Breaking News

୨ ମିନିଟରେ ଦାନ୍ତବିନ୍ଧା Bhala ହୋଇଯିବ, ଦାନ୍ତର ପୋକ ବାହାରିଜିବେ, ବାସ କରିନିୟନ୍ତୁ ଏହି ଘରୋଇ ଉପଚାର….

ବନ୍ଧୁଗଣ ଆଜିର ସମୟରେ ଅନେକ ଲୋକ ଦାନ୍ତ ବିନ୍ଧା ବା ତୁଥକ ଭଳି ସମସ୍ୟା ପାଇଁ ବୋହୁତ ଅଧିକ ଚିନ୍ତିତ ଦାନ୍ତ ବିନ୍ଧା ଭଳି ସମସ୍ୟା ବିଭିନ୍ନ କାରଣରୁ ହୋଇପାରେ | ଯଦି ଆପଣ ଯଦି ଆପଣ ଏହି ଭୟଙ୍କର ଜନ୍ତ୍ରଣରୁ ରକ୍ଷାପାଇଁ ଚାହୁଁଛନ୍ତି ତେବେ କିଛି ଘରୋଇ ଉପଚାରକୁ ଆପଣାଇ ପାରିବେ |

ତେବେ ତୁରନ୍ତ ଆପଣଙ୍କର ଦାନ୍ତ ବିନ୍ଧା ଭଳି ସମସ୍ୟା ଦୂର ହୋଇପାରିବ ଆଜି ମୁଁ ଆପଣକୁ କିଛି ଘରୋଇ ଉପକାର କହିବି ଯାହାର ପ୍ରୟୋଗ କରି ଦାନ୍ତ ବିନ୍ଧାକୁ ତୁରନ୍ତ ଦୂର କରିପାରିବେ | ତେଣୁ ଆଜି ମୁଁ ଆପଣକୁ ଦୁଇ ପ୍ରକାରର ଘରୋଇ ଉପଚାର ବନେଇବା ସିଖେଇବି ଯାହାର ପ୍ରୟୋଗ କରି ଦାନ୍ତ ବିନ୍ଧା ଭଳି ସମସ୍ୟା ରୁ ତୁରନ୍ତ ଉପଚାର ପାଇପାରିବେ ତେବେ |

ଆସନ୍ତୁ ଜାଣିବା ଏହାକୁ କେମିତି ବନେଇବେ ଏବଂ ଏହାର ପ୍ରୟୋଗ କିପରି କରିବେ ସେଥିପାଇଁ ଆମର ପୁରା ପ୍ରୋଟାଲ ଟିକୁ ପଢନ୍ତୁ | ପ୍ରଥମ ପ୍ରୟୋଗ ଟି ହେଲା ପ୍ରଥେମେ ଗୋଟେ ରସୁଣ କୁ କୋଡ଼ିଏ ରୁ ତିରିଶ ସେକେଣ୍ଡ ଗରମ୍ କରନ୍ତୁ ରସୁନଟି ଗରମ ହେଇଗଲାପରେ ଯୋଉ ଦାନ୍ତ ରେ ସମସ୍ୟା ଅଛି ରସୁଣଟିକୁ ସେହି ଦାନ୍ତ ଉପରେ ରଖନ୍ତୁ ଏବଂ ଦୁଇ ଦାନ୍ତ ମଧ୍ୟରେ ଦବେଇରଖନ୍ତୁ ଏହାକୁ ଚୋବେଇବେନାହି ଦେଖିବେ କିଛି ସେକେଣ୍ଡ ମଧ୍ୟରେ ଆପଣଙ୍କର ଦାନ୍ତ ବିନ୍ଧା ଦୂରେଇଯିବ।

ଦିତ୍ୟଟି ହେଲା ପ୍ରଥମେ ପାଞ୍ଚୋଟି ରସୁନର ପାଖୁଡ଼ାକୁ ନିଅନ୍ତୁ ଏବଂ ଗୋଟେ କାଚ ପାତ୍ରରେ ରସୁଣର ରସ ବାହାରକରି ଗୋଟେ ଚାମଚ ଲୁଣ ମିଶଇ ଖରାରେ ରଖନ୍ତୁ। ତାହାପରେ ବିନ୍ଧା ହେଇଥିବା ଦାନ୍ତରେ ଲଗାନ୍ତୁ ଦେଖିବେ ବୋହୁତ ଜଲ୍ଦୀ ଉପଚାର ପାଇପାରିବେ ଏହି ଦୁଇଟି ଉପଚାର କରନ୍ତୁ ଦେଖିବେ ଆପଣଙ୍କର ସମସ୍ୟା ଦୂର ହୋଇଯିବ

About odisha news

Check Also

ପିଲାଠୁ ନେଇ ବୁଢା କରନ୍ତୁ ଏହି ଉପାୟ ଦେଖିବେ, ଭାୟଙ୍କରରୁ ଭୟଙ୍କର (କାଶ) କେବଳ 2 minute ରେ ଭଲ ହୋଇଯିବ….

ବନ୍ଧୁଗଣ ଆଜି ମୁଁ ଆପଣ ମାନଙ୍କୁ ଏକ ଘେରେଇ ଉପଚାର ବନେଇବା ଦେଖାଇବି ଯାହାର କେବେଳ ଥରେ ମାତ୍ର ସେବନ …

Leave a Reply

Your email address will not be published.