Breaking News

ପୁଣି +2 ଛାତ୍ର ଛାତ୍ରୀଙ୍କ ପାଇଁ ଆଉ କିଛି ବଡ଼ ଖବର ଦେଖନ୍ତୁ

ବର୍ତ୍ତମାନ ସମୟର ବଡ଼ ଖବର ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ଙ୍କ ପାଇଁ ସରକାର କଲେ ବଡ଼ ଘୋଷଣା ଆସିଗଲା +2 ପରୀକ୍ଷା ର ତାରିଖ ଏପ୍ରିଲ ଦ୍ୱତୀୟ ସପ୍ତାହ ରୁ +2 ପରୀକ୍ଷା ଚଳିତ ସପ୍ତାହ ରେ ପ୍ରକାଶ ପାଇପାରେ ଶୁଚି ତେବେ ବନ୍ଧୁଗଣ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା |

ତେବେ ଦର୍ଶକବନ୍ଧୁ ଗତ ଦୁଇବର୍ଷ ହେବ +2 ପରୀକ୍ଷା ବାତିଲ କରାଯାଇ ବିକଳ୍ପ ବ୍ୟବସ୍ତା ରେ ମାର୍କିଙ୍ଗ କରାଯାଉଥିବା ବେଳେ ଚଳିତ ବର୍ଷ +2 ପରୀକ୍ଷା ହେବା ସ୍ପଷ୍ଟ ହୋଇଯାଇଛି ଛାତ୍ର ଛାତ୍ରୀ ମାନେ ଅଫଲାଇନ ରେ ପରୀକ୍ଷା ଦେବେ ତେବେ ବନ୍ଧୁଗଣ ପରୀକ୍ଷା କେଉଁ ତାରିଖ ରୁ ଆରମ୍ଭ ହେବ ଏ ନେଇ ଚର୍ଚ୍ଚା ଏବେ ଜୋର ଧରିଛି ତେବେ ଏପ୍ରିଲ 26 ରୁ ପରୀକ୍ଷା ଆରମ୍ଭ ହେବ ବୋଲି ସ୍ପଷ୍ଟ ଭାବରେ ଆଗାମୀ ସପ୍ତାହ ରେ ଚୂଡାନ୍ତ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି |

ଏପ୍ରିଲ ଦୁତୀୟା ସପ୍ତାହ ରୁ ପରୀକ୍ଷା କରିବାକୁ ପରିଷଧ ପ୍ରସ୍ତୁତ ହେଉଥିବା ବେଳେ ଏହି ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ ତେବେ ଚଳିତ ସପ୍ତାହ ଶେଷ ସୁଦ୍ଧା ପରୀକ୍ଷା ଶୁଚି ପ୍ରକାଶ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି | ଚଳିତ ବର୍ଷ ପରୀକ୍ଷା ପାଇଁ ରାଜ୍ୟରେ ଷ୍ଟେକହୋଲଡର ଙ୍କ ସହ ଆଲୋଚନା କରି ନିଷ୍ପତି ନିଆଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ହୋଇଥିଲା |

ତେବେ ଦର୍ଶକବନ୍ଧୁ ଏହି ପ୍ରକ୍ରିୟା ଶେଷ ହୋଇଥିବା ବେଳେ +2 ପରିଷଧ ଓ ମାଧ୍ୟମିକ ଶିକ୍ଷା ପରିଷଧ ମଧ୍ୟରେ ଚୂଡାନ୍ତ ବୈଠକ ମଧ୍ୟ ଶେଷ ହୋଇଛି ଏପରି କି ସମସ୍ତ ଆଲୋଚନାର ରିପୋର୍ଟ ମଧ୍ୟ +2 ପରିଷଧ ପକ୍ଷରୁ ଗଣଶିକ୍ଷା ବିଭାଗ କୁ ପ୍ରଦାନ କରାଯାଇଛି | ତେବେ ଦର୍ଶକବନ୍ଧୁ ଏହାକୁ ନେଇ ଆପଣଙ୍କ କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.