ଦର୍ଶକବନ୍ଧୁ ରୁଷ ଆଉ ୟୁକ୍ରେନ ଲଢେଇ ଭିତରେ ପ୍ରଧାନ ମନ୍ତ୍ରୀ ଙ୍କର ଗୋଟେ ଫୋଟୋ ଭାଇରଲ ହବାରେ ଲାଗିଛି ଏହି ଫୋଟୋ ରେ ଆପଣମାନେ ଦେଖିପାରୁଥିବେ ନରେନ୍ଦ୍ର ମୋଦି ପୁତିନ ଙ୍କ ପଛରେ ଛିଡା ହୋଇଛନ୍ତି ଏହି ଫୋଟୋ ବର୍ଷ 2001 ର ଯେତେବେଳେ ଭାରତ ର ତତକାଳୀନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେ ଆଉ ରୁଷ ର ରାଷ୍ଟ୍ରପତି ପୁତିନ ଚେୟାର ରେ ବସିଛନ୍ତି |
ମିଟିଙ୍ଗ ଚାଲୁଥିଲା ଆଉ ପଛରେ ଛିଡା ହୋଇଥିଲେ ନରେନ୍ଦ୍ର ମୋଦି ସେତେବେଳେ ସେ ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ଥିଲେ ଦୁଇ ଦଶକ ତଳର ଏହି ଫୋଟୋ ସେହି ସମୟରେ ପୁତିନ କେବେ ଭାବିପାରିନଥିବେ ଯେ ତାଙ୍କ ପଛରେ ଯିଏ ଛିଡା ହୋଇଛି ସିଏ ଦିନ ଦୁନିଆର ଜଣେ ପ୍ରଭାବଶାଳୀ ନେତା ଭାବରେ ବାହାରିବେ |
ପିଏମ ମୋଦି ଆଉ ରୁଷ ର ରାଷ୍ଟ୍ରପତି ପୁତିନଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି ଆଉ ଏହି କଥା ପୁରା ଦୁନିଆ ଯାଇଛି ୟୁକ୍ରେନ ଉପରେ ହମଲା କରିବା ପରେ ପିଏମ ମୋଦି ପୁତିନ ଙ୍କୁ କଲ କରିଥିଲେ ଆଉ ସେ ଭାରତୀୟ ଛାତ୍ର ଙ୍କୁ ୟୁକ୍ରେନ ର ଅଲଗା ଅଲଗା ସହରରୁ ବାହାର କରିବାକୁ ନେଇ ଚର୍ଚ୍ଚା ମଧ୍ୟ କରିଥିଲେ |
ଭାରତ ଏହି ଯୁଦ୍ଧ ସମୟରେ ନିଜ ଦେଶ ବାସି ଙ୍କୁ ଭାରତକୁ ଫେରାଇ ଆଣିବାକୁ ଗୋଟେ ଅଭିଯାନ ଚଳାଇଥିଲା ଯାହାର ନାଁ ଦିଆଗଲା ଅପରେସନ ଗଙ୍ଗା ତେବେ ଦର୍ଶକବନ୍ଧୁ ଆପଣମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ଯେବେଠୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେବେଠାରୁ ସେ ମିଶନ ପରେ ମିଶନ ଜାରି ରଖିଛନ୍ତି |
ସେ ଭାରତ ର ପାୱାର କୁ ଏତେ ଆଗକୁ ନେଇ ଯାଇଛନ୍ତି କି ଏ କଥା ଏବେ ବିଶ୍ୱ ଦେଖୁଛି ଯେଉଁ କାରଣରୁ ଭାରତ କୁ ଆଜି ଏକ ପ୍ରଭାବଶାଳୀ ଦେଶ ଭାବେ ପୁରା ଦୁନିଆ ଦେଖୁଛି ତେବେ ବନ୍ଧୁଗଣ ଆପଣଙ୍କ ଏହାକୁ ନେଇ କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …