Breaking News

୨ minute ରେ (ଦାନ୍ତବିନ୍ଧା,ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା) ଭଲ ହୋଇଯିବ…. ଦେଖନ୍ତୁ କେଉଁ କେଉଁ ସବୁ ଉପାୟ କରିବାକୁ ପଡିବ !

ବନ୍ଧୁଗଣ ଭୟଙ୍କର ଭୟଙ୍କର ଦାନ୍ତବିନ୍ଧା ରେଢ଼ା ଫୁଲା ଓ ଦାନ୍ତରେ ପୋକ ସମସ୍ୟା ଆଜି ଏହି ଉପାୟ ଠିକି କରିଦେବ | ଶୀତ ଦିନେ ଅନେକ ଲୋକଙ୍କର ହାସହନୀୟ ଦାନ୍ତ ବିନ୍ଧା ହୋଇଥାଏ ଆପଣଙ୍କର ଦାନ୍ତ ବିନ୍ଧା ଯେତେବବି ପୁରୁଣା ହୋଇଥାଉ ଏହାର ଥରେ ପ୍ରୟୋଗ କରି ଦେଖନ୍ତୁ ଦେଖିବେ ଆପଣଙ୍କର ଦାନ୍ତ ବିନ୍ଧା ତୁରନ୍ତ ଭଲ ହୋଇଯିବ ଏହା ପୂର୍ବରୁ ଦାନ୍ତବିନ୍ଧା ଏବଂ ଦାନ୍ତରେ ପୋକ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ କଣ କରିବେ ଜଣାନ୍ତୁ |

ପିଜୁଳି ପତ୍ର ଯାହା ଆପଣଙ୍କର ବାଡ଼ିଠାରୁ କିମ୍ଭା ଆଖପାଖରୁ ବହୁତ ସହଜରେ ମିଳିଯିବ ପିଜୁଳି ଫଳ ଆମ ଶରୀର ପାଇଁ କେତେ ଲାଭ ଦୟାକ ହୋଇଥାଏ ଏହାତ ଆପଣ ସମସ୍ତେ ଜାଣିଥିବେ ଏହା ସହିତ ପିଜୁଳି ପତ୍ରରେ ମଧ୍ୟ ଅନେକ ପ୍ରକାରର ଭିଟାମିନି ମିଳିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକ ଲାଭ ହୋଇଥାଏ | ପିଜୁଳି ପତ୍ରର ବହୁତ ଫାଇଦା ହୁଏ ବହୁତ କାମ ଲୋକ ଜାଣିଥିବେ ଓଜନ କମିବା ଓ ଅନେକ ସମସ୍ୟା ଆଦି ଦୂର ହୋଈଥାଏ |

ପ୍ରଥମେ ଏହାକୁ ବନାଇବା ପାଇଁ ଚାରାଟି ପିଜୁଳି ପତ୍ର ଅବଶକ୍ୟତା ପଡିବ ପ୍ରଥମେ ଏହାକୁ ଛୋଟ ଛୋଟ କରି ଚିଡେଇ ଦିଅନ୍ତୁ ଆପଣ ଚାହିଁଲେ ଏହାକୁ ଆପଣ ବାଟିପାରିବେ ଆମକୁ ଏଥିରେ ପିଜୁଳି ପତ୍ରରର ଅବଶକ୍ୟତା ପଡିବ ଏହାକୁ ଭଲ ଭାବରେ ବାଟି ରସ ବାହାର କରିଦିଅନ୍ତୁ | ଏବେ ଆପଣ ଅଳ୍ପ ତୁଳା ନିଅନ୍ତୁ ଏବଂ ଏହି ରସରେ ବୁଡାଇ ଦିଅନ୍ତୁ ଠାରେ ପ୍ରୟୋଗ କରିବା ପରେ ଆପଣ ତିନୋଟି ରୁ ଚାରାଟି ପିଜୁଳି ପତ୍ର ନେଇ ରସ କାଢନ୍ତୁ |

ଏବେ ଆପଣଙ୍କୁ ଗୋଟେ ଚାମଚ ହଳଦୀ ଗୁଣ୍ଡର ଅବଶକ୍ୟତା ପଡିବ ପ୍ରଥମେ ଆପଣ ଗୋଟେ ଚାମଚ ଚିମୁଟାଏ ହଳଦୀ ଗୁଣ୍ଡ ନିଅନ୍ତୁ ଏବେ ସେଥିରେ ଏହି ତୁଳାକୁ ଭଲ ଭାବରେ ମିଶାନ୍ତୁ ହଳଦୀ ମଧ୍ୟରେ କଷ୍ଟ ନିବାରକ ଗୁଣ ମିଳିଥାଏ ସେଥିପାଇଁ ଗୋଟେ ଚାମଚ ହଳଦୀ ଗୁଣ୍ଡ ଏଥିରେ ନିହାତି ମିଶାନ୍ତୁ ଦେଖନ୍ତୁ ଏହି ତୁଳାରେ ଏବେ ହଳଦୀ ଏବଂ ପିଜୁଳୀପତ୍ର ରସ ସମ୍ପୂର୍ଣ ମିସିସାରିଛି ଏବେ ଜାଣି ନିଅନ୍ତୁ ଏହାର ପ୍ରୟାଗ ଆପଣ କିପରି କରିବେ | ଆପଣଙ୍କର ଯେଉଁ ଦାନ୍ତ ବିନ୍ଦୁ ଅଛି ସେହି ଦାନ୍ତରେ ଏହାକୁ ଚାପି ରଖନ୍ତୁ ଏହାକୁ 30 ମିନିଟି ବା ଅଧଘଣ୍ଟେ ପର୍ଯ୍ୟନ୍ତ ଆପଣ ଏହାକୁ ଦୁଇ ଦାନ୍ତ ମଧ୍ୟରେ ଚାପି ରଖନ୍ତୁ |

ଦେଖିବେ ଆପଣଙ୍କୁ ବହୁତ ଆରାମ ମିଳିବ ଯଦି ଆପଣଙ୍କର ଦାନ୍ତ ବିନ୍ଧୁ ନାହିଁ କିନ୍ତୁ ଆପଣଙ୍କୁ ପାଇରିଆ ଭଳି ଯନ୍ତ୍ରଣା ହଉଅଛି ତେବେ ଆପଣ ଦୁଇଟୁପା ସୋରିଷ ତେଲ ଏବଂ ଚାମଚ ଲୁଣ ମିଶାଇ ଏହି ମିଶ୍ରଣକୁ ଆପଣ ଆଙ୍ଗୁଳି ସହାୟତା ରେ ଘଷି ପାରିବେ |

About odisha news

Check Also

ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅବସ୍ତିତ ମନ୍ଦିର ଆଖଣ୍ଡଳମଣି (Aradi) ର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ବନ୍ଧୁଗଣ ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ି ଠାରେ ଅବସ୍ତିତ ଏକ ପ୍ରଧାନ ଶୈବ ପିଠ ଏହା ବୈତରଣୀ ନଦୀ …

Leave a Reply

Your email address will not be published.