Breaking News

Daily Archives: September 25, 2021

ଦୁର୍ଘଟଣା ପାଇଁ ଦାୟୀ କିଏ ? ହାତୀ ଉଦ୍ଧାର ବେଳେ ବୋଟ ଓଲଟି ଚାଲିଗଲା ଜୀବନ …

ଦର୍ଶକ ବନ୍ଧୁ ଏକ ଦୁଃଖ ର ଖବର ଯେ ଆମ ମାନ ଏଙ୍କ ପ୍ରିୟ ରିପୋର୍ଟର ଅରିନ୍ଦମ ଦାସ ଯିଏ କି ଓଟିଭି ଚିଫ ରିପୋର୍ଟର ଭାବେ ବେସ ପରିଚିତ । ତେବେ ବର୍ତ୍ତମାନ ସମୟ ରେ ଅରିନ୍ଦମ ଆଉ ନାହାଁନ୍ତି ସେ ସବୁଦିନ ପାଇଁ ଆମ କୁ ଛାଡି ଆର ପାରି କୁ ଚାଲିଯାଇଛନ୍ତି । ହଁ ବନ୍ଧୁ ଓଡ୍ରାଫ ଟିମ ସହିତ ଓଟିଭି ର ଦୁଇ ରିପୋର୍ଟର …

Read More »

ଆସୁଛି ବଡ ବାତ୍ୟା ‘ଗୁଲାବ’ , ଓଡିଶାକୁ କଣ ରହିଛି ପ୍ରଭାବ ଜାଣନ୍ତୁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ବଙ୍ଗୋପସାଗର ରେ ଅବପାତ ଗଭୀର ଅବପାତ ରେ ପରିଣତ ହୋଇ ଅଧିକ ବଳ ଗୋଟାଉଛି । ଆଜି ଏହି ଅବପାତ ଟି ବାତ୍ୟା ର ରୂପ ନେଇ ପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି । ତେବେ ବର୍ତ୍ତମାନ ଏହା ଗୋପାଳ ପୁରଠାରୁ ପଶ୍ଚିମ,ଦକ୍ଷିଣ ପଶ୍ଚିମ କୁ 670 କିଲୋମିଟର ର ଦୂର ରେ ରହିଛି ଓ …

Read More »