Breaking News

ଆଜିର ରାଶିଫଳ : 18 ଏପ୍ରିଲ 2022 ସୋମବାରକେମିତି କଟିବ ଆଜିର ଦିନ !

ମେଷ ରାଶି
ଘରେ ଚିନ୍ତାଜନକ ସ୍ତିତି ଆପଣଙ୍କୁ କ୍ରୋଧିତ କରି ପାରେ | ଏହାକୁ ମନ ଭିତରେ ରଖିଲେ ସ୍ବାସ୍ଥ୍ୟ ଖରାପ ହୋଇ ପାରେ | ଶାରୀରିକ ଗତିବିଧିରେ ବୃଦ୍ଧି ଆଣି ଏହା ଠୁ ନିଜାତ ପାଆନ୍ତୁ | ଖରାପ ଅବସ୍ଥା ଠୁ ଦୁରେଇ ରହିବ ହିଁ ଉତ୍ତମ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ |

ବୃଷ ରାଶି
ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ | ଯେଉଁ ମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି | ଘରକୁ ଅଥିତି ଆସିବା କାରଣରୁ ଦିନ ଶୁଭ ଓ ବଢ଼ିଆ କାଟିବ |

ମିଥୁନ ରାଶି
ଆଜିର ମନୋରଞ୍ଜନରେ ବାହାର ଗତିବିଧି ଓ କ୍ରୀଡ଼ାକୁ ବି ସମଷ୍ଟିରେ କରିବା ଉଚିତ | ନିଜର ଧାନ କିପରି ଭାବରେ ସଂଚୟ କରିପାରିବେ ତାହା ଆଜି ଆପଣ ଭଲଭାବରେ ଶିଖିପାରିବେ ଏବଂ ଏହା ଦ୍ୱାରା ଆପଣ ଆପଣଙ୍କର ଧାନ ସଂଚୟ କରିପାରିବେ |

କର୍କଟ ରାଶି
ଆଜି ଘରେ ପୂଜା ପାଠ ଓ ବିଭିନ ଶୁଭ କାର୍ଯ୍ୟ ହେବ | ଯେଉଁମାନେ ବିନା ଚିନ୍ତାରେ ଅର୍ଥ ଖର୍ଚ୍ଚ କରନ୍ତି , ସେମାନଙ୍କୁ ଆଜି ଅର୍ଥର ଆବଶ୍ୟକତା ପଡ଼ିପାରେ ଏବଂ ଆଜି ଆପଣ ଆବଶ୍ୟକତା ସମୟରେ ଅର୍ଥର ମହତ୍ୱ ବୁଝିପାରିବେ | ହଠାତ ଆସିଥିବା କାର୍ଯ୍ୟ ଯୋଗୁଁ ଆପଣଙ୍କ ଦିନର ଯୋଜନାରେ ବାଧା ପଡି ପାରେ |

ସିଂହ ରାଶି
କେବଳ ଆପଣ ହିଁ ଜାଣିଛନ୍ତି କି ଆପଣଙ୍କ ପାଇଁ କଣ ଭଲ, ସେଥିପାଇଁ ବଳିଷ୍ଠ ଓ ସ୍ପଷ୍ଟବାଦୀ ବନାନ୍ତୁ ତଥା ବେଗ ବଢ଼େଇ ନିଷ୍ପତି ନିଅନ୍ତୁ ଓ ତାଙ୍କର ପରିଣାମର ସାମନା କରିବାକୁ ପ୍ରସ୍ତୁତ ରୁହନ୍ତୁ | ଯେଉଁ ମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି |

କନ୍ୟା ରାଶି
ଆପଣଙ୍କ ଆଶା ଗୋଟେ ଶୁଂଗନ୍ଧିତ ସୁନ୍ଦର ଫୁଲ ପରି ଫୁଟିବ | ଏକ ନୂତନ ବିତିୟ ବୁଝାବଣା ଶେଷ ରୂପ ନେବ ଓ ଧନ ପ୍ରାପ୍ତି ହେବ | ଆପଣଙ୍କ ଆଜି ଦିନ ଆପଣଙ୍କ ପାଇଁ ପ୍ରଶଂସା ଓ ଆନନ୍ଦ ସହିତ ବିଶେଷ ସନ୍ଦେଶ ନେଇକି ଆସିବ |

ତୁଳା ରାଶି
ଆଜିର ଦିନ ଯୋଗ ଓ ଧ୍ୟାନ ସହିତ ଆରମ୍ଭ କରିପାରନ୍ତି | ଏହା ଦ୍ୱାରା ଆପଣ ପୁରା ଦିନ ଉର୍ଜ୍ଜାର ସହିତ କାଟିବେ ହଠାତ ଖର୍ଚ୍ଚ ଆସିବା କାରଣରୁ ମନ ଖରାପ ହୋଇ ପାରେ | ଆଜି ଦିନଟା ବନ୍ଧୁ ମାନଙ୍କଠୁ ଖୁସି ଖବର ପାଇଁକି ଆରମ୍ଭ କରିବେ |

ବିଛା ରାଶି
ଆଜି ଏମିତି କ୍ରିୟାରେ ସାମିଲ ହୁଅନ୍ତୁ ଯାହା ଆପଣଙ୍କୁ ଖୁସି ଓ ଆରମ୍ଭ ପ୍ରଦାନ କରିବ | ବହୁତ ଦିନରୁ ଅଟକିଥିବା ଧନ ଶେଷରେ ଆପଣଙ୍କୁ ମିଳିବ | ନାତି-ନାତୁଣୀ ମାନଙ୍କଠୁ ଆଜି ବହୁତ ଖୁସି ମିଳି ପାରେ | ଆଜି ଆପଣ ଟିକେ ଅଲଗା ପ୍ରକାରର ଭଲ ପାଇବାକୁ ଅନୁଭବ କରି ପାରିବେ |

ଧନୁ ରାଶି
ସୁସ୍ତ ଶରୀର ପାଇଁ ପଦ ଯାତ୍ରା ଅଧିକା ରୁ ଅଧିକା କରିବାକୁ ଚେଷ୍ଟା କରନ୍ତୁ | ଆଜି ଆପଣ ଧନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି , ତେଣୁ କୌଣସି ବିଶ୍ୱସ୍ତ ପାତ୍ରଙ୍କ ଠାରୁ ଉପଦେଶ ନିଅନ୍ତୁ | ଆଜି ବନ୍ଧୁ ମାନଙ୍କ ସହିତ ଭଲ ସମୟ କାଟିବେ କିନ୍ତୁ ଗାଡି ଚଲେଇଲା ବେଳେ ସାବଧାନ ହୋଇ ଚଲାନ୍ତୁ |

ମକର ରାଶି
ମାନସିକ ଓ ନୈତିକ ଶିକ୍ଷା ସହିତ ଶାରୀରିକ ଶିକ୍ଷା ବି ନିଅନ୍ତୁ,କେବଳ ତେବେ ହିଁ ପୁର୍ଣ ଭାବରେ ବିକାଶ ସମ୍ଭବ | ମନେ ରଖ୍ନ୍ତୁକି ସୁସ୍ତ ଶରୀରରେ ହିଁ ଗୋଟେ ସୁସ୍ତ ମନର ନିବାସ ହୁଏ | ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | ଯେଉଁ ଲୋକ ମାନଙ୍କୁ ଆପଣ ପସନ୍ଦ କରନ୍ତି, ସେମାନଙ୍କୁ ଉପହାର ଦେବା-ନେବା ପାଇଁ ଅତି ଶୁଭ ଦିନ ଅଟେ |

କୁମ୍ଭ ରାଶି
ସୁସ୍ତ ଶରୀର ପାଇଁ ପଦ ଯାତ୍ରା ଅଧିକା ରୁ ଅଧିକା କରିବାକୁ ଚେଷ୍ଟା କରନ୍ତୁ | ଆପଣ ଧନ ଲାଭ କରି ପାରିବେ, କିନ୍ତୁ ସର୍ତ ଏହା କି ଆପଣ ଆପଣଙ୍କ ସ୍ୱଳ୍ପ ସଂଚୟ ପାରମ୍ପରିକ ବିନିଯୋଗରେ ନିବେଶ କରନ୍ତୁ | ପଇସାକୁ ନେଇ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ମତଭେଦ ହୋଇପାରେ |

ମୀନ ରାଶି
ମାନସିକ ଚାପ ଓ ଯନ୍ତ୍ରଣା କାରଣରୁ ଅସୁସ୍ଥ ଅନୁଭବ କରାଇ ପାରନ୍ତି | ଶାନ୍ତି ଓ ଆରାମ ପାଇବା ପାଇଁ ବନ୍ଧୁ ଓ ପରିବାର ଲୋକଙ୍କ ସହିତ ସମୟ ବ୍ୟତୀତ କରନ୍ତୁ | ଆଜି ଆପଣ ସାଙ୍ଗସାଥୀଙ୍କ ମେଳାରେ ବହୁତ ଅର୍ଥ ଖର୍ଚ୍ଚ କରିପାରନ୍ତି କିନ୍ତୁ ତା ସତ୍ତ୍ବେ ଆପଣଙ୍କ ପାଖରେ ଧାନର ଅଭାବ ହେବ ନାହିଁ |

About odisha news

Check Also

ଆଜିର ରାଶିଫଳ : 19 ମେ 2022 ବୁଧବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ …

Leave a Reply

Your email address will not be published.