Breaking News

2 ଥର ବିବାହ କରିଥିବା ଓଡ଼ିଆ କଳାକାର ମାନଙ୍କ ଲିଷ୍ଟ 3 ନମ୍ବର କିଏ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…


ତୁଷାର ଓ ଛନ୍ଦିତା
ତେବେ ଓଲିଉଡର ଏହି ଜବରଦସ୍ତ ଯୋଡ଼ି କୁ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ଏହି ଯୋଡି ଗତ କିଛି ଦିନ ତଳେ ଦୁହେଁ ପରସ୍ପରଙ୍କୁ ଭଲପାଉଥିଲେ କିନ୍ତୁ ବର୍ତମାନ ସମୟରେ ଏହି ଯୋଡି ଅଲଗା ହୋଇଯାଇଛନ୍ତି ଆଉ ଚନ୍ଦନ ମାହିଙ୍କୁ ବିବାହ କରିଥିଲେ ଆଉ ବର୍ତ୍ତମାନ ସମୟରେ ଚନ୍ଦନ ଓ ମାହିଙ୍କର ଗୋଟିଏ ଛୋଟ ଝିଅଟିଏ ଜନ୍ମ ହୋଇଛନ୍ତି ଆଉ ସେମାନେ ନିଜ ଜୀବନରେ ବହୁତ ଖୁସି ରେ ଅଛନ୍ତି |

ବବିମିଶ୍ର
ଦର୍ଶକବନ୍ଧୁ ଆପଣମାନେ ବବିମିଶ୍ର ଏବଂ କୟେଲ ବାନାର୍ଜିଙ୍କ ଯୋଡ଼ିଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ତେବେ ଫ୍ରେଣ୍ଡ୍ସ ବଙ୍ଗାଳୀ ହିରୋଇନ୍ କୟେଲ ବାନାର୍ଜିଙ୍କ ବବିମିଶ୍ରଙ୍କୁ 2013 ମସିହାରେ ବିବାହ କରିଥିଲେ କିନ୍ତୁ ଗତ ଦୁଇ ବର୍ଷ ହେବ ଦୁହେଁ ପରସ୍ପରଠୁ ଅଲଗା ହୋଇ ରହୁଥିଲେ ଆଉ ସେମାନେ ଶେଷରେ 2021 ମସିହାରେ ଦୁହେଁ ପରସ୍ପରଙ୍କୁ ଡିଭୋର୍ସ ନେଇଯାଇଥିଲେ |

ସବ୍ୟସାଚୀ
ବନ୍ଧୁଗଣ ସବ୍ୟସାଚୀ ପ୍ରଥମେ ତାଙ୍କର ପିଳାବେଳର ସାଙ୍ଗ ସୀମାଙ୍କୁ ବିବାହ କରିଥିଲେ କିନ୍ତୁ ବିବାହର କିଛିଦିନ ପରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା ଆଉଶେଷରେ 2012 ମସିହାରେ ଦୁହେଁ ଅଲଗା ହେବାକୁ ନିଷ୍ପତି ନେଇଥିଲେ ଆଉ ଆପଣମାନେ ଜାଣିଥିବେ 2021 ମସିହାରେ ମାର୍ଚ୍ଚ ମାସ 1 ତାରିଖରେ ସବ୍ୟସଚୀ ଅର୍ଚ୍ଚିତା ଙ୍କୁ ଦ୍ୱତୀୟ ବିବାହ କରିଥିଲେ |

ସିନ୍ଧାନ୍ତ ଏବଂ ରଚନା
ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଯେ 90 ଦଶକରେ ସିନ୍ଧାନ୍ତ ଏବଂ ରଚନା ଓଲିଉଡ଼ ଜଗତରେ ରାଜ କରୁଥିଲେ ଆଉ 2002 ମସିହାରେ ପରସ୍ପରଙ୍କୁ ବିବାହ ମଧ୍ୟ କରିଥିଲେ କିନ୍ତୁ ସେମାନେ 2003 ମସିହାରେ ପରସ୍ପରଙ୍କଠୁ ଅଲଗା ହୋଇଯାଇଥିଲେ ଓ ଏହା ପରେ ସିନ୍ଧାନ୍ତ ମାମା ମିଶ୍ରଙ୍କୁ ବିବାହ କରିଥିଲେ ଆଉ ବର୍ତ୍ତମାନ ସମୟରେ ଗୋଟେ ପୁଅ ଓ ଗୋଟେ ଝିଅ ରହିଛନ୍ତି |

ଅନୁଭବ ମହାନ୍ତି
ବନ୍ଧୁଗଣ ଆପଣମାନେ ଓଲିଉଡର ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ତାହେଲେ 2014 ମସିହାରେ ଅନୁଭବ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ କିନ୍ତୁ ଦୁହିଁଙ୍କ ମଧ୍ୟରେ ଝଗଡା ହେବାରୁ ବର୍ତ୍ତମାନ ଦୁହେଁ ପରସ୍ପରଙ୍କଠୁ ଅଲଗା ହେବାପାଇଁ କୋଟରେ ହାଜିର ହୋଇଛନ୍ତି |

About odisha news

Check Also

ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !

ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …

Leave a Reply

Your email address will not be published.