୁବିଧା କରିଦେଲା । ଲକଡାଉନ ପରେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳିଛି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ