Breaking News

ଠାକୁର ଘରେ ରଖି ଦିଅନ୍ତୁ ଏହି ୮ଟି ଦିନିଷ, କେବେବି ଆପଣଙ୍କ ଘରେ ଧନର ଅଭାବ ହେବ ନାହିଁ…

ଦର୍ଶକବନ୍ଧୁ ଆମେ ମାନେ ସାଧାରଣତଃ ଠାକୁର ପ୍ରତେକଦିନ ପୂଜା କରିଥାନ୍ତି ଆମ ପୂର୍ବ ପୁରୁଷ ମାନେ ଯଜ୍ଞ ଦ୍ୱାରା ଭଗବାନଙ୍କୁ ଆରାଧନା କରୁଥିଲେ କିନ୍ତୁ ବର୍ତମାନ ଆମ୍ଭେ ମାନେ ସାଧାରଣତଃ ଆମ ଠାକୁର ଘରେ ବିଭିନ୍ନ ପ୍ରକାରର ମୂର୍ତି କିମ୍ଭା ଫୋଟ ରଖି ପୂଜା କରୁଛନ୍ତି | ଦର୍ଶକବନ୍ଧୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଈଶାନ କୋଣରେ ଠାକୁର ଘର ରହିବ ଉଚିତି ଏହା ହେଉଛି ଭଗବାନ ଙ୍କ ସ୍ଥାନ ଏହା କରିବା ଦ୍ୱାରା ଘରକୁ ସୁଖ ଶମୄତି ଆସିଥାଏ | ଆଜି ଆମେ ଜାଣିବା କେଉଁ ୮ଟି ଦିନିଷ ଠାକୁର ଘରେ ରଖିବା ଦ୍ୱାରା ଘରେ ଧନ ସମାପ୍ତି ବା ସୁଖ ଶାନ୍ତି ବଢି ଥାଏ |

ପ୍ରଥମ ଦିନିଷ ହେଲା ପଞ୍ଚାଅମୃତ ଏହାର ଅର୍ଥ ହେଲା ପାଞ୍ଚ ପ୍ରକାରର ଅମୃତ ଏହା କ୍ଷୀର ଦହି ମହୁ ଘିଅ ଓ ମିଶ୍ରି ଏହି ସବୁ ଦନିଷା ଗୁଡିକର ମିଶ୍ରଣରୁ ପ୍ରସ୍ତୁତ ହୋଇଥାଏ ଏହି ପାଞ୍ଚ ଅମୃତରେ ରୋଗ ନିବାରଣ ଶକ୍ତି ରହିଥାଏ ଏହା ମଧୁ ପୁଷ୍ଟି କର ଅଟେ |

ଦ୍ୱତୀୟ ରେ ହେଲା ଚନ୍ଦନ | ଚନ୍ଦନ ଶାନ୍ତି ଓ ଶୀତଳତାର ପ୍ରତୀକ ଆହୋଇଥାଏ ଠାକୁର ଘରେ ଏହାକୁ ରଖିବା ଉଚିତି ଏହି ଚନ୍ଦନ ବାସନାରେ ମନର ନକାରାତ୍ମକ ଭାବନା ନଷ୍ଟ ହୋଇଥାଏ ଆଉ ମଧ୍ୟ ଚନ୍ଦନ ଟୀକା ଆମ୍ଭ ମନକୁ ସବୁବେଳେ ମଥାରେ ଲଗାଇବା ଉଚିତି |

ତୃତୀୟ ଦିନିଷ ହେଲା ଅରୁଆ ଚାଉଳ ଯେଉଁ ଚାଉଳ ଭାଙ୍ଗି ନଥିବ ଗୋଟା ଥିବ ଯାହାକୁ ଆମେ ଅକ୍ଷତ ବୋଲି କୁହନ୍ତି ଏହା ଆମ୍ଭ ମାନଙ୍କୁ ସମ୍ପୂର୍ଣ୍ଣତା ପ୍ରଦାନ କରଥାଏ ଏହି ଅରୁଆ ଚାଉଳ ଭଗବାନଙ୍କୁ ର୍ପନ କରିବା ବହୁତ ଶୁଭ ବୋଲି ମାନାଯାଏ |

ଚର୍ତୁଥ ଦିନିଷ ହେଲା ଫୁଲ | ଫୁଲ ହେଉଛି ସୁନ୍ଦର ତାର ପ୍ରତୀକ ଭଗବାନଙ୍କୁ ଫୁଳ ଅର୍ପଣ କରିବା ଦ୍ୱାରା ମନରେ ଖୁସି ଭାବ ସୁନ୍ଦରତା ଭାବ ଆସିଥାଏ |

ପଞ୍ଚମ ଦିନିଷ ହେଲା ମିଠା | ଭଗବାନଙ୍କୁ ମିଠା ଅର୍ପଣ କରିବା ଅର୍ଥ ହେଲା ଆମେ ଆମ ଜୀବନରେ ମଧୁରତା ଓ ଷୌମ୍ୟତା ପ୍ରାପ୍ତ କରିବା ପାଇଁ ଭଗବାନଙ୍କ ପାଖରେ ୱେଇଛ ପ୍ରକାଶ କରିବା |

ଷଷ୍ଠ ଦିନିଷ ହେଲା ଦୀପ | ଭଗବାନଙ୍କ ପାଖରେ ଦୀପ ଜାଳିବାର ଅର୍ଥ ଆମେ ଆମ ଜୀବନରେ ଅନ୍ଧକାର କୁ ଦୂର କରି ଆଲୋକ ପ୍ରକାଶିତ କରିବା ଭଗବାନଙ୍କ ପାଖରେ ପର୍ଥନା କରିବା |

ସପ୍ତମ ଦିନିଷ ହେଲା ସିନ୍ଦୁର | ସିନ୍ଦୁର ରଙ୍ଗର ପ୍ରତୀକ ଅଟେ ଏହା ଆମ ବେରଙ୍ଗ ଜୀବନରେ ରଙ୍ଗ ଓ ଭରିବା କାମ କଳରିଥାଏ |

ଅଷ୍ଟମ ଦିନିଷ ହେଲା ଘଣ୍ଟି ଯେଉଁ ଜାଗାରେ ନିୟମିତ ଭାବରେ ଘଣ୍ଟି ବଜେଇବାର ଆବାଜ ଆସେ ସେହି ସ୍ଥାନରେ ବାତାବରଣ ସବୁ ଠାରୁ ସୁଧ ଓ ପବିତ୍ର ବନି ରଖିଥାଏ ଏହା ଥିଲା ସେହି ୮ଟି ଦିନିଷ ଯାହାକୁ ଠାକୁର ଘରେ ରଖିଲେ ଘରେ ଧନ ସମାପ୍ତି ଓ ସୁଖ ଶମୄତି ବୃଦ୍ଧି ହୋଇଥାଏ |

About odisha news

Check Also

ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…

ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …

Leave a Reply

Your email address will not be published.