Breaking News

Mousa ନେଇ ଫେରାର ହୋଇଗଲା Jhiari କୁ, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଯାହା ହେଲା ଆପଣ ଦେଖିଲେ…

ଛି ଛି ଘୋର କଳିଯୁଗ ମଉସା ପାପ ସମ୍ପର୍କର ରଖି ନିଜ ଝିଆରୀ ସହିତ ବାନ୍ଧିଗ୍ଣ ସୂଚନା ଅନୁଯାଇ କେନ୍ଦ୍ରପଡ଼ା ଅଞ୍ଚଳରେ ଏଭଳି ଏକ ଲଜ୍ୟା ଜଣକ ଘଟଣା ଶୁଣିବାକୁ ମିଳିଛି ଯାହା ଆପଣ ମଦ୍ୟ କେବେ ଚିନ୍ତା କରି ନଥିବେ ଆସନ୍ତୁ ଜାଣିନେବେ ସମ୍ପୂର୍ଣ ବିବରଣୀ ସୁମନ ନାମକ ପିଲା ଦୀର୍ଘ 11 ବର୍ଷ ଠାରେ ଝୁନୁ ବୋଲି ଗୋଟେ ଝିଅକୁ ଆସିଲା ପରେ ଗାଁ ଲୋକ ପଚାରିଲେ ଝିଅଟି କିଏ ସେତେବେଳେ ସଁ କହିଲେ ଏଇ ଝିଅକୁ ମୁଁ ଭଲ ପାଇଛି ଓ ତାଙ୍କୁ ଆଣିଛି ଓ ତାଙ୍କୁ ବିବାହ କରିବାକୁ ଚାହେଁ |

Back view of a couple silhouette hugging and watching sun on the beach
ଏହା ପରେ ସୁମନର ବାପା ଇ ଗାଁ ଲୋକ ନେଇ ବିବାହ କରାଇଲେ ବିବାହ ପରେ ଦେହେଁ ଦୁଇ ବର୍ଷ ଭଲରେ ଚଳାଇ ଥିଲେ ଏହା ପର ଠାରୁ ଉଭୟଙ୍କ ମଧ୍ୟରେ କଲି ଆରମ୍ଭ ହେଲା ଏହା ପରେ ଆଜିକୁ ପ୍ରୟ 3,4 ମାସ ହେବ କୋମ୍ପୁଟର ସେଣ୍ଟରରେ ଜନସେବା କେନ୍ଦ୍ର ଅଛି ସେ କୋମ୍ପୁଟର କାମ କରିବାକୁ ସୁମନ ଶାଳୀର ଭାଣିଜୀକୁ ଆଣି ରଖିଲେ ଏହା ପରେ ସେହି ଝିଅ ସହିତ ପ୍ରେମ ସମ୍ପର୍କ ଗଢି ଉଠିଲା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଗୋଂଦ ଗୋଲ ଆରମ୍ଭ ହେଲା ଏହା ପରେ ସୁମନ ଙ୍କ ସ୍ତ୍ରୀ ଝୁନୁ ସେହି ଝିଅକୁ ନେଇ କେନ୍ଦ୍ରାପଡା ତାଙ୍କ ଘରେ ଚଡି ଆସିଛନ୍ତି |

ଆସିଲା ପରେ ଦୁଇ ଦିନ ପେର ଝୁନୁ ଗାଁ ଲୋକ କହିଲେ ସେହି ଝିଅ ମୋ ସ୍ୱମୀ ଜୟନ୍ତ ନାୟକ ଙ୍କୁ ନେଇ ମୋ ସ୍ୱାମୀ ଫେରାର ହୋଇଯାଇଛନ୍ତି ଜଣ ସେବା କେନ୍ଦ୍ରରେ ଝୁନୁଙ୍କର ବଡ଼ ଝିଅ ଆସି ରହିଥିଲା ମାତ୍ର ଝିଆରୀ ସେଠାରେ ମାସେ ରହିବ ପରେ ମଉସା ଓ ଝିଆରୀ ଙ୍କ ମଧ୍ୟରେ ଗାଡି ଉଠିଥିଲା ପ୍ରେମ ସମ୍ପର୍କ ଜଣନ୍କ ଅନୁପସ୍ଥିରେ ଝିଆରୀ ମଉସା ସହିତ ଲୁଚା ଛପା ପ୍ରେମ କରୁଥିଲା ଏହାକୁ ଜାଣି ପରି ଝୁନୁ ଝିଆରୀ ଙ୍କୁ ଟଙ୍କା ଘରେ ଛାଡି ଆସିଥଲେ ମଉସା କିନ୍ତୁ ଝିଆରୀକୁ ଝୁରୁ ଥିଲେ ଏବଂ ବିଭିନ୍ନ ଅଦା ଦେଖାଇ ଝିଆରୀକୁ ଦେଖା କରିବାକୁ ତାଙ୍କ ଘରକୁ ଯାଉଥିଲେ ଏହାପରେ ଝିଆରୀକୁ ନେଇ ମଉସା କୁଆଡେ ଫେରାର ମଧ୍ୟ ହୋଇଯାଇଥିଲେ |

ଏନେଇ ଝୁନୁ ଥାନାରେ ସ୍ୱାମୀଙ୍କ ନାଁ ରେ ଥାନାରେ ଅଭିଯୋଗ କରିଥିଲେ ପୋଲିସ ମଧ୍ୟ ସ୍ୱାମୀ ଙ୍କୁ ବାନ୍ଧି ଜେଲେରେ ରଖିଥିଲା ଏବଂ କିଛି ଦ୍ଦିନ ପରେ ସ୍ୱାମୀ ଜେଲରୁ ଘରକୁ ଫେରିଥିଲେ ମାତ୍ର ବର୍ତମାନ ଶୁଣିବାକୁ ମିଳୁଛି ଉଭୟ ମଉସା ଝିଆରୀ ବିବାହ କରି ସାରିଛନ୍ତି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.