Breaking News

ନୂଆ ମେଘା ଧାରାବାହିକ ଆସିବାକୁ ଯାଉଛି,ଆରବ ଇତି ଏବଂ ରାଧିକା କାଙ୍କୁ ନେଇ ତରଙ୍ଗ ଟିଭିରେ |

ନମସ୍କାର ଦର୍ଶକବନ୍ଧୁ ନୁଅବୋହୁ ସିରିଏଲ୍ ରେ ସ୍ଵସ୍ତିକା ଏବଂ ରାଧିକା କୁ ପସନ୍ଦ କରିବା ସହ ନୁଆବୋହୁ ସିରିଏଲ୍ ର କାହାଣୀ କୁ ବୋହୁତ ପସନ୍ଦ କରୁଥିଲେ
| କିନ୍ତୁ ଏହି ସିରିଏଲ୍ ଟି ଗତ ୬ ମାସ ହେଲାଣି ଶେଷ ହୋଇଯାଇଛି ରାଧିକା ନୁଆବୋହୁ ସିରିଏଲ୍ ରେ ଅଭିନୟ କରିବା ପରେ ଆଉ କେଉଁଥିରେ ଅଭିନୟ କରୁନାହାନ୍ତି | ଦର୍ଶକବନ୍ଧୁ ରାଧିକା ଙ୍କ ଫ୍ୟାନ ମାନଙ୍କ ପାଇଁ ଗୋଟିଏ ଖୁସିଖବର୍ ଆସିଯାଇଛି |

ରାଧିକା ଖୁବ ଶୀଘ୍ର ତରଙ୍ଗ ର ନୂଆ ମେଗା ସିରିଏଲ୍ ରେ ଅଭିନୟ କରିବାକୁ ଯାଉଛନ୍ତି ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ରାଧିକା ଏବଂ ସ୍ଵସ୍ତିକ ଙ୍କ ଯୋଡି କୁ ଦର୍ଶକ ମାନେ ବୋହୁମାତ୍ର ରେ ପସନ୍ଦ ମଧ୍ୟ କରନ୍ତି | କିନ୍ତୁ ଏବେ ରାଧିକା ଏବଂ ସ୍ଵସ୍ତିକ ଆଉ ଏକ ସିରିଏଲ୍ ରେ ଅଭିନୟ କରିବାକୁ ଯାଉଛନ୍ତି | ଏହି ସିରିଏଲ୍ ଟି ସିଧା ଟିଭି ରେ ପ୍ରସାରିତ ହେବାକୁ ଯାଉଛ | ଏବେ ଏହି ସିରିଏଲ୍ ର ସୁଟିଙ୍ଗ ଜୋର୍ ସୋର୍ ରେ ଚାଲିଛି |

ଯାହା ସୂଚନା ମିଳୁଛି ଆସନ୍ତା ମାସ ଏହି ସିରିଏଲ ଟି ଟିଭି ରେ ପ୍ରସାରିତ ହେବାକୁ ଯାଉଅଛି | ଦର୍ଶକବନ୍ଧୁ ଆପଣ ମାନଙ୍କୁ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ସିରିଏଲ୍ ନୂଆବୋହୁ ରେ ରାଧିକା ଙ୍କ ଅଭିନୟ କିପରି ଲାଗୁଥିଲା କମେଣ୍ଟ୍ ମାଧ୍ୟମ ରେ ଜଣାନ୍ତୁ | ଏହା ସହିତ ଦର୍ଶକବନ୍ଧୁ ନୂଆ ଓଡ଼ିଆ ମେଗା ସିରିଏଲ୍ କୁ କେତେ ଇଛୁକ ଅଛନ୍ତି ଆମକୁ କମେଣ୍ଟ ବକ୍ସରେ ରେ ଜଣାନ୍ତୁ |

About odisha news

Check Also

ଅନୁଭବ ଙ୍କ ଘର ଛାଡିବା ପରେ ନିଜ ମା ଙ୍କ ସହ କିଛି ଏପରି ଭାବରେ ସମୟ ବିତାଉଛନ୍ତି ଓଡ଼ିଆ ହିରୋଇନ Barsha ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ !

ନମସ୍କାର ଦର୍ଶକବନ୍ଧୁ ଅନୁଭବଙ୍କ ଘର ଛାଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଏବଂ ନିଜ ବାପ ଘରେ କେମିତି ଚଳୁଛନ୍ତି ଆସନ୍ତୁ ଜାଣିବା …

Leave a Reply

Your email address will not be published.