Breaking News

ହନୁମାନ କାହିଁକି ଶରୀରରେ ସିନ୍ଦୁର ପ୍ରୟୋଗ କରୁଥିଲେ ଯଦି ଆପଣ ଜାଣନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ଦିନକର କଥା ଦେବ ସୀତା କପାଳରେ ସିନ୍ଦୁର ଲଗାଉଥିଲେ ସେହି ସମୟରେ ଉପସ୍ଥିତ ହେଲେ ବୀର ହନୁମାନ ସେ ଦେଖିଲେ ମା ମସ୍ତକରେ କଣ ଲଗାଉଛନ୍ତି ଦେଖି ଆଶ୍ଚର୍ଯ୍ୟ ହେଲେ ତାପରେ ମାଙ୍କୁ ପ୍ରଣାମ କରି କହିଲେ ମା ତୁମେ ମସ୍ତକରେ କଣ ଲଗାଉଛ ତାହାକୁ ଲଗାଇଲେ କଣ ହେବ ତାହାକୁ କାହିଁକି ଲଗାଉଛ ଓ ଏହା କାହା ପାଇଁ ଲଗାଉଛ ହନୁମାନଙ୍କ ମୁଖରୁ ଏମିତି ଅନେକ ପ୍ରଶ୍ନ ଶୁଣି ମାତା ସୀତା ଠାକୁରାଣୀ | ପ୍ରଥମେ କିଛି ସମୟ ଚୁପ ରହି ତାପରେ କହିଲେ ହନୁମାନ ଏହା ହେଉଛି ସିନ୍ଦୂର |

ଏହି ସିନ୍ଦୂର ଲଗାଇଲେ ପ୍ରଭୁ ରାମଚନ୍ଦ୍ର ଙ୍କର ଆୟୁଷ ବୃଦ୍ଧି ହେବ ୟାଙ୍କର ସ୍ରାବ ବିଧି ହେବ ସେ ସଙ୍ଗେ ସଙ୍ଗେ ପ୍ରସ୍ନ ହେବେ ଫଳରେ ମୋର ସବୁ କିଛି ଶୁଭ ହେବ ଏହା ଶୁଣି ହନୁମାନ ଆନନ୍ଦିତ ହେଲେ ମନେ ମନେ ଭାବିଲେ ମା ଦୁଇ ଠୋପା ସିନ୍ଦୂର ଲଗାଇଲେ ଭଗବାନ ଶ୍ରୀ ରମାନଙ୍କର ଯଦି ଶ୍ରୀ ରାମଙ୍କର ଆୟୁଷ ବଢି ଯାଉଛି ସେ ପର୍ସନ ହେଉଛନ୍ତି ତେବେ ମୁଁ ମୋର ସର୍ବାଙ୍ଗ ଦେହରେ ସିନ୍ଦୂର ବୋଲି ଦେମି ଫଳରେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଅମର ହୋଇଯିବେ ମୁ ଯେତେ ବେଳେ ଚାହିଁବି ସେ ସାଙ୍ଗେ ସାଙ୍ଗେ ପର୍ସନ ହେବେ ଏହା ଭାବି ସେ ସଙ୍ଗେ ସଙ୍ଗେ ନିଜର ଦେହ ସାରା ସିନ୍ଦୂର ବୋଲି ହେଲେ |

ଭକ୍ତ ହନୁମାନ ଦେହ ସାରା ସିନ୍ଦୂର ବୋଲି ହୋଇ ଦରବାର ରେ ପହଞ୍ଚି ଗଲେ ଏବେ ଶ୍ରୀ ରାମ ଚନ୍ଦ୍ରଙ୍କ କହିଲେ ମୋର ପ୍ରଣର ଠାକୁର ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ପର୍ସନ ହୋଇ ଶ୍ରୀ ରାମଚନ୍ଦ୍ର ଦେହ ଦେଖି ଏହାର କାରଣ ପଚାରି ବାରୁ ହନୁମାନ ସବୁ କଥା ଖୋଲା ହୃଦୟରେ ଗୋଟି ଗୋଟି କରି କହିଦେଲେ ସବୁ ଶୁଣି ସାରିବା ପରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଭକ୍ତ ହନୁମାନଙ୍କୁ କୁଣ୍ଢାଇ କହିଲେ ବଛ ତୁମ ଭଳିଆ ଭକ୍ତ ପାଇ ମୁଁ ବହୁତ ଅନାଦିତ ଅଛି ତୁ ମୋର ସ୍ରେଷ୍ଟ ଭକ୍ତ ମୁ ଆପଣଙ୍କୁ ଆଶ୍ରିବାଦ କରୁଛି ଏହି ସିନ୍ଦୂର ରୂପରେ ତୁ ଅମର ଲାଭ କର |

ଏହି ରୂପରେ ପୂଜା କରି ତମ ଦେହରୁ ସିନ୍ଦୂର ନେଇ ମନୁଷ୍ୟ ମସ୍ତକରେ ଧାରଣ କରିବ ତାର ସବୁ ଇଚ୍ଛା ପୁରଣ ହବ | ତାର ସର୍ବ ସିଦ୍ଧି ମଙ୍ଗଳ ହେବ ସେହି ଦିନରୁ ଭକ୍ତ ହନୁମାନଙ୍କ ଦେହ ସିନ୍ଦୂର ବର୍ଣ୍ଣ ହୋଇ ରହିବ |ଦର୍ଶକବନ୍ଧୁ ଏହି ଅମୃତ ମୟ କଥାଟିକୁ ସମସ୍ତଙ୍କ ପାଖରେ ପହଂଚ ଇବା ପାଇଁ ବିନମ ଅନୁରୋଧ ଆପଣ ଏହି କଥାଟିକୁ ସମସ୍ତ ପାଖକୁ ସେଆର କରିବେ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.