Breaking News

ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ବଡ ଖୁସି ଖବର! ଏବେ ଏହି ସଂରକ୍ଷଣ ପାଇବେ ସରକାରୀ ସ୍କୁଲର ପିଲା ମାନେ, ସେୟାର କରି ଅନ୍ୟ ମାନଙ୍କୁ ଜଣାନ୍ତୁ

ସରକାରୀ ସ୍କୁଲ ରେ ପଢ଼ୁଥିବା ପିଲା ମାନଙ୍କ ପାଇଁ ବଡ ଖୁସି ଖବର ଆଣିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗୋଟିଏ ବଡ ଘୋଷଣା କରିଛନ୍ତି।ସରକାରୀ ସ୍କୁଲ ରେ ପଢ଼ୁଥିବା ପିଲାମାନେ ଶୁଣିଲେ ବହୁତ ଖୁସି ହୋଇଯିବେ।ଏହି ଘୋଷଣା ପରେ ଏବେ ସରକାରୀ ସ୍କୁଲ ମୁହାଁ ହେବେ ଛାତ୍ରଛାତ୍ରୀ।ତେବେ ଡେରି ନ କରି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ଟି କଣ.।


ସରକାରୀ ସ୍କୁଲ ରେ ପାଠ ପଢ଼ୁଥିବା ପିଲାମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ନେଇ ଆସିଛନ୍ତି ସରକାର।ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦବୋଧନ ସରକାରୀ ସ୍କୁଲରେ ପାଠ ପଢୁ ଥିବା ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ମାନଙ୍କ ମନରେ ଖୁସିର ଲହରୀ ଆଣି ଦେଇଛି।

ରାଜ୍ୟ ପରିଷଦ ବୈଠକରେ ଯେଉଁ ପ୍ରସ୍ତାବ ଗୁଡି଼କ ଆସିଛି ସେଥି ମଧ୍ୟରୁ ସବୁଠାରୁ ବଡ ପ୍ରସ୍ତାବ ଟି ହେଉଛି ସରକାରୀ ସ୍କୁଲରେ ପାଠ ପଢୁ ଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାରୀ ମେଡ଼ିକାଲ କଲେଜ ଓ ଇଂଜିନିୟରିଂ କଲେଜ ରେ ସିଟ ସଂରକ୍ଷଣ ରହିବ।ସରକାରୀ ସ୍କୁଲ ରୁ ମୁହଁ ଫେରିନେଉଥିଲେ ଅବିଭାବକ କିନ୍ତୁ ସରକାର ଏହି ଯୋଜନା ଲାଗୁକରିଛନ୍ତି ଯେମିତି ସରକାରୀ ସ୍କୁଲ ରେ ଅଧିକ ରୁ ଅଧିକ ପିଲା ପାଠ ପଢିବାକୁ ଇଛା କରିବେ।


ବିଜେଡି ରାଜ୍ୟ ପରିଷଦ ରେ ଆସିଥିବା ଏହି ବିଲ ଉପରେ ମୋହର ମାରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି ପ୍ରସ୍ତାବ ଟି ପରିତ ହେଲେ ସାର ରାଜ୍ୟରେ ସରକାରୀ ସ୍କୁଲ ରେ ପାଠ ପଢ଼ୁଥିବା ପିଲାମାନେ ଓ ଅଭିଭାବକ ଙ୍କର ମନରେ ଖୁସି ର ଲହରୀ ଖେଳିଯାଇଛି। ଏହି ପ୍ରସ୍ତାବ କୁ ସମସ୍ତେ ପ୍ରଶଂସା କରିଛନ୍ତି।ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି ସମସ୍ତେ କହୁଛନ୍ତି।

ରାଜ୍ୟ ପରିଷଦ ବୈଠକରେ ଯେଉଁ ପ୍ରସ୍ତାବ ପାରିତ ହେବ ତାହା ସରକାରୀ ସ୍ତରରେ କାର୍ଯ୍ୟ କାରୀ କରିବା ପାଇଁ ସେଗୁଡ଼ିକୁ ବିଭାଗୀୟ ମନ୍ତ୍ରୀ ଙ୍କ ନିକଟକୁ ପଠା ଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ।ତେବେ ଏହି ନିଷ୍ପତ୍ତି ପାଇଁ ରାଜ୍ୟ ବାପି ପ୍ରବଳ ଜନ ସମର୍ଥନ ମିଳିଛି।ଅଭିଭାବକ ମାନେ ବହୁତ ଖୁସି ଅଛନ୍ତି .

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *