Breaking News

୨୦୨୧ ମସିହାରୁ ଏହି ତିନି ରାଶି ଉପରେ ଶନିଦେବଙ୍କ ସାଢେସାତର ପ୍ରଭାବ ରହିବ….

ଶନି ଦେବ ଙ୍କୁ ଆମେମାନେ ନ୍ୟାୟ ର ଦେବତା ରୂପରେ ପୂଜା କରୁ। ବ୍ୟକିଗତ ଜୀବନ ରେ ଜିଏ ଯେମିତି କର୍ମ କରେ ତାକୁ ସେହି ଅନୁସାରେ ଫଳ ମିଳେ।ଶନିଦେବ ଙ୍କ କୋପ ଦୃଷ୍ଟି ଜାହାଉପରେ ପଡେ ସେହିଲୋକ ପୁରା ତାଳିତଳାନ୍ତ ହୋଇଯାଏ। ଶନି ବେଦ ଙ୍କ କୃପା ଦୃଷ୍ଟି ଅଯାହାଙ୍କର ଉପରେ ପଡେ ସେ ତା କର୍ମ ରେ ସବୁବେଳେ ଉର୍ନତି କରିଥାଏ।ଜୋତିଶ ଗଣନା ଅନୁସାରେ ଶନି ଗ୍ରହର ବହୁତ ମହତ୍ତ୍ୱ ରହିଥାଏ।ଜୋତିଶ ଗଣନା ରେ ଶନି ସାଢେସାତି ରେ ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ।


ଶନି ରାଶି ପରିବର୍ତ୍ତନ କଲେ ବହୁତ କିଛି ପ୍ରଭାବ ପଡିଥାଏ।ଶନି ସାଢ଼େସାତୀ ଓ ଶନି ମହାଦସା ବିଭିନ୍ନ ରାଶି ଉପରେ ପ୍ରଭାବ ପକେଇଥାଏ।ଆଗାମୀ ଅଢେଇ ବର୍ଷ ଧନୁ ରାଶି କୁ ଛାଡି ମକର ରାଶି ରେ ରହିବେ।

ଶନି ଦେବ ମକର ରାଶି ରେ 2022 ପର୍ଯ୍ୟନ୍ତ ରହିବେ । ଶନି ନକ୍ଷତ୍ର ପରିବର୍ତ୍ତନ କରିବେ।ଯାହା ଫଳରେ ଧନୁ ରାଶି ପାଇଁ ତଳକୁ ଓ ମକର ଓ କୁମ୍ଭ ରାଶି ପାଇଁ ଉପରକୁ ଚଢି ସାଢେ ସାତୀରେ ରହିବେ।


ଯଦି ଆପଣଙ୍କର ଧନୁ,ମକର ,କୁମ୍ଭ ରାଶି ଶନି ସାଢେ ସାତୀ ରେ ରହିବେ।ତେଣୁ ଆପଣଙ୍କୁ ଭୟ କରିବାର ନାହିଁ ଆମେ ଆପଣଙ୍କୁ କହିବୁ ଏହାର ଉପଚାର।ତେବେ ଆସନ୍ତୁ ଜାଣିବା।


ଆପଣ ମାନେ ଏହି ଦଶା ରୁ ମୁକ୍ତି ପାଇବାକୁ ହେଲେ ଗରିବ ମାନଙ୍କ ସେବା କରିବାକୁ ପଡିବ ଆଉ ଗୁରୁଜନ ମାନଙ୍କୁ ସକାଳୁ ଉଠି ପ୍ରଣାମ କରନ୍ତୁ ।ଗରିବ ମାନଙ୍କୁ ଅର୍ଣ୍ଣ ଦାନ କରନ୍ତୁ।କାଉ ଓ କୁକୁରକୁ ଖାଇବାବୁ ଦିଅନ୍ତୁ।
ଶନି ଦେବଙ୍କୁ ସନ୍ତୁଷ୍ଟ କରିବାକୁ ହେଲବ ।।‘ଓଁ ପ୍ରା ପ୍ରି ପ୍ରୌ ଶନେଶ୍ଚରାୟ ନମଃ’ ଏହି ମନ୍ତ୍ର ଟି ଜପ କରନ୍ତୁ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – Live ଭିଡିଓରେ ଆସି ତାରା, ତାରିଣୀ ଓ ତୁଷାର (Suman, Asima, Spalin Mishra) ତାଙ୍କ ପ୍ରେମ ର ଖୁଲାସା କରିଲେ

ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଓ ଅଭିନେତ୍ରୀ ତାରା ଓ ତାରିଣୀ …

Leave a Reply

Your email address will not be published. Required fields are marked *