Breaking News

Daily Archives: July 19, 2021

ବଡ଼ ଖବର-ମାଡ଼ି ଆସୁଛି ବାତ୍ୟା ଫେଲିସିଆ, ୨୦୦ ରୁ ଅଧିକ ବେଗରେ ଗତି କରୁଛି

ଦର୍ଶକ ବନ୍ଧୁ ଆସୁଛି ଆଉ ଏକ ବାତ୍ୟା ଓ ଏହି ବାତ୍ୟା ର ନାମ ହଉଛି ଫେଲିସିଆ । ଏହି ବାତ୍ୟା ଟି ୨୦୦ ରୁ ଅଧିକ ବେଗ ରେ ପବନ ବହିପାରେ , ଏହି ବାତ୍ୟା ଟି ଆସନ୍ତା ବୁଧ ବାର ଦିନ ଗଭୀର ଅବପାତ ରୂପ ନେଇ ବାତ୍ୟା ରେ ପରିଣତ ହବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଏହା ବର୍ତ୍ତମାନ ପୂର୍ବ ପ୍ରଶାନ୍ତ ମହାସାଗର …

Read More »

ଓଡିଶା ସିନେମା ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି (Aparajita Mohanty) ଙ୍କର ଜୀବନ କାହାଣୀ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯାହାଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ଓଡିଆ ଚଳଚିତ୍ର ବହୁତ ଆଗକୁ ଯାଇପାରିଛି , ହଁ ବନ୍ଧୁ ସେହି ଅଭିନେତ୍ରୀ ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ବା ଡ୍ରିମ ଗାର୍ଲ ଭାବେ ପରିଚିତ ଅପରାଜିତା ମହାନ୍ତି ଯିଏ କି ବର୍ତ୍ତମାନ ଘରେ ଘରେ ପରିଚିତ । ବନ୍ଧୁଗଣ …

Read More »