Breaking News

ବଡ ଖବର ! ୧ ଲକ୍ଷ ବେରୋଜ ଗାର ଙ୍କୁ ଚାକିରି ଦେବେ ସୋନୁ

ଆଜ୍ଞା ହଁ , ପୁଣି ଲକ୍ଷେ ଲୋକଙ୍କୁ ଚାକିରି ଦେବେ ସୋନୁ ସୁଦ | ଘୋଷଣା କଲେ ନୂଆ ଅଭିଯାନ ସୋନୁ ସୁଦ କେବଳ ଏକ ନାମ ନୁହେଁ ଗରିବ ଅସହାୟ ଲୋକମାନଙ୍କ ପାଇଁ ଦେବତା | ଅସୁବିଧା ସମୟରେ ଡାକିଦେଲେ ଭଗବାନ ଓ କଲା ଭଳି ସୋନୁ ମଧ୍ୟ ସମସ୍ତଙ୍କ ଦୁଖରେ ଛିଡା ହୋଇଛନ୍ତି | ସେଥିପାଇଁ କିଏ ସୋନୁ ଙ୍କୁ ଗରିବ ଙ୍କ ଦେବତା ତ କିଏ ସଙ୍କଟ ସମୟରେ ଛିଡାହେଉଥିବାରୁ ତାଙ୍କୁ ସଙ୍କଟ ମୋଚନ ବୋଲି କହିଥାନ୍ତି |

ଏବେ ସୋନୁ ଆଉ ଏକନୂଆ ଅଭିଯାନ ଆରମ୍ଭ କରିଛନ୍ତି | ଏକ ଲକ୍ଷ ବେରୋଜଗାର ଲୋକଙ୍କୁ ରୋଜଗାର ଦେବାକୁ ପଣ କରିଛନ୍ତି | ତେବେ ଆସନ୍ତୁ ଜାଣିବା ଶୋନୁଙ୍କ ଏହି ପ୍ଳାନ ବିଷୟରେ | ତେବେ ସେ ତାଙ୍କ ଟୁଇଟର ପେଜ ରେ ଲେଖିଛନ୍ତି ଯେ , “ ନୂଆ ବର୍ଷ ନୂଆ ଆଶା | ନୂଆ ଚାକିରି ରେ ଅବସର ଏହି ଅବସର କୁ ଆପଣଙ୍କର ପାଖରେ ପହଞ୍ଚାଇବି ମୁଁ ଆଉ କେହି ରହିବେନି ବେରୋଜଗାର | ରୋଜଗାର ର ରାହା ଦେଖାଇବ Good worker |

ତେବେ ଏହି Good worker ଆପ୍ଲିକେଶନ କୁ ଡାଉନଲୋଡ କରନ୍ତୁ ଏବଂ ନିଜ ଭବିଷ୍ୟତ କୁ ଉଜ୍ବଳ କରନ୍ତୁ | ତେବେ ଟ୍ବିଟ କରି ୧ ଲକ୍ଷ ଲୋକଙ୍କୁ ଚାକିରି ଦେବା ସହ ଆଗକୁ ଏକ କୋଟି ଲୋକଙ୍କୁ ଚାକିରି ଦେବେ ବୋଲି କହିଛନ୍ତି | ” | ତେବେ ତାଙ୍କ ଏହି ଘୋଷଣା ପରେ ଅନେକ ଲୋକ ମାନଙ୍କ ମଧ୍ୟରେ ଉଶ୍ଚାହ ଖେଳି ଯାଇଛି | ତେବେ ସୋନୁ ଙ୍କ ଏହି ଯୋଗାଣରେ ପୂର୍ବରୁ ଏକ ଲକ୍ଷ କୋଡିଏ ହଜାର ଲୋକ ଚାକିରି ପଇସାରିଥିବାବେଳେ ଆଉ ଏକ ଲକ୍ଷ ଲୋକଙ୍କୁ ଏହି ଯୋଜନା ମାଧ୍ୟମରେ ଚାକିରି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି |

ଲକଡାଉନ ସମୟରେ ଯେପରି ସେ ଲୋକ ମାନଙ୍କୁ ସାହାର୍ଯ୍ୟ କରିଥିଲେ ସେ ଫିଲ୍ମ ରୁ ରିୟଲ ଲାଇଫ ହୀରୋ ମଧ୍ୟ ବନିଯାଇଥିଲେ | ତେବେ ସେବାଠାରୁ ସୋନୁ ସମସ୍ତଙ୍କ ପାଇଁ ସଙ୍କଟ ମୋଚନ ସାଜିଛନ୍ତି | ଘର ନଥିବା ଲୋକଙ୍କୁ ଘର କରାଇଦେଇଛନ୍ତି | ବିଲରେ ଖଟୁଥିବା ଗରିବ ଚାଷୀ ଙ୍କୁ ଟ୍ର୍ଯାକ୍ଟର କରାଇଦେଇଛନ୍ତି | ନିକଟରେ ଉତ୍ତରପ୍ରଦେଶର ଏକ ଗାଁରେ ନଳକୂପ ବସାଇ ଗାଁ ଲୋକ ମାନଙ୍କ ମୁହଁ ରେ ହସ ଫୁଟାଇ ପାରିଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ Vairal ଭିଡିଓ – ମାତ୍ର ୫୦୦ ଟଙ୍କାରେ ହେଇଗଲା ବାହାଘର , ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ !

ଆଜିକାଲି ର ଲୋକେ ନିଜ ବହାଘର କୁ ଆକର୍ଷଣିୟ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ବରଯାତ୍ରୀ ଠାରୁ …

Leave a Reply

Your email address will not be published. Required fields are marked *