Breaking News

Daily Archives: June 19, 2021

ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି , ଚିକିତ୍ସାଧିନ ଅବସ୍ଥାରେ ତପୁଙ୍କ ଦେହାନ୍ତ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ କରୋନା ରେ ସଂକ୍ରମିତ ହୋଇ ଆମର ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମୃ-ତ୍ଯୁ ବ-ର-ଣ କରିଛନ୍ତି । କିନ୍ତୁ ବର୍ତ୍ତମାନ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ବର୍ତ୍ତମାନ ମଧ୍ୟ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଠିକ ସେମିତି ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଗାୟିକା ତପୁ …

Read More »