Breaking News

ଆଜିର ରାଶିଫଳ : 19 ଏପ୍ରିଲ 2022 ମଙ୍ଗଳବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଖୁବ ସାରା ଆତ୍ମବିଶ୍ୱାସ ଓ ସହଜ କାମ ଯୋଗୁଁ ଆପଣଙ୍କୁ ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ | ଯଦି ଆପଣ କୌଣସି ନିବେଶ କରିଛନ୍ତି , ଆଜି ସେ ନେଇ ଆପଣଙ୍କୁ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି | ନିଜର ପରିବାରକୁ ପ୍ରଚୁର ସମୟ ଦିଅନ୍ତୁ | ତାଙ୍କୁ ଅନୁଭବ ହେବାକୁ ଦିଆନ୍ତୁକି ଆପଣ ତାଙ୍କର ଧ୍ୟାନ ରଖନ୍ତି |

ବୃଷ ରାଶି
କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ଆଜି ଆପଣକୁ ଅର୍ଥ ହାନି ହୋଇ ପାରେ ଯଦି ଅନ୍ୟ କଥାରେ ପଡିକି ନିବେଶ କରିବେ | ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ | ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି |

ମିଥୁନ ରାଶି
ଆଜି ପୁରା ଦିନ କାମରେ ଲାଗି ରହିଥିବା ପରେ ବି ଶକ୍ତିରେ ଭରା ଅନୁଭବ କରିବେ | ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ | ଏହି ସମୟରେ ନିଜକୁ ନିରାଶା ଓ ରାଗଠୁ ଅଲଗା ରଖନ୍ତୁ ନହେଲେ ନିଜର ହିଁ ଖରାପ କରିବେ |

କର୍କଟ ରାଶି
ଆପଣଙ୍କ ଦାନ କରିବାର ବ୍ୟବହାର ଆପଣଙ୍କ ପାଇଁ ଲୁକାୟିତ ଆଶୀର୍ବାଦ ପରି ପ୍ରମାଣିତ ହେବ,କାରଣ ଏହା ଆପଣଙ୍କ ସନ୍ଦେହ, ଅନାସ୍ଥା ,ଲୋଭ ଓ ଆସକ୍ତି ପରି ଦୁଃଷ୍ପ୍ରଭାଵ ଠୁ ରକ୍ଷା କରିବ | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ଆପଣଙ୍କର ପରିହାସ କରିବାର ପ୍ରକୃତି ଯୋଗୁଁ ସମସ୍ତେ ଆପଣଙ୍କ ଆଡ଼େ ଆକର୍ଷିତ ହେବେ |

ସିଂହ ରାଶି
ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଆଜି କୌଣସି ଏମିତି ସମ୍ପର୍କୀୟଙ୍କୁ ଉଧାର ଦିଅନ୍ତୁ ନାହିଁ ଯେଉଁମାନେ ଆପଣଙ୍କର ପୁରୁଣା ଉଧାର ଫେରାଇ ନାହାନ୍ତି | ଘରେ କୌଣସି ପ୍ରକାରର ପରିବର୍ତନ କରିବା ପୂର୍ବରୁ ନିଜଠୁ ବଡ଼ ଲୋକଂକ ମତ ନିଅନ୍ତୁ, ନଚେତ ସେମାନେ ଆପଣଙ୍କ ଠୁ ଦୁଖୀ ଓ ନିରାଶ ହୋଇ ପାରିବେ |

କନ୍ୟା ରାଶି
ଧ୍ୟାନ କଲେ ଶାନ୍ତି ମିଳିବ | ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ | ଆଜି ଆପଣଙ୍କୁ ଅନ୍ୟ ମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ | ଯଦିଓ ପିଲା ମାନଙ୍କୁ ବେଶୀ ଛାଡ ଦେବା କାରଣରୁ ଆପଣଙ୍କ ପାଇଁ ବାଧା ସୃଷ୍ଟି ହୋଇ ପାରେ | ପ୍ରେମର ଶକ୍ତି ଆପଣଙ୍କୁ ପ୍ରେମ କରିବାର କାରଣ ଦିଏ |

ତୁଳା ରାଶି
ଆଜି ଦିନଟା ଭଲରେ କଟିବନି ,ଛୋଟ-ଛୋଟ କଥାରେ ବିରକ୍ତ ହେବେ | ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ | ସାଂଗ ମାନେ ସାହାଯ୍ୟ କରିବେ ଓ ସହଯୋଗ ଦେବେ | ଯଦି ଆପଣ ଆପଣଙ୍କର ପ୍ରେମ ସମ୍ବନ୍ଧକୁ ବଜାୟ ରଖିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ କାହାର କଥା ଶୁଣି ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ ବା କୌଣସି ଭୁଲ ମନ୍ତବ୍ୟ ଦିଅନ୍ତୁ ନାହିଁ |

ବିଛା ରାଶି
ଆଜି ଆପଣଂକର ଜୀବନ-ସାଥୀଙ୍କର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ, ଆପଣଂକୁ ଚିନ୍ତା ହୋଇପାରେ| ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ନିଜର ପରିବାରକୁ ପ୍ରଚୁର ସମୟ ଦିଅନ୍ତୁ |

ଧନୁ ରାଶି
କେହି ଆପଣଙ୍କ ମନ ଖରାପ କରି ପାରେ, କିନ୍ତୁ ଏମିତି ଜିନିଷକୁ ନିଜକୁ ନିଅନ୍ତ୍ରଣ କରିବାକୁ ଦିଅନ୍ତୁ ନାହିଁ | ଅଦରକାରୀ ଚିନ୍ତା ଓ ଅସୁବିଧା ଆପଣଙ୍କ ଶରୀର ଉପରେ ନକରାତ୍ମକ ପ୍ରଭାବ ପକେଇ ପାରେ ଓ ଚର୍ମ ସମ୍ବନ୍ଧରେ ରୋଗ ଦେଇ ପାରେ | ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ |

ମକର ରାଶି
ଆପଣଙ୍କ ଆଶା ଗୋଟେ ଶୁଂଗନ୍ଧିତ ସୁନ୍ଦର ଫୁଲ ପରି ଫୁଟିବ | ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ | କିଛି ଲୋକଁକ- ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ| ଭଲ ପାଇବାର ଭାବନା ଯୋଗୁଁ ଆଜି ମନ୍ତ୍ର-ମୁଗ୍ଧ ହୋଇ ପାରନ୍ତି |

କୁମ୍ଭ ରାଶି
କାମରେ ଚାପ ଯୋଗୁଁ ଆଜି ଚିନ୍ତିତ ଅନୁଭବ କରି ପାରନ୍ତି| ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ଆଜି ନିଜ ଜୀବନ ସାଥୀନ୍କ ସହିତ ବାହାରିକୁ ବୁଲିବାକୁ ଯାଆନ୍ତୁ| ତାହା ଦି ଜଣଂକ ମଧ୍ୟରେ ଅଧିକ ଭଲ ପାଇବା ଶୃଷ୍ଟି କରିବ | ଭାବନାତ୍ମକ ଅସ୍ଥିରତା ଆପଣଙ୍କୁ ବେସ୍ତ କରି ପାରେ |

ମୀନ ରାଶି
ବେକାର କଥା ଉପରେ ବିବାଦ କରି ନିଜର ଉର୍ଜା ନଷ୍ଟ କରନ୍ତୁ ନାହିଁ | ମାନେ ରଖନ୍ତୁକି ବାଦ-ବିବାଦ କଲେ କିଛି ମିଳିବ ନାହିଁ, କିନ୍ତୁ ହରେଇବେ ନିହାତି | ସନ୍ଦେହଜନକ ଆର୍ଥିକ ନେବା-ଦେବା ରେ ଫସିବାଠୁ ସାବଧାନ ରୁହନ୍ତୁ | ଆଜି ଆପଣଙ୍କ ଘର ଲୋକ ଓ ବନ୍ଧୁ ମାନେ ବେଶୀ ଧ୍ୟାନ ପାଇବାର ଆଶା କରିବେ, କିନ୍ତୁ ଏଇଟା ହିଁ ଉଚିତ ସମୟ ନିଜକୁ ମହତ୍ୱ ଓ ରାଜକୀୟ ଆଚରଣ ଦେବା ପାଇଁ |

About odisha news

Check Also

ଆଜିର ରାଶିଫଳ : 14 ମେ 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଉଦାସ ଅର୍ଥ ଅବସ୍ଥା ଯୋଗୁଁ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବରୋଧ ଆସି ପାରେ | ହଠାତ ଆଜି …

Leave a Reply

Your email address will not be published.