Breaking News

ଜାଣନ୍ତୁ ଓଡ଼ିଆ ହିରୋଇନ ମାନଙ୍କ ଶିକ୍ଷାଗତ ଯୋଗ୍ୟତା, କଣ ସତରେ ଅର୍ଚିତା ମାଟ୍ରିକ ଫେଲ ?

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ର ସମସ୍ତ ହିରୋଇନ ମାନଙ୍କୁ ।ଓଲିଉଡ ଜଗତରେ ବହୁତ ହିରୋଇନ ଅଛନ୍ତି ବହୁତ ଭଲ ଅଭିନୟ ବି କରୁଛନ୍ତି ।ତେବେ ଆପଣ ମାନେ କଣ ଜଣିଛନ୍ତି କି ସେହି ହିରୋଇନ ମାନେ କେତେ ପାଠ ପଢ଼ିଛନ୍ତି ।ଆଜି ଆମେ ଆପଣ ମାନଙ୍କୁ କହିବୁ କେଉଁ ହିରୋଇନ କେତେ ପାଠ ପଢ଼ିଛନ୍ତି।ତେବେ ଡେରି ନ କରି ଆସନ୍ତୁ ଜାଣିବା।


ଭୂମିକା ଦାସ ଙ୍କୁ ସମସ୍ତେ ଜାଣିଥିବେ ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ବହୁତ କମ ବୟସରେ ସେ ବହୁତ ସଫଳତା ହାସଲ କରିପାରିଛନ୍ତି ଆସନ୍ତୁ ଜାଣିବା ଭୂମିକା ଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ଏବଂ ସେ କୋଉଠି ପଢୁଥିଲେ।ଭୂମିକା ଦାସ ଏବେ +2 ସାଇନ୍ସ ପଢୁଛନ୍ତି ସେ DAV ପବ୍ଲିକ ସ୍କୁଲ ରେ ଭୁବନେଶ୍ୱର ରେ ପାଠ ପଢୁଥିଲେ।


ଆପଣଙ୍ ମନେ ଜାଣିଥିବେ ଜଣେ ବଙ୍ଗାଳି ଅଭିନେତ୍ରୀ ହେଉଛନ୍ତି ଝିଲିକ ଝିଲିକ ବହୁତ ସୁନ୍ଦର ଅଭନୟ କରନ୍ତି ତେବେ ଅସନ୍ତୁ ଜାଣିବା ଝିଲିକ ଭଟଚାର୍ଯ୍ୟ ଙ୍କର ଶିକ୍ଷାଗତ ଯୋଗ୍ୟତା ।ଝିଲିକ ଇଂରାଜୀ ଅନର୍ସ ରେ ଗ୍ରାଜୁଏସନ କରିଛନ୍ତି।


ଆମେମାନେ ସମସ୍ତେ ଜାଣିଛେ ପ୍ରକୃତି ମିଶ୍ର ଙ୍କୁ ସେ ଅନେକ ଓଡ଼ିଆ ଫଲ୍ମ ରେ କାମ କରିବା ସହିତ ବଲିଉଡ ରେ ଅନେକ ସିରିଏଲ କାମ କରି ଥିବା ବେଳେ ତାଙ୍କର ଶିକ୍ଷାଗତ ଯୋଗ୍ୟତାହେଲା ସ୍କୁଲ ର କଥା କହିବା ଭେଙ୍କେଟେଶ୍ୱର ଇଂରାଜୀ ମିଡିୟମ୍ ଭୂବନେଶ୍ୱର ରେ ପଢୁଥିଲେ।ପରେ ରମାଦେବୀ କଲେଜ ରେ କମର୍ସ ରେ ଡିଗ୍ରୀ ହାସଲ କରିଥିଲେ।


ଆପଣ ମାନେ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ସୁନ୍ଦର ଅଭିନୟ ପାଇଁ ଘରେ ଘରେ ସେ ପରିଚିତ ଆସନ୍ତୁ ଜାଣିବା ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଶିକ୍ଷାଗତ ଯୋଗ୍ୟତା ବିଷୟରେ । ବର୍ଷା ଗ୍ରାଜୁଏସନ ପାସ କରିଛନ୍ତି ବର୍ଷା କଟକ ର ଏକ ଘରୋଇ ସ୍କୁଲ ରେ ପାଠ ପଢା ଆରମ୍ଭ କରିଥିଲେ।


ଆମେ ସମସ୍ତେ ଏଲିନା ସାମନ୍ତରାୟ ଜାଣିଛେ ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ସାରା ଓଡ଼ିଶାରେ ନାମ କମେଇ ପାରିଛନ୍ତି ସେ ବହୁତ କମ ବୟସରେ ସେ ସଫଳତା ହାସଲ କରି ପାରିଛନ୍ତି ଆସନ୍ତୁ ଜାଣିବା ଏଲିନା ସାମନ୍ତରାୟ ଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ ।ଏଲିନା ଏମେ ପାସ କରିଛନ୍ତି

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Breaking news – ଆଜିର ଦୁଃଖ ଖବର ଚଳଚ୍ଚିତ୍ର ଏବଂ ସିରିଏଲର ଲୋକପ୍ରିୟ ହିରୋଇନ`ଙ୍କ ମୃତ୍ୟରେ ଖେଳିଗଲା ଶୋକର ଛାୟା, ସବୁଆଡେ ସୁଖର ଲହରୀ ଖେଳିଯାଇଛି….

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ସମୟରେ ବଡ଼ ବୁଖା ଦାୟକ ଖବର ଆସିଛି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ଅଭିନୟରେ ଅନେକ କଳାକାର …

Leave a Reply

Your email address will not be published.