Breaking News

ଆଜିର ରାଶିଫଳ : 18 ଫେବୃଆରୀ 2022 ଶୁକ୍ରବାର କେମିତି କଟିବ ଆଜି ଆପଣଙ୍କର ଦିନ

ମେଷ ରାଶି
ଭାବି ଚିନ୍ତିକି ଖାଦ୍ୟ ଗ୍ରହଣ କରନ୍ତୁ ନହେଲେ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ | ସବୁ ଅର୍ଥ ସମ୍ପର୍କ ଆଦାନ ପ୍ରଦାନ କଲା ବେଳେ ଧ୍ୟାନ ଦିଅନ୍ତୁ | ଆପଣଙ୍କର ଲକ୍ଷକୁ ପାରିବାରିକ ଚିନ୍ତା ପଥଭ୍ରଷ୍ଠ ନ କରୁ | ଖରାପ ସମୟ ବହୁତ କିଛି ଶିଖାଏ | ନିଜର ପ୍ରିୟାର ବିଶ୍ୱସ୍ତ ହେବ ଉପରେ ସନ୍ଦେହ କରନ୍ତୁ ନାହିଁ | ଆଜି ନୂଆ ଟଙ୍କା ବ୍ୟବସାୟ କରିବାର ବିଚାର ଯାହା ମନକୁ ଲାଭ ଉଠାନ୍ତୁ |

ବୃଷ ରାଶି
ଖୁସି ହେଇ ଯାଆନ୍ତୁ କାରଣ ଆପଣଙ୍କର ଭଲ ସମୟ ଆସୁଛି ଓ ଆପଣ ନିଜ ଭିତରେ ଅତିରିକ୍ତ ଉର୍ଜା ଅନୁଭବ କରିବେ | ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ | ନିଜର ସାମାଜିକ ଜୀବନକୁ ଅବହେଳା କରନ୍ତୁ ନାହିଁ | ନିଜର ବ୍ୟସ୍ତ ଦୈନିକ-କାର୍ଯ୍ୟ ଠୁ ଟିକେ ସମୟ କାଢିକି ନିଜ ପରିବାର ସହିତ ଆୟୋଜନରେ ଭାଗ ନିଅନ୍ତୁ |

ମିଥୁନ ରାଶି
ଯଦି ସମ୍ଭବ ହୁଏ ତାହେଲେ ଲମ୍ବା ଯାତ୍ରା କରନ୍ତୁ ନାହିଁ, କାରଣ ଲମ୍ବା ଯାତ୍ରା ପାଇଁ ଏବେ ଆପଣ ଦୁର୍ବଳ ଅଛନ୍ତି ଓ ଯାତ୍ରା କଲେ ଦୁର୍ବଳତା ଆହୁରି ବଢ଼ିବ | ଆପଣଙ୍କୁ କମିଶନ ,ଲାଭାଂଶ ଓ ରୋୟାଲ୍ଟି ଦ୍ୱାରା ଲାଭ ମିଳି ପାରେ | ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହାୟକ ଓ ସହଯୋଗ ଦେବେ | ଆଜି ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଆଉ କେହି ଆସି ପାରେ |

କର୍କଟ ରାଶି
ଖୁସି ରହନ୍ତୁ, କାରଣ ସବୁ ଅସୁବିଧା ପାଇଁ ଏହା ବିଷ ନିରୋଧକ ଅଟେ | ଆପଣ ଅପ୍ରତ୍ୟାଶିତ ସ୍ତ୍ରୋତରୁ ଧନ ମିଳିପାରେ, ଯାହା ବିଷୟରେ ଆପଣ କେବେ ବି ଭାବି ନଥିବେ | ଆଜି ଆପଣଙ୍କର କୌଣସି ଦୂର ସମ୍ପର୍କୀୟଙ୍କ ଖୁସି ଖବର ଆପଣଙ୍କ ପରିବାରରେ ହର୍ଷ ଉଲ୍ଲାସ ଭରିଦେବ | ଆଜି ନିଜ ପ୍ରିୟଠୁ ଦୂରେଇକି ରହିବା ଆପଣଙ୍କ ପାଇଁ ବହୁତ କଷ୍ଟକର ରହିବ |

ସିଂହ ରାଶି
ମନଵୈଜ୍ଞାନିକ ଡର ଆପଣଙ୍କ ଉତ୍ତେଜିତ କରି ପାରେ | ସକରାତ୍ମକ ଚିନ୍ତା ଓ ସ୍ଥିତିର ଆଲୋକିତ ପଟକୁ ଦେଖିବା ଆପଣଙ୍କୁ ଏହା ଠୁ ରକ୍ଷା କରି ପାରିବ | ଟଙ୍କା ରୋଜଗାର କରିବାର ନୂଆ ସୁଯୋଗ ଲାଭ ଦେବ | ଆଜି ନିଜ ଘରର ସାଜ-ସଜ୍ଜାରେ ସମୟ କଟେଇ ପାରନ୍ତି | ପ୍ରେମର ଋତୁ ଆସିଛି | କିନ୍ତୁ ଆପଣ ନିଜର ଭାବନା ଉପରେ ନିଅନ୍ତ୍ରଣ ରଖନ୍ତୁ, ନଚେତ ସମ୍ବନ୍ଧରେ କଟୁତା ଆସି ପାରେ |

କନ୍ୟା ରାଶି
ଅନ୍ୟ ମାନଙ୍କ ଆଲୋଚନା କରି ସମୟ ଖରାପ କରନ୍ତୁ ନାହିଁ,କାରଣ ତାହାର ଦୁଃଷ୍ପ୍ରଭାଵ ଆପନ୍ନାଙ୍କ ସ୍ୱାସ୍ଥ୍ୟ ଉପରାରେଭି ପଡି ପାରେ | ଆଜି ଆପଣଙ୍କ ପିତା ମାତାଙ୍କ ମଧ୍ୟରୁ କେହି ଆପଣଙ୍କୁ ଧନ ସଞ୍ଚୟ କରିବା ପାଇଁ ଉପଦେଶ ଦେବେ | ଆପଣ ତାଙ୍କ ଉପଦେଶ ଧ୍ୟାନପୂର୍ବକ ଶୁଣନ୍ତୁ ନଚେତ ଆଗାମୀ ଦିନ ମାନଙ୍କରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ |

ତୁଳା ରାଶି
ସ୍ୱାସ୍ଥୟଠୁଁ ଜଡ଼ିତ ସଂଶୟ ଆପଣଙ୍କ ପାଇଁ ଅସୁବିଧାର କାରଣ ବନି ପାରେ | ପୁରୁଣା ନିବେଶ ଯୋଗୁଁ ଅର୍ଥ ଅବସ୍ଥାରେ ବୃଦ୍ଧି ଦେଖା ଦେଇ ପାରେ | ପିଲା ମାନେ ଆସ ପୁରୁଣ ନ କରିବା କାରଣରୁ ଆପଣ ନିରାଶ ହୋଇ ପାରନ୍ତି | ସ୍ୱପ୍ନାକୁ ପୁରା ପାଇଁ ତାଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ଅଛି | ପ୍ରେମପ୍ରସଙ୍ଗ ପାଇଁ ଆଜି ଦିନଟା ବହୁତ ବୀବଡମୂଳକ ରହିବ |

ବିଛା ରାଶି
ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି | ଆର୍ଥିକ ଅବସ୍ଥାରେ ସୁଧାର ଆସିବା ଯୋଗୁ ବହୁତ ସମୟରୁ ରହି ୟାଇଥିବା ବିଲ୍ଲ ଓ ରୁଣ ସୁଝିପାରିବେ | ଆପଙ୍କ ଧ୍ୟାନ ପାଇଁ ପିପାସା ଆପଣଙ୍କୁ ନୂଆ ବନ୍ଧୁ ବନେଇବାରେ ସାହାଯ୍ୟ କରିବ | ଆଜି ନିଜ ପ୍ରେମିକାଙ୍କୁ କିଛି କଷ୍ଟ ଦେଲା ପରି କଥା କୁହନ୍ତୁ ନାହିଁ ,ଫଳରେ ମନ ଖରାପ ହୋଇ ପାରେ |

ଧନୁ ରାଶି
ଚଣା-ଛଣି ଖାଦ୍ୟକୁ ପରିହାର କରନ୍ତୁ ଓ ନିୟମିତ ରୂପରେ ବ୍ୟୟାମ କରନ୍ତୁ | ନିଜ ପାଇଁ ଧାନ ସଂଚୟ କରିବାର ଆପଣଙ୍କର ଯୋଜନା ଆଜି ସଫଳ ହୋଇପାରେ | ଆଜି ଆପଣ ଉଚିତ ମାତ୍ରାରେ ସଂଚୟ କରିବାରେ ସକ୍ଷମ ହୋଇପାରିବେ | କୌଣସି ଦୂରର ବନ୍ଧୁ ବାନ୍ଧବ ଆଡୁ ଆଜି ହଠାତ କୌଣସି ଖବର ଶୁଣି ପୁରା ପରିବାର ଉତ୍ତେଜିତ ରହିବ |

ମକର ରାଶି
ଖୁଦ୍ର ସମୟ ପାଇଁ କ୍ରୋଧ ବିବାଦ ଓ ଦୁର୍ଭାବନାର କାରଣ ହୋଇ ପାରେ | ଧନ ସମ୍ବନ୍ଧୀୟ କୌଣସି ମାମଲା ଯଦି କୋଟ କଚେରୀରେ ଚାଲୁଥାଏ ତେବେ ଆଜି ସେଥିରେ ଆପଣ ବିଜୟୀ ହୋଇପାରନ୍ତି ଏବଂ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ | ପିଲା ମାନେ ଖେଳା-ଖେଳି ଓ ଅନ୍ୟ ବାହାର ଗତିବିଧି ଉପାରେ ବେଶୀ ସମୟ ଖର୍ଚ୍ଚ କରିବେ | ଆଜି ଆପଣଙ୍କ କାରଣରୁ ଚାରି ଆଡେ ପ୍ରେମ ହିଁ ପ୍ରେମ ବ୍ୟାପିବ |

କୁମ୍ଭ ରାଶି
ଆଜିର ମନୋରଞ୍ଜନରେ ବାହାର ଗତିବିଧି ଓ କ୍ରୀଡ଼ାକୁ ବି ସମଷ୍ଟିରେ କରିବା ଉଚିତ | ଆପଣ ନିଜେ ଜାଣି ଛନ୍ତି କି ଲୋକ ମାନେ ଆପଣଙ୍କଠୁ କଣ ଆଶା କରୁଛନ୍ତି ତେଣୁ ଅଯଥାରେ ବେଶୀ ଖରଚ କରନ୍ତୁ ନାହିଁ | ଆଜି ଆପଣ ଅଧର୍ଯ୍ୟ ହୋଇ ପାରନ୍ତି | ସେଥିପାଇଁ ଧର୍ଯ୍ୟ ରଖନ୍ତୁ, ନଚେତ ଆପଣଙ୍କ ଆଖ-ପାଖ ଲୋକ ଆପଣଙ୍କ ବ୍ୟବହାର ଯୋଗୁଁ ଦୁଖୀ ହୋଇ ପାରନ୍ତି |

ମୀନ ରାଶି
ମାଡ଼ ଠୁ ରକ୍ଷା ପାଇବା ପାଇଁ ସାବଧାନ ହୋଇ ବସନ୍ତୁ | ତା ସହିତ ଠିକ ଭାବରେ ଅଂଟା ସିଧା କରି ବସିଲେ ନା କେବଳ ବ୍ୟକ୍ତିତ୍ୱରେ ବୃଦ୍ଧି ଆସିବ, ତା ଛଡ଼ା ସ୍ୱାସ୍ଥ୍ୟ ଓ ଆତ୍ମ-ବିଶ୍ୱାସର ସ୍ତରକୁ ବି ଉପରକୁ ନେଇ ଯିବ | ଆପଣ କେବେ ଧନର ମହତ୍ୱ ବୁଝି ନାହାନ୍ତି, କିନ୍ତୁ ଆଜି ଆପଣ ତାହା ବୁଝିପାରିବେ ଯେତେବେଳେ ଆପଣଙ୍କୁ ବହୁତ ଧନର ଆବଶ୍ୟକତା ହେବ କିନ୍ତୁ ଆପଣଙ୍କ ପାଖରେ ଧନ ନ ଥିବ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.