ନମସ୍କାର ବନ୍ଧୁଗଣ ବର୍ତମାନ ସମୟରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଓଡ଼ିଆ ହିରୋଇନି ପୁନମ ମିଶ୍ର ଫ୍ରେଣ୍ଡ ସେ ଆପଣ ମାନେ ପୁନମକୁ ବେଶେ ଭଲ ଭାବରେ ଜାଣିଥିବେ ଦୀର୍ଘ ଦିନ ଧରି ହେବ ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ କାମ କରୁଥିଲେ ପ୍ରଥମେ ସେ ଆଲବମ ଜଗତ ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ ଆଉ ଏହା ପରେ ସେ ବୋହୁ ସାରା ସିନେମାରେ ଅଭିନୟ କରିଛନ୍ତି |
ବର୍ତମାନ ସମୟରେ ପୁନମ କୁ 29 ବର୍ଷ ହୋଇସାରିଛି କିନ୍ତୁ ବର୍ତମାନେ ସେ ହସ୍ପିଟାଲରେ ଅଛନ୍ତି ତାହାର ଅସଲ କାରଣ ଜଣାନ୍ତୁ | ଫ୍ରେଣ୍ଡସେ ବର୍ତମାନ ସମୟରେ ପୁନମ ମିଶ୍ର ଗୋଟେ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି ଆଉ ଏହି ସେଣମର ସୁଟିଙ୍ଗ ବିଭିନ୍ନ ସ୍ଥାନରେ ଚାଲୁଥିବାର ନଜର ଆସିଛି |
ଆଉ ଏଥିରେ ହିରୋ ଭାବରେ ସୁବାସିସ ଶର୍ମା କୁ ଆପଣ ମାନେ ସମୟରେ ଦେଖିବାକୁ ପାଇବେ ଆଉ ଏହା ସହିତ ଶ୍ରୀତମ ମଧ୍ୟ ଅଭିନୟ କରୁଛନ୍ତି ଏହି ଗିଲମ ର ସୁଟିଙ୍ଗ ସେଟରେ ପୁନମକୁ ଆଘାତ ଲାଗିଯାଇଛି ସେଥିପାଇଁ ସେ ହସ୍ପିଟାଲରେ କୁ ଯାଇଛନ୍ତି ଆପଣ ମାନେ ଦେଖି ପାରୁଥିବେ ପୁନମଙ୍କର ଦେହ ଅସୁସ୍ଥ ହୋଇଛି ସେ ହସ୍ପିଟାଲରେ ଆଡିମିଶନ ହୋଇଛନ୍ତି |
ଆଗାମୀ ଦଶହରାରେ ଏହି ଫିଲ୍ମଟି ଆସିବାକୁ ଯାଉଛି ତ ଫ୍ରେଣ୍ଡସେ ଆପଣ ମାନେ ବହୁ ସାରା ସିନେମା ତ ନିଶ୍ଚୟ ଭାବରେ ଦେଖିଥିବେ ତାହାଲେ ପରେ ପୁନମ ମିଶ୍ର କେମିତି ଲାଗନ୍ତି ତାଙ୍କ ଅଭିନୟ ଆପଣ ମାନକୁ କେମିତି ଲାଗେ ଆମକୁ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ |
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …