Breaking News

Daily Archives: July 12, 2021

କରୋନକୁ ଶେଷ କରିବ ବାସି ପଖାଳ !! ଗବେଷଣାରୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ

ପଖାଳ ଓଡ଼ିଆ ମାନଙ୍କ ଏକ ସ୍ୱତନ୍ତ୍ର ପରିଚୟ। ଖାଲି ଓଡ଼ିଆ କାହିଁକି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ପ୍ରେମରେ। ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ। ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ମହକ ହରାଇ ନାହିଁ। ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ପଖାଳ ସ୍ୱାଦରେ ଯେପରି ସ୍ୱାଦିଷ୍ଟ ସେମିତି ଏହାର ସ୍ଵାସ୍ଥ୍ୟଗତ ଉପକାରିତା ମଧ୍ୟ ଖୁବ୍ ବେଶି। …

Read More »

ପିଲାଟି ୪ ବର୍ଷ ଧରି ମ୍ୟାଗି ଖାଉଥିଲା , ଦିନେ ହେଲା ଏମିତି କିଛି ! ଜାଣିଲେ ହୋସ ଉଡିଯିବ ….

ଆଜିକାଲିର ଛୋଟ ପିଲା ମାନଙ୍କର ଏକ ପ୍ରିୟ ଖାଦ୍ୟ ପାଲଟିଛି ନୁଡଲସ୍। କେବଳ ଛୋଟ ପିଲା ନୁହନ୍ତି ଯୁବକ ଯୁବତୀ ମାନେ ମଧ୍ୟ ଏହାକୁ ଖାଇବାକୁ ଭଲ ପାଇଥାନ୍ତି। ଏହା ସ୍ଵାଦରେ ଯେଭଳି ଭରପୁର ସେହିଭଳି ଖୁବ୍ କମ୍ ସମୟ ଓ ସହଜ ଉପାୟରେ ପ୍ରସ୍ତୁତ ହୋଇଯାଇଥାଏ। ସେଥିପାଇଁ ବିଶେଷ କରି ହଷ୍ଟେଲରେ ରହୁଥିବା ପିଲାମାନେ ଏହାକୁ ଖାଇବାକୁ ଭଲ ପାଇଥାନ୍ତି। କାରଣ ଏହାକୁ ପ୍ରସ୍ତୁତ କରିବା ଖୁବ୍ ସହଜ। …

Read More »