Breaking News

ଓଡିଶା ଏକ ନମ୍ବର Vlogger ରୂପା (Rupa) ତାଙ୍କ ସ୍ଵାମୀ ପିଣ୍ଟୁ (Pintu) ଙ୍କ ସହ ଏମିତି ହୋଲି ଖେଳିଲେ – ଦେଖନ୍ତୁ ଭିଡିଓ

ତେବେ ଆପଣ ମାନେ ରୂପା ଆଉ ପିଣ୍ଟୁ ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତାଙ୍କ ବିଷୟ ରେ କିଏ ବା ନଜାଣେ । ରୂପା ଆଉ ପିଣ୍ଟୁ ଙ୍କ ଭିଡିଓ କୁ ପ୍ରତ୍ୟେକ ଦର୍ଶକ ମାନେ ଦେଖିବାକୁ ବହୁତ ପସନ୍ଦ କରୁଛନ୍ତି । ରୂପା ଆଉ ପିଣ୍ଟୁ ଏମାନେ ଦୁଇଜଣ ଯାକ ସ୍ବାମି ଆଉ ସ୍ତ୍ରୀ । ତେବେ ଏମାନେ ଙ୍କ ବିଷୟ ରେ ଆପଣ ମାନେ ବହୁତ ଭଲ ଭାବ ରେ ଜାଣିଥିବେ ।

ତେବେ ଯଦି ଆପଣ ମାନେ ରୂପା ଆଉ ପିଣ୍ଟୁ ବିଷୟ ରେ ଜାଣି ବାକୁ ଚାହୁଁଥିବେ କି ଆମେ ବର୍ତ୍ତମାନ ଆପଣ ଙ୍କୁ କ’ଣ କହିବାକୁ ଚାହୁଁଚୁ ସେ ବିଷୟ ରେ ପୁରା ଭଲ ଭାବରେ ଜାଣିବାକୁ ଚାହୁଁଥିବେ ତେବେ ଆପଣ ଆମର ଏ ଲେଖାଟିକୁ ପୁରା ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ତାହେଲେ ଯାଇ ଜାଣି ପାରିବେ ଆମେ ମାନେ ଆପଣ ଙ୍କୁ କ’ଣ କହିବାକୁ ଯାଉଛୁ ।

ତେବେ ରୂପା ଆଉ ପିଣ୍ଟୁ ଙ୍କୁ କିଏ ଏବେ ନ ଜାଣନ୍ତି । ରୂପା ଆଉ ପିଣ୍ଟୁ ଙ୍କ ବହୁତ ସାରା ଫ୍ୟାନ୍ ଅଛନ୍ତି ଯେଉଁ ମାନେ ରୂପା ଆଉ ପିଣ୍ଟୁ ଙ୍କ ବିଷୟ ରେ ବହୁତ କିଛି ଜାଣିବାକୁ ଚାହୁଁଛନ୍ତି । ଯେହେତୁ ରୂପା ଆଉ ପିଣ୍ଟୁ ଏବେ ବହୁ ଚର୍ଚ୍ଚିତ୍ ସୋସିୟାଲ୍ ମିଡ଼ିଆ ରେ । ସେ ତାଙ୍କ କ୍ୟାରିୟର୍ ଏଇ ଏକ ରିଲ୍ ରୁ ଆରମ୍ଭ କରିଥିଲେ ଆଉ ସେମାନ ଦୁଇଜଣ ଙ୍କ ଅଧିକ ପରିଶ୍ରମ ଆଉ କଷ୍ଟ ପାଇଁ ଆଜି ରୂପା ଆଉ ପିଣ୍ଟୁ ସଫଳତା ପାଇ ପରିଛନ୍ତି ।

ତେବେ ରୂପା ଆଉ ପିଣ୍ଟୁ ପରସ୍ପର ଙ୍କ ବହୁତ ସୁନ୍ଦର୍ ରିଲ୍ ବନେଇ ବନେଇ ଏବେ ସେ ସୋସିୟାଲ୍ ମିଡ଼ିଆ ରେ ରାଜା ଆଉ ରାଣୀ ସାଜିଛନ୍ତି । ରୂପା ଆଉ ପିଣ୍ଟୁ ବହୁତ ଙ୍କ ବହୁତ ଆଲବମ୍ ଗୀତ ମଧ୍ୟ ରିଲିଜ୍ ହେଇଗଲାଣି । ଯେବେ ସୋସିୟାଲ୍ ମିଡ଼ିଆ ଖୋଲିବେ ତେବେ ଆପଣ ମାନେ ଅଧିକ ରୂପା ଆଉ ପିଣ୍ଟୁ ବିଷୟ ରେ ଚର୍ଚ୍ଚା ହିଁ ବେଶୀ ଦେଖିବେ। ତେବେ ରୂପା ଆଉ ପିଣ୍ଟୁ ଏବେ ବହୁତ ଖୁସି ରେ ଅଛନ୍ତି ଯେହେତୁ ଏବେ ହୋଲି ଆସିଥିଲା ।

ତେଣୁ ରୂପା ଆଉ ପିଣ୍ଟୁ ବହୁତ ହୋଲି ଖେଳି ବହୁତ ମଜ୍ଜା ମସ୍ତି କରିଛନ୍ତି । ତେବେ ହୋଲି ଖେଲିବା ଭିତରେ ତାଙ୍କ ଘର କାମ ମଧ୍ୟ ଚଲୁଥିଲା ତାକୁ ମଧ୍ୟ ଧ୍ୟାନ୍ ରେ ରଖିଥିଲେ ତାପରେ ମଧ୍ୟ ରୂପା ଆଉ ପିଣ୍ଟୁ ଏବଂ ତାଙ୍କ ପରିବାର ଏବଂ ତାଙ୍କ ସାଙ୍ଗ ମାନଙ୍କ ସହ ବହୁତ ହୋଲି ଖେଳି ହୋଲି ବହୁତ ସାରା ଏଞ୍ଜଏ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.