Breaking News

21 ବର୍ଷ ପୂର୍ବେ ପୁତିନ ପଛରେ ଛିଡା ହୋଇଥିଲେ ମୋଦି ଆଉ ଆଜି ଦେଖନ୍ତୁ ତାକତ ..

ଦର୍ଶକବନ୍ଧୁ ରୁଷ ଆଉ ୟୁକ୍ରେନ ଲଢେଇ ଭିତରେ ପ୍ରଧାନ ମନ୍ତ୍ରୀ ଙ୍କର ଗୋଟେ ଫୋଟୋ ଭାଇରଲ ହବାରେ ଲାଗିଛି ଏହି ଫୋଟୋ ରେ ଆପଣମାନେ ଦେଖିପାରୁଥିବେ ନରେନ୍ଦ୍ର ମୋଦି ପୁତିନ ଙ୍କ ପଛରେ ଛିଡା ହୋଇଛନ୍ତି ଏହି ଫୋଟୋ ବର୍ଷ 2001 ର ଯେତେବେଳେ ଭାରତ ର ତତକାଳୀନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେ ଆଉ ରୁଷ ର ରାଷ୍ଟ୍ରପତି ପୁତିନ ଚେୟାର ରେ ବସିଛନ୍ତି |

ମିଟିଙ୍ଗ ଚାଲୁଥିଲା ଆଉ ପଛରେ ଛିଡା ହୋଇଥିଲେ ନରେନ୍ଦ୍ର ମୋଦି ସେତେବେଳେ ସେ ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ଥିଲେ ଦୁଇ ଦଶକ ତଳର ଏହି ଫୋଟୋ ସେହି ସମୟରେ ପୁତିନ କେବେ ଭାବିପାରିନଥିବେ ଯେ ତାଙ୍କ ପଛରେ ଯିଏ ଛିଡା ହୋଇଛି ସିଏ ଦିନ ଦୁନିଆର ଜଣେ ପ୍ରଭାବଶାଳୀ ନେତା ଭାବରେ ବାହାରିବେ |

ପିଏମ ମୋଦି ଆଉ ରୁଷ ର ରାଷ୍ଟ୍ରପତି ପୁତିନଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି ଆଉ ଏହି କଥା ପୁରା ଦୁନିଆ ଯାଇଛି ୟୁକ୍ରେନ ଉପରେ ହମଲା କରିବା ପରେ ପିଏମ ମୋଦି ପୁତିନ ଙ୍କୁ କଲ କରିଥିଲେ ଆଉ ସେ ଭାରତୀୟ ଛାତ୍ର ଙ୍କୁ ୟୁକ୍ରେନ ର ଅଲଗା ଅଲଗା ସହରରୁ ବାହାର କରିବାକୁ ନେଇ ଚର୍ଚ୍ଚା ମଧ୍ୟ କରିଥିଲେ |

ଭାରତ ଏହି ଯୁଦ୍ଧ ସମୟରେ ନିଜ ଦେଶ ବାସି ଙ୍କୁ ଭାରତକୁ ଫେରାଇ ଆଣିବାକୁ ଗୋଟେ ଅଭିଯାନ ଚଳାଇଥିଲା ଯାହାର ନାଁ ଦିଆଗଲା ଅପରେସନ ଗଙ୍ଗା ତେବେ ଦର୍ଶକବନ୍ଧୁ ଆପଣମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ଯେବେଠୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେବେଠାରୁ ସେ ମିଶନ ପରେ ମିଶନ ଜାରି ରଖିଛନ୍ତି |

ସେ ଭାରତ ର ପାୱାର କୁ ଏତେ ଆଗକୁ ନେଇ ଯାଇଛନ୍ତି କି ଏ କଥା ଏବେ ବିଶ୍ୱ ଦେଖୁଛି ଯେଉଁ କାରଣରୁ ଭାରତ କୁ ଆଜି ଏକ ପ୍ରଭାବଶାଳୀ ଦେଶ ଭାବେ ପୁରା ଦୁନିଆ ଦେଖୁଛି ତେବେ ବନ୍ଧୁଗଣ ଆପଣଙ୍କ ଏହାକୁ ନେଇ କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.