ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ହିରୋଇନ୍ ଜିନା ସାମଲଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଗତ ୫ ବର୍ଷ ପୂର୍ବେ ଋଦ୍ରଙ୍କୁ ବିବାହ କରିଥିଲେ ଜିନା। ଜିନାଙ୍କର ସ୍ଵୟମ୍ବର ଗୋଟିଏ ରିୟାଲିଟି ସୋ ମାଧ୍ୟମରେ ହୋଇଥିଲା ଏବଂ ସେ ଋଦ୍ରଙ୍କୁ ବିବାହ କରିଥିଲେ। ତାଙ୍କ ବିବାହକୁ ୫ ବର୍ଷ ହୋଇଥିଲେ ମଧ୍ୟ ଜିନା ଏପର୍ଯ୍ୟନ୍ତ ମା ହୋଇନାହାଁନ୍ତି ତେବେ ଏହି କଥାକୁ ନେଇ ଜିନାଙ୍କର ଜଣେ ଫ୍ୟାନ ତାଙ୍କୁ ସୋସିଆଲ ମିଡିଆରେ ପ୍ରଶ୍ନ କରିଥିଲେ କି ଜିନା ଅପା ତମେ କେବେ ମା ହେବ।
ତେବେ ଏହାର ଜବାବ୍ ଦେବାକୁ ଯାଇ ଜିନା ଯାହା କହିଲେ ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ସେ କଣ କହିଥିଲେ ଆସନ୍ତୁ ଜାଣିବା। ଓଲିଉଡର ଜବରଦସ୍ତ ହିରୋଇନ୍ ଜିନା ସାମଲଙ୍କୁ ଆପଣମାନେ ବୋହୁତ ସାରା ସିନେମାରେ ଅଭିନୟ କରିଛନ୍ତି। ସେ ଅନେକ ଆଲବମ୍ ରେ ମଧ୍ୟ ଅଭିନୟ କରିଛନ୍ତି ଜିନା। ସାମଲ ନିଜ ଅଭିନୟର ଯାଦୁ ଦେଖାଇ ଓଡ଼ିଶାର ଦର୍ଶକମାନଙ୍କୁ ଖୁବ୍ ମନୋରଞ୍ଜନ କରୁଛନ୍ତି
ଏବଂ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନେଇ ପାରିଛନ୍ତି। ସେ ଗତ ୫ ବର୍ଷ ତଳେ ଋଦ୍ରଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଶାଶୁଘରେ ବୋହୁତ ଖୁସିରେ ଥିବାର ନଜର ଆସିଥିଲେ। ତେବେ ଗତ କିଛିଦିନ ତଳେ ଜିନା ଲାଇଭ୍ ଆସିଥିଲେ ଏବଂ ଏହି ଲାଇଭ୍ ଆସିବା ସମୟରେ ଯେତେବେଳେ ଜିନା ସାମଲଙ୍କୁ ତାଙ୍କର ଜଣେ ଫ୍ୟାନ ପଚାରିଲେ କି ଜିନା ଅପା ତମେ କେବେ ମା ହେବ ତେବେ ଏହି କଥାକୁ ନେଇ ଜିନା କହିଥିଲେ କି |
ବର୍ତ୍ତମାନ କୋରୋନା ଭାଇରସ୍ ର ସମୟ ଏହି ସମୟରେ ନିଜେ ବଞ୍ଚିବା ତ ଅସମ୍ଭବ ତେବେ ସେ କିଭଳି ଭାବରେ ଏକ ଛୋଟ ଛୁଆକୁ ଆଣି ବଞ୍ଚେଇବେ। ସେଥିପାଇଁ ଜିନା କହିଥିଲେ କି ମୁଁ ଏବେ ମା ହେବାକୁ ଚାହୁଁନାହିଁ। ତେବେ ଆଗାମୀ ଦିନମାନଙ୍କରେ ଯେବେ ମୁଁ ମା ହେବି ତାହେଲେ ପ୍ରଥମେ ତାହାକୁ ମୁଁ ମୋ ଫ୍ୟାନମାନଙ୍କୁ ଜଣେଇବି।