Breaking News

ଆଜିର ରାଶିଫଳ : 20 ଏପ୍ରିଲି 2022 ବୁଧବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଜୀବନସାଥୀ ଖୁସିର କାରଣ ପ୍ରମାଣିତ ହେବେ | ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ| ଆଜି ଆପଣଙ୍କୁ ନିଜର ଜ୍ଞାନ ଓ ପ୍ରଭାବରେ ଉପଯୋଗ ସଂବେଦନଶୀଳ ଘରୋଇ ବିବାଦକୁ ହଳ କରିବା ପାଇଁ କରିବା ଉଚ୍ଛିତ | ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ | ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ |

ବୃଷ ରାଶି
କିଛି ଏମିତି ଘଟଣା ଆପଣଙ୍କ ଚିନ୍ତାର କାରଣ ବନି ପାରେ, ଯାହାକୁ ଅଦେଖା କରିବା ସମ୍ଭବ ନୁହେ | କିନ୍ତୁ ଆପଣ ନିଜକୁ ଶାନ୍ତ ରଖନ୍ତୁ ଓ ସ୍ଥିତିଠୁ ନିଜାତ ପାଇବା ପାଇଁ ଅତିଶୀଘ୍ର ପ୍ରତିକ୍ରିୟା ଦିଅନ୍ତୁ ନାହିଁ | ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି |ଯଦି ଆପଣ ଘରୁ ବାହାରେ ହଷ୍ଟେଲ ରେ ପଢ଼ିବା ପାଇଁ ରହୁଛନ୍ତି, ତେବେ ଏମିତି ଲୋକଙ୍କଠାରୁ ଦୂରରେ ରହିବା ଶିଖନ୍ତୁ ଯେଉଁମାନେ ଆପଣଙ୍କର ଅର୍ଥ ଓ ଧନ ନଷ୍ଟ କରିବେ |

ମିଥୁନ ରାଶି
ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ | ଆଜି କୌଣସି ନିକଟ ସମ୍ବନ୍ଧିୟଙ୍କ ସହାୟତାରେ ଆପଣଙ୍କୁ ଅର୍ଥଲାଭ ହୋଇପାରେ | କୌଣସି ବିବାଦ ସ୍ତୃଷ୍ଟି କରିବା ବିଷୟ ଉପରେ ଅଳଲୋଚନା କରନ୍ତୁ ନାହିଁ,ଯାହା କାରଣରୁ ଆପଣ ଓ ଆପଣଙ୍କ ପରିଜଣଙ୍କ ମଧ୍ୟରେ ଯୄକ୍ତି-ତର୍କ ହୋଇ ପାରେ | ଆପଣଙ୍କ ରହିବା ଏହି ଦୁନିୟାରେ ଆପଣଙ୍କ ପ୍ରିୟକୁ ଖୁସି ଦିଏ |

କର୍କଟ ରାଶି
ଖେଳ ଓ ଘର ବାହାରେ ହୋଉଥିବା କାମରେ ଭାଗନେବା ଆପଣଙ୍କ ପାଇଁ ଅତି ଉପକାରୀ ପ୍ରମାଣିତ ହେବ | ବହୁତ ଦିନରୁ ଅଟକିଥିବା ଧନ ଶେଷରେ ଆପଣଙ୍କୁ ମିଳିବ | ଆଜି ନିଜ ଜୀବନ ସାଥୀନ୍କ ସହିତ ବାହାରିକୁ ବୁଲିବାକୁ ଯାଆନ୍ତୁ| ତାହା ଦି ଜଣଂକ ମଧ୍ୟରେ ଅଧିକ ଭଲ ପାଇବା ଶୃଷ୍ଟି କରିବ | ଆପଣ ଆପଣଙ୍କ ପ୍ରିୟଙ୍କ ରୁଷ୍ଟ ହେବା ସତ୍ୱେ ନିଜର ପ୍ରେମ ବ୍ୟକ୍ତ କରିବେ |

ସିଂହ ରାଶି
ଆଜି ଆପଣ ବିଶ୍ରାମ ନେବା ଆବଶ୍ୟକ ଓ ନିଜର ଅନ୍ତରଂଗ ବଂଧୁ ଓ ପରିବାର ରେ ଖୁସି ପାଇବା ପାଇଁ ଚେଷ୍ଟା କରଂତୁ | ଆପଣଙ୍କ ଭାଇ ଭଉଣୀଙ୍କ ମଧ୍ୟରୁ କେହି ଆଜି ଆପଣଙ୍କୁ ଉଧାର ମାଗିପାରେ | ଆପଣ ତାଙ୍କୁ ଉଦ୍ଧାର ଦେଇ ତ ଦେବେ କିନ୍ତୁ ସେଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇପାରେ | ଯାତ୍ରା କରିବାର ଯଦି କିଛି ଯୋଜନା ଅଛି ତାହେଲେ ଶେଷ ସମୟରେ କିଛିଟା ପରିବର୍ତ୍ତନ ହୋଇପାରେ | ଲାଗୁଚି ଆଜି ନିଜର ଜୀବନ-ସାଥୀଙ୍କ ସହିତ ବହୁତ ଖର୍ଚ କରିବେ |

କନ୍ୟା ରାଶି
ନିଜର ପ୍ରକୃତ କ୍ଷମତାକୁ ଅନୁଭବ କରନ୍ତୁ କାରଣ ଆପଣଙ୍କ ପାଖରେ ବଳର ଅଭାବ ନାହିଁ କେବଳ ଇଚ୍ଛା ଶକ୍ତିର ଅଭାବ ଅଛି | ଯେଉଁମାନେ ଶେୟାର ମାର୍କେଟ ରେ ପଇସା ଲଗାନ୍ତି ସେମାନଙ୍କୁ ବେଶଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଆଜି ଆପଣଙ୍କର ପଇସା ବୁଡ଼ିଯିବାର ବହୁତ ସମ୍ଭାବନା ଅଛି | ଆପଣ ନିଜ ଜୀବନ-ସାଥୀଙ୍କ ସହିତ ପ୍ରେମ,ନିକଟବର୍ତୀ ଓ ସ୍ନେହ ଅନୁଭବ କରିବେ | ଜୀବନରେ ଗୋଟେ ନୂତନ ସୁଯୋଗ ଆସି ପାରେ, ଯାହା ପ୍ରେମ ଓ ଭଲ ପାଇବାକୁ ନୂତନ ଦିଶା ଦେଖେଇବ |

ତୁଳା ରାଶି
ଗର୍ଭବତୀ ମହିଳା ମାନଂକ ପାଇଁ ସାବଧାନ ରହିବା ଅତି ଆବଶ୍ୟକ | ଯେଉଁମାନେ କିଛି ଋଣ ନେଇଥିଲେ , ଆଜି ସେମାନଙ୍କୁ ଋଣ ସୁଝିବାରେ ଅସୁବିଧା ହୋଇପାରେ | ପିଲା ଓ ପରିବାର ଲୋକ ଦିନର କେନ୍ଦ୍ର-ବିନ୍ଦୁ ହୋଇ ରହିବେ | ଆପଣଙ୍କ ପ୍ରିୟଙ୍କ ଅଧିକ ଆଶା ଯୋଗୁ ପ୍ରେମ ସମ୍ପର୍କରେ ବାଧା ଆସିପାରେ | ଆଜି କେହି ଜଣେ ଆଧ୍ୟାତ୍ମିକ ନେତା କିମ୍ବା ଗୁରୁଜନୋଚିତ ଲୋକ ପରାମର୍ଶ ପ୍ରଦାନ କରି ପାରନ୍ତି |

ବିଛା ରାଶି
ଆଜି ଏମିତି କ୍ରିୟାରେ ସାମିଲ ହୁଅନ୍ତୁ ଯାହା ଆପଣଙ୍କୁ ଖୁସି ଓ ଆରମ୍ଭ ପ୍ରଦାନ କରିବ | ବହୁତ ଦିନରୁ ଅଟକି ଥିବା ଅର୍ଥଆଜି ମିଳିବାଯୋଗୁଁଅର୍ଥ ଅବସ୍ଥାରେ ଉନ୍ନତି ହେବ ଯଦି ଆପଣ ସମ୍ୱୋହିକ ଗତିବିଧିରେ ଭାଗ ନେବେ, ତାହେଲେ ଆପଣ ନୂଆ ସାଙ୍ଗ ବନେଇ ପାରିବେ | ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ଏମିତି ଚାଲିବ ଯେପରି ଜୀବନରେ ପ୍ରେମର ସଂଗୀତ ବାଜି ଉଠିବ |

ଧନୁ ରାଶି
ଆଜି ଦିନଟା କ୍ରୀଡ଼ାରେ ଭାଗ ନେବା ପାଇଁ ଅଂତୀ ଉତ୍ତମ ରହିବ, କାରଣ ଚିର ଦିନ ପାଇଁ ଯୌବନ ଅବସ୍ଥାରେ ରହିବାର ରହସ୍ୟ ଏହା ହି | ଯେଉଁ ବ୍ୟକ୍ତିମାନେ ଅକାରଣ ଧାନ ଅପବ୍ୟୟ କରନ୍ତି ସେମାନେ ଆଜି ନିଜ ବଦଖର୍ଚ୍ଚ ଉପରେ କାବୁ ରଖିବାକୁ ପଡ଼ିବ | ଯେଉଁ ଲୋକ ମାନଙ୍କ ସହିତ ଆପଣଙ୍କ ବହୁତ କାମ ଦେଖା ସାକ୍ଷାତ ହୁଏ ତାଙ୍କ ସହିତ କଥା ବାର୍ତା ହେବା ପାଇଁ ଆଜି ଉତ୍ତମ ଦିନ ଅଟେ |

ମକର ରାଶି
ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ | ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର ,ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ | ଆପଣଙ୍କୁ ଅନେକ ଗୁଡିକ କ୍ଷେତ୍ରରୁ ଧନ ଲାଭ ମିଳି ପାରେ | ଆପଣଙ୍କ କଠିନ ପରିଶ୍ରମ ଓ ପରିବାର ଜଣଙ୍କ ସହଯୋଗ କାରଣରୁ ଆପଣଙ୍କୁ ଆସୁଥିବା ସମୟରେ ବହୁମାତ୍ରାରେ ଖୁସି ଓ ସଫଳତା ପ୍ରାପ୍ତ ହେବ |

କୁମ୍ଭ ରାଶି
ଧାର୍ମିକ ଓ ଆଧ୍ୟାତ୍ମିକ ରୁଚିର କାର୍ଯ୍ୟ କରିବା ପାଇଁ ଭଲ ଦିନ ଅଟେ | ଯେଉଁ ମାନେ ଆପଣଙ୍କୁ ଅଳ୍ପକାଳିକ ଋଣ ମାଗୁଛନ୍ତି ତାଙ୍କୁ ଆଜି ଅବଜ୍ଞା କରନ୍ତୁ | ଆପଣଂକ ଆଚରଣ ଯୋଗୁ ଆଜି ଆପଣଂକ ସାଙ୍ଗ ସାଥୀ ବିରକ୍ତ ହୋଇ ପାରନ୍ତି| ଆଜି ଆପଣ ସବୁଠୁ ଉତ୍ତମ ଆଚରଣରେ ରୁହନ୍ତୁ ନଚେତ ଆପଣଙ୍କ ପ୍ରିୟର ମନ ଖରାପ ହୋଇ ପାରେ | ଆଜି ଆପଣଙ୍କ ପାଇଁ ଯଥେଷ୍ଟ ସମୟ ମିଳିବ ଯେତେବେଳେ ଆପଣ ଅଜିତ ଶୁଣିବା ବା ବହି ପଢ଼ିବାର ଇଛାକୁ ପୂର୍ଣ୍ଣ କରିପାରିବେ |

ମୀନ ରାଶି
ଘର ଓ କାର୍ଯ୍ୟାଳୟରେ କିଛି କାମ ଚାପି କାରଣରୁ ଆପଣ କ୍ରୋଧିତ ହୋଇ ପାରନ୍ତି | ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ସାଙ୍ଗ ମାନଙ୍କ ସହିତ ସନ୍ଧ୍ୟାରେ ବୁଲିବା କିମ୍ବା କିଣାକିଣି କରିବା ଆନନ୍ଦାୟକ ଓ ମନୋରଞ୍ଜନ ଭରା ରହିବ | ଆପଣଙ୍କ ପ୍ରିୟ ଆଜି ଆପଣଙ୍କୁ ଦିନ ଯାକ ମନେ ପକେଇବ |

About odisha news

Check Also

ଆଜିର ରାଶିଫଳ : 14 ମେ 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଉଦାସ ଅର୍ଥ ଅବସ୍ଥା ଯୋଗୁଁ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବରୋଧ ଆସି ପାରେ | ହଠାତ ଆଜି …

Leave a Reply

Your email address will not be published.