Breaking News

Daily Archives: June 16, 2021

କେଇ ସେକଣ୍ଡ ଭିତରେ କୂଅ ରେ ଗ-ଳି-ପ-ଡି-ଲା କାର , ଭାଇରାଲ ହେଲା ଭିଡିଓ ..

ଗତ କିଛି ଦିନ ଧରି ମୁମ୍ବାଇରେ ଲାଗିରହିଛି ପ୍ରବଳ ବର୍ଷା। ଲଗାଣ ବର୍ଷାରେ ବେହଲ ହୋଇଛି ପୁରା ମୁମ୍ବାଇ। ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି। ପାଣି ଜମିବା କାରଣରୁ ଲୋକ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ନିକଟରେ ମୁମ୍ବାଇର ଘାଟକୋପର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଠି ଆବାସିକ କମ୍ପ୍ଲେକ୍ସର ପାର୍କିଂ ସ୍ଥାନରେ ରଖାଯାଇଥିବା ଏକ କାର୍ …

Read More »

ଚିକିତ୍ସା ପାଇଁ ଆମେରିକା ଗଲେ ସୁପରଷ୍ଟାର ରଜନୀକାନ୍ତ

ସ୍ୱାସ୍ଥ୍ୟର ଯାଞ୍ଚ୍ ପାଇଁ ଆମେରିକା ଯିବେ ସାଉଥ ସୁପରଷ୍ଟାର ଥଲାଇଭା ରଜନୀକାନ୍ତ । ଏକ ସ୍ବତନ୍ତ୍ର ବିମାନ ଯୋଗେ ସେ ଆମେରିକା ଯାତ୍ରା କରିବେ। ଦେଶରେ ଜାରି ରହିଥିବା କରୋନା ମହାମାରୀର ଦ୍ଵିତୀୟ ଲହର କାରଣରୁ ସେ ଆମେରିକା ଯିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଥିଲେ। କେନ୍ଦ୍ର ସରକାର ମଧ୍ୟ ତାଙ୍କୁ ଯିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ତେବେ କୁହାଯାଉଛି ଯେ ରଜନୀକାନ୍ତ ଯାତ୍ରା କରିବାକୁ ଥିବା …

Read More »

ହେ ଭଗବାନ ! ଆଖିରୁ ଲୁହ ଆସିଯିବ , ପୁଅର ଜୀବନ ବ-ଞ୍ଚା-ଇ-ବା-କୁ ମା କରୁଛି କିଡନୀ ଦାନ

ମା ଏମିତି ଏକ ମଣିଷ ଯିଏକି ନିଜ ଛୁଆ ପାଇଁ କିଛି ବି କରିବାକୁ ପଛାଇନଥାଏ। ଏମିତିକି କି ତାର ଜୀବନ ବି ଦବାକୁ ପଛାଏନି। ସେଥିପାଇଁ ତ ମାର ସ୍ଥାନ ସବୁଠାରୁ ଉଚ୍ଚାରେ ରହିଛି।ସେମିତି ଏକ ମାର ଦୁଃଖ ଭରା କାହାଣି ଏବେ ସାମ୍ନାକୁ ଆସିଚି। ଯିଏ କି ନିଜ ପୁଅର ଜୀବନ ବ-ଞ୍ଚା-ଇ-ବା-କୁ ନିଜ କିଡନୀ ଦାନ କରିବାକୁ ମନସ୍ତ କରିଛି। କିନ୍ତୁ ଏଥିପାଇଁ ସବୁଠାରୁ ବଡ଼ …

Read More »