Breaking News

ଆଜିର ରାଶିଫଳ : 17 ଫେବୃଆରୀ 2022 ଗୁରୁବାର କେମିତି କଟିବ ଆଜି ଆପଣଙ୍କର ଦିନ

ମେଷ ରାଶି
ଗର୍ଭବତୀ ମହିଳା ମାନଂକ ପାଇଁ ସାବଧାନ ରହିବା ଅତି ଆବଶ୍ୟକ | ବ୍ୟାପାରରେ ଆପଣଙ୍କର ଆଜି ଲାଭ ହୋଇପାରେ | ଆଜିର ଦିନରେ ଆପଣଙ୍କର ବ୍ୟାପାରକୁ ନୂଆ ସଫଳତା ମିଳିପାରେ | ସନ୍ଧ୍ୟା ସମୟରେ ସାମାଜିକ ଗତିବିଧି ଆଶା ଠୁ ଅଧିକ ଭଲ ରହିବ | ଟିକେ ସଂଭାଳିକି ରୁହନ୍ତୁ,କାରଣ ଆପଣଙ୍କ ପ୍ରିୟ ରସମୟ ଭାବରେ ଆପଣଙ୍କୁ ତେଲ ମାରି ପାରନ୍ତି କି – ମୁଁ ତୁମ ବିନା ଏଇ ଦୁନିଆରେ ବଞ୍ଚି ପାରିବିନି |

ବୃଷ ରାଶି
ଆପଣଙ୍କ ଝଗଡା କରିବା ସ୍ଵଭାଵ କାରଣରୁ ଆପଣଙ୍କ ଶତ୍ରୁ ବଢ଼ି ପାରନ୍ତି | କାହାକୁ ନିଜ ଉପରେ ଅଟେ ନିଅନ୍ତ୍ରଣ ଦିଆନ୍ତୁନି କି, ସିଏ ଆପଣଙ୍କୁ ନିରାଶ କରି ପାରେ ଓ ଯାହା ପରେ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡ଼େ | ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ |

ମିଥୁନ ରାଶି
ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ | ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି | ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ | ଏହା ଆଜି ଆପଣଙ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିପା ନିଜର ପିଲାଙ୍କ ପାଇଁ କିଛି ବିଶେଷ ଯୋଜନା କରନ୍ତୁ |

କର୍କଟ ରାଶି
ଆପଣଙ୍କ ଦାନ କରିବାର ବ୍ୟବହାର ଆପଣଙ୍କ ପାଇଁ ଲୁକାୟିତ ଆଶୀର୍ବାଦ ପରି ପ୍ରମାଣିତ ହେବ,କାରଣ ଏହା ଆପଣଙ୍କ ସନ୍ଦେହ, ଅନାସ୍ଥା ,ଲୋଭ ଓ ଆସକ୍ତି ପରି ଦୁଃଷ୍ପ୍ରଭାଵ ଠୁ ରକ୍ଷା କରିବ | ସବୁ ଅର୍ଥ ସମ୍ପର୍କ ଆଦାନ ପ୍ରଦାନ କଲା ବେଳେ ଧ୍ୟାନ ଦିଅନ୍ତୁ | ସମସ୍ୟାକୁ ନିଜ ମୁଣ୍ଡରୁ କାଢ଼ି ଦିଅନ୍ତୁ ଓ ଘରଲୋକ ବା ବନ୍ଧୁ ମାନଙ୍କ ସହିତ ନିଜ ସ୍ଥିତି ସୁଧାରିବା ବିଷୟରେ ଭାବନ୍ତୁ |

ସିଂହ ରାଶି
ଗୁରୁଜନୋଚିତ ଲୋକଙ୍କୁ ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଉଚିତ | ଆଜି ଯେଉଁ ନିବେଶ ଯୋଜନା ଗୁଡିକ ଆପଣଙ୍କୁ ଆକର୍ଷିତ କରୁଛନ୍ତି ତାହା ବିଷୟରେ ଭଲ ଭାବରେ ଖୋଲ-ତାଡ଼ କରନ୍ତୁ ଓ ବଚନ ଦବା ଆଗରୁ ସମସ୍ତଙ୍କଠୁ ପରାମର୍ଶ ବି ନିଅନ୍ତୁ | ଘରେ ଚେଷ୍ଟା କରଂତୁକି କେହି ଆପଣଙ୍କ କାରଣରୁ ଆହାତ ନ ହୋଉ ଓ ପରିବାର ଲୋକଙ୍କ ଆବଶ୍ୟକତା ହିସାବରେ ନିଜକୁ ଗଢନ୍ତୁ |

କନ୍ୟା ରାଶି
ନିଜର ଉତ୍ସାହ ରଖିବା ପାଇଁ ନିଜର କଳ୍ପନାରେ କୌଣସି ସୁନ୍ଦର ଓ ବିଚିତ୍ର ଛବି ଆଂକନ୍ତୁ | ଆର୍ଥିକ ଅବସ୍ଥାରେ ଉନ୍ନତି ହେବା କାରଣରୁ ନିଜର ଆବଶ୍ୟକ ବସ୍ତୁ କିଣି ପାରିବେ | ସାଙ୍ଗ ଓ ପରିବାର ଲୋକଙ୍କ ସହିତ ଆନନ୍ଦରେ ସମୟ କଟିବ | ବିବାହ ପ୍ରସ୍ତାବ ପାଇଁ ଉଚିତ ସମୟ ଅଛି,କାରଣ ଆପଣଙ୍କ ପ୍ରେମ ଜୀବନ ସାରାର ସାଥୀରେ ରୂପାନ୍ତରିତ ହୋଇ ପାରନ୍ତି |

ତୁଳା ରାଶି
ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ | ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ | ଘରୋଇ ଜୀବନ ଶାନ୍ତି ଓ ଖୁସି ଭରା ରହିବ | ଆପଣଙ୍କ ଅସୀମ ପ୍ରେମ ଆପଣଙ୍କ ପ୍ରିୟଙ୍କ ପାଇଁ ଅତି ବହୁମୂଲ୍ୟ ଅଟେ | କୂଟନୀତି ଭାବରେ ସବୁ କିଛି କରନ୍ତୁ ନଚେତ ନୂତନ ବିପଦର ସାମ୍ନା କରିବାକୁ ପଡିପାରେ |

ବିଛା ରାଶି
ରକ୍ତଚାପର ରୋଗୀଙ୍କୁ ବିଶେଷ କରିକି ନିଜର ଧ୍ୟାନ ରଖିବା ଆବଶ୍ୟକ ଓ ଠିକ ସମୟରେ ଓଷଧ କହିବା ଉଚିତ | ତା ସହିତ ତାଙ୍କୁ କୋଲେଷ୍ଟ୍ରୋଲକୁ ନିଅନ୍ତ୍ରଣରେ ରଖିବାକୁ ଚେଷ୍ଟା କରିବା ଉଚିତ | ଏହା କରିବା ବହୁତ ଲାଭକାରୀ ପ୍ରମାଣିତ ହେବ | ଆଜି ଆପଣଙ୍କୁ ଭୂମି,ରୟାଲ-ଇଷ୍ଟେଟ କିମ୍ବା ସାଂସ୍କୃତିକ ପରିଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି |

ଧନୁ ରାଶି
କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ଆଜି ଗୁଡ଼ାଏ ଅର୍ଥ ଯୋଜନା ଆପଣଙ୍କ ସାମନାରେ ଆସିବ, ତେଣୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ | ଲୋକାନାଂକ ସହିତ ବିବାଦ ସାରି ଆପଣ ଆପଣଙ୍କର ଉଦେଶ୍ୟକୁ ଅତି ସହଜରେ ପୁର୍ଣ କରି ପାରିବେ |

ମକର ରାଶି
ପ୍ରକୃତି ଆପଣଙ୍କୁ ବିଶେଷ ସାହସ ଓ ବୁଦ୍ଧିର ଉପହାର ପ୍ରଦାନ କରିଛି- ତାହାର ଲାଭ ଉଠାନ୍ତୁ | କୌଣସି ବିପରୀତ ଲିଙ୍ଗି ବ୍ୟକ୍ତିଙ୍କ ସହାୟତାରେ ଚାକିରୀ କ୍ଷେତ୍ରରେ ଅର୍ଥପ୍ରାପ୍ତି ହୋଇପାରେ | ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ | ଆଜି ଆପଣଙ୍କ ପ୍ରୀୟଠୁ ଦୁରେଇ ଯିବାର ଦୁଃଖ ଆପଣଙ୍କୁ ଯନ୍ତ୍ରଣା ଦେବ |

କୁମ୍ଭ ରାଶି
ନିଜର ଓଜନ ଉପରେ ନଜର ରକଃନ୍ତୁ ଓ ଆବଶ୍ୟକତାରୁ ବେଶୀ ଖାଇବା ପରିହାର କରନ୍ତୁ | ଆଜି ଯେଉଁ ନିବେଶ ଯୋଜନା ଗୁଡିକ ଆପଣଙ୍କୁ ଆକର୍ଷିତ କରୁଛନ୍ତି ତାହା ବିଷୟରେ ଭଲ ଭାବରେ ଖୋଲ-ତାଡ଼ କରନ୍ତୁ ଓ ବଚନ ଦବା ଆଗରୁ ସମସ୍ତଙ୍କଠୁ ପରାମର୍ଶ ବି ନିଅନ୍ତୁ | ଅତିଥି ମାନଙ୍କ ସହିତ ଆନନ୍ଦ ନେବା ପାଇଁ ଆଜି ବହୁତ ଶୁଭ ଦିନ | ନିଜର ଅତିଥି ମାନଙ୍କ ସହିତ ମିଶିକି କିଛି ବିଶେଷ କରିବାକୁ ଯୋଜନା ବନାନ୍ତୁ |

ମୀନ ରାଶି
ଆଜି ଅନ୍ୟ ଲୋକଙ୍କ ଚିନ୍ତା ଯୋଗୁଁ ନିଜକୁ ସମୟ ଦେଇ ପାରିବେନି ତେଣୁ ନିଜ ପାଇଁ ଟିକେ ସମୟ କାଢନ୍ତୁ ଓ ନିଜକୁ ଖୁସି ଦେବା ପରି କାମ କରନ୍ତୁ | ନିଜକୁ ଅବହେଳା କରନ୍ତୁ ନାହିଁ | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ | ଯଦି କଥାବାର୍ତା ଓ ଚର୍ଚ୍ଚା ଆପଣଙ୍କ ହିସାବରେ ନ ହୁଏ, ତାହେଲେ ଆପଣ ରାଗରେ କଡ଼ା କଥା କହି ପାରନ୍ତି |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.