Breaking News

ନୂଆବର୍ଷ ରେ Ollywood ଷ୍ଟାର ଅଭିନେତା ସ୍ଵରାଜ ବାରିକ (Swaraj Barik) ଙ୍କ ଆଖିରେ ଲୁହ ତାଙ୍କ ସହ ଘଟିଲା ଏମିତି କିଛି ..

ଓଲିଉଡ ଷ୍ଟାର ସ୍ୱରାଜ ବାରିକ ଙ୍କ ଆଖିରେ ଲୁହ।ସବୁବେଳେ ହସ ହସ ମୁ ମୁହଁ ରେ କଥା କହୁଥିବା ଓଲିଉଡ ଅଭିନେତା ସ୍ୱରାଜ ଙ୍କ ଆଖିରୁ ଲୁହ ଝରିଛି ନୂଆ ବର୍ଷ ରେ ।ସ୍ୱରାଜ ଙ୍କ ଲୁହ ଆସିଛି ସତ କିନ୍ତୁ ଏ ଲୁହ ଦୁଃଖ ର ନୁହେଁ ବରଂ ସୁଖର ଲୁହ।ତେବେ କଣ ଏହି ସୁଖ ବା ଖୁସି ର ଲୁହ ଆସନ୍ତୁ ଜାଣିବା।


ନୂଆବର୍ଷ ଉପଲକ୍ଷେ ସ୍ୱରାଜ ନିଜ ଗାଁ ବାରିପଦାର ପୋଡ଼ା ଅସ୍ତିଆରେ ତାଙ୍କ ସାଙ୍ଗ ଓ ଗଣେଶ କ୍ଲବ କୁ ନେଇ ଏକ ଭୋଜିର ଆୟୋଜନ କରିଥିଲେ।ଆଉ ସେହି ଭୋଜି ବା ଛୋଟ ପାର୍ଟି ଟିକୁ ସଫଳ କରିବା ପାଇଁ ସେ ନିଜେ ସବୁ କାମ କରିଥିଲେ ।ସେ ପରିବା କଟିଲା ବେଳେ ପ୍ରାୟ 15 କେଜି ପିଆଜ କାଟିଥିଲେ ସେହି ପିଆଜ କାଟିବା ଦ୍ୱାରା ସ୍ୱରାଜ ଙ୍କ ଆଖିରେ ଲୁହ ଆସିଯାଇଥିଲା।


ସ୍ୱରାଜ ପିଲାଦିନରୁ ତାଙ୍କ ଗାଁ ପିଲାଙ୍କୁ ନେଇ ଗୋଟିଏ କ୍ଲବ ଗଠନ କରିଥିଲେ ।ସେହି କ୍ଲବ ର ନାମ ହେଲା ଗଣେଶ କ୍ଲବ।ସେ ଦୀର୍ଘ ପାଞ୍ଚ ବର୍ଷ ଧରି ଭୋଜି କରିବେ କରିବେ ବୋଲି କରିପାରୁନଥିଲେ କାରଣ ସ୍ୱରାଜ ନିଜ ଫିଲ୍ମି ସୁଟିଙ୍ଗ ଓ କିଛି କାର୍ଯ୍ୟ ଏବଂ ତାଙ୍କର ପାଠପଢା ରେ ବ୍ୟସ୍ତ ରହୁଥିଲେ ସେ ସେଥିପାଇଁ ସମୟ ପାଉନଥିଲେ।

ସ୍ୱରାଜ ଏହି ନୂଆବର୍ଷ ରେ ସମୟ ପାଇଁ ତାଙ୍କ ପିଲାଦିନର ସାଙ୍ଗ ସାଥୀ ଙ୍କ ସହ ଭୋଜି କରୁଥିବାରୁ ବହୁତ ଖୁସି ଥିବା କହିଛନ୍ତି।
ଆପଣ ମାନେ ଜଣିଛନ୍ତି କି ସ୍ୱରାଜ ଙ୍କୁ ତାଙ୍କ ସାଙ୍ଗ ମାନେ କଣ ଡାକନ୍ତି ଆସନ୍ତୁ ଜାଣିବା।ସ୍ୱରାଜ ଙ୍କୁ ତାଙ୍କ ସାଙ୍ଗମାନେ ଜିମୁଲ ନାମରେ ଡାକନ୍ତି।ନୂଆବର୍ଷ ରେ ତାଙ୍କର ଅନେକ ସାଙ୍ଗ ମାନେ ସାମିଲ ହୋଇଥିଲେ ।

ସମସ୍ତେ ଭିନ୍ନ ଭିନ୍ନ କାମ କରୁଥିଲେ ଏବଂ ସ୍ୱରାଜ ଙ୍କୁ ପିଆଜ କାଟିବାକୁ ଧରେଇ ଦେଇଥିଲେ। ପିଆଜ କାଟି କାଟି ସ୍ୱରାଜ ଙ୍କ ଆଖିରେ ଲୁହ ଆସିଯାଇଥିଲା। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *