ବନ୍ଧୁଗଣ ଆଜି ଆମେ ଜାଣିବା 2022 ଅଗଷ୍ଟ ମାସର ବିଛା ରାଶିର ମାସିକ ରାଶି ଫଳ ବିଷୟରେ ଏହି ମାସିକ ରାଶିଫଳ ଗ୍ରହଙ୍କ ସ୍ତିତି ଓ ଚଳନରୁ କୁ ନେଇ ଆଧାରିତ ଏବଂ ଗ୍ରହଙ୍କ ସ୍ତିତ ଓ ଚଳନ ଆମ ଜୀବନରେ ବହୁତ ପ୍ରଭାବ ପକାଇ ଥାଏ | ଯାହା ଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ ସେଥିପାଇଁ ଗ୍ରହ ଓ ନକ୍ଷେତ୍ର ଚଳନକୁ ନେଇ ଆମ ପାରିବାରିକ ଜୀବନ ବୈବାହିକ ଜୀବନ ଆର୍ଥିକ ସ୍ତିତି ଓ ଶିକ୍ଷା ଵେବସାୟ ଏବଂ ସ୍ୱାସ୍ଥ୍ୟ ବିଷୟରେ ସମ୍ପୂର୍ଣ କଥା କହିବୁ |
ବନ୍ଧୁଗଣ ବିଛା ରାଶିର ବ୍ୟକ୍ତିଙ୍କ ପାଇଁ 2022 ଅଗଷ୍ଟ ମାସଟି ଜୀବନର ପ୍ରତେକ କ୍ଷେତ୍ରରେ ସକାରତ୍ମକ ପରିଣାମ ପ୍ରଦାନ କରିବ ଏହି ମାସରେ ଶିକ୍ଷା ଓ ଜ୍ଞାନ ତାରକ ଗ୍ରହ ତଥା ବିଛା ରାଶିର ପଞ୍ଚମ ଭାବରେ ସ୍ୱାମୀ ବୃହସ୍ପତି ଶଗ୍ରହୀ ହୋଇ ପଞ୍ଚମ ଭାଗରେ ବିରାଜିତ ରହିବେ | ଯାହା ଫଳରେ ବିଦ୍ୟାର୍ଥୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ରେ ଶୁଭ ପରିଣାମ ପ୍ରାପ୍ତି ହେବ ଏବଂ ଆପଣଙ୍କ ଜ୍ଞାନର ଅଭି ବୃଦ୍ଧି ହେବ ପ୍ରତିଯୋଗୀ ପରୀକ୍ଷାରେ ସଫଳ ଅର୍ଜନ ଅରିବେ |
ଆପଣଙ୍କର ଦଶମ ଭାଗର ସ୍ୱାମୀ ସୂର୍ଯ୍ୟ ମାସର ପୁର୍ବଧରେ ଆପଣଙ୍କ ଭାଗ୍ୟ ଭାଗରେ ଶୁକ୍ରଙ୍କ ସହିତ ଜ୍ୟୋତି କରି ବିରାଜିତ ରହିବେ ଯାହା ଫଳରେ ଆପଣଙ୍କୁ ବିଶେଷ କରି ବିଦେଶ ସ୍ୱର୍ତ୍ତାରୁ ଲାଭ ପ୍ରାପ୍ତି ହେବ ଏବଂ ଏହା ବେତିତ ଶୁଭ ଫଳ ଦାତା ବୃହସ୍ପତି ମଧ୍ୟ ଆପଣଙ୍କ ରାଶିରେ ଦୃଷ୍ଟି ରଖିବେ ଝା ଫଳରେ କାମ ପ୍ରୟାସରେ ଆପଣଙ୍କୁ ଅତ୍ୟଧିକ ସଫଳତା ପ୍ରାପ୍ତି ହେବାର ସମ୍ଭାବନ ରହିଛି | କିନ୍ତୁ ମଙ୍ଗଳଙ୍କ ଦୃଷ୍ଟି ମଧ୍ୟ ଆପଣଙ୍କ ରାଶିରେ ଥିବାରୁ କାର୍ଯ୍ୟ କ୍ଷେତ୍ରରେ ରେ କିଛି ଛୋଟ ଛୋଟ ସମସ୍ୟା ଦେଖା ଦେଇପାରେ |
ତଥା ପରିବାରରେ ହସ ଖୁସିର ବାତ ବରଣ ଲାଗି ରହିବ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ସହଯୋଗ ଓ ପ୍ରେମ ଭାଗ ଜାଗ୍ରତ ହେବ | ସେହିପରି ସ୍ୱାସ୍ଥ୍ୟ ଦୁଷ୍ଟିରୁ ମାସଟି ସାମାନ୍ୟ ରହିବ ଆପଣଙ୍କର ଷଷ୍ଠ ଭାଗର ସ୍ୱାମୀ ମଙ୍ଗଳ ରହୁଙ୍କ ସହ ଜ୍ୟୋତି କରିବେ ତଥା ଏହି ସ୍ତିତି ଆପଣଙ୍କୁ ମାନସିକ ଚିନ୍ତିତ କରିବ | ଆପଣଙ୍କ ପାଇଁ ପ୍ରତିକାର ହେଲା ଆପଣ ପ୍ରତେହ ଭଗବାନ ଶିବଙ୍କ ପୂଜା ଅର୍ଚନା କରି ଶିବ ଲିଂଗାରେ ଜଳ ଅର୍ପଣ କରନ୍ତୁ ଶୁଭ ଫଳ ପାଇବେ |