Breaking News

ଆଜିର ରାଶିଫଳ : 17 ଏପ୍ରିଲ 2022 ରବିବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଆପଣଙ୍କ ସ୍ପଷ୍ଟ ଓ ନିର୍ଭୟ ଚିନ୍ତାଧାରା ଆପଣଙ୍କ ସାଙ୍ଗର ଗର୍ବକୁ କ୍ଷତି କରି ପାରେ | ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କଠାରୁ ଆର୍ଥିକ ସହାୟତା ମାଗିପାରେ | ତାଙ୍କୁ ସାହାଯ୍ୟ କଲେ ଆପଣ ଆର୍ଥିକ ଭାବରେ ପଙ୍ଗୁ ହୋଇପାରନ୍ତି | ହଠାତ ଆଜି ଆପଣଙ୍କୁ କିଛି ଗୋଟେ ଖୁସି ଖବର ମିଳି ପାରେ ଯାହା ଯୋଗୁଁ ଘର ଲୋକେ ଖୁସିରେ ଭରି ଉଠିବେ |

ବୃଷ ରାଶି
ଅଧିକ ଖାଇବାଠୁ ନିଜକୁ ବର୍ଜନ କରନ୍ତୁ ଓ ସ୍ୱାସ୍ଥ୍ୟ କ୍ଲବ ନିୟମିତ ଭାବେ ଯାଆନ୍ତୁ | ହଠାତ ଖର୍ଚ୍ଚ ଆସିବା କାରଣରୁ ମନ ଖରାପ ହୋଇ ପାରେ | ବନ୍ଧୁ ମାନଙ୍କ ସହିତ ମିଶି ନିଜର ଦିନକୁ ଉତ୍ତମ ବନାନ୍ତୁ | ଆପଣଙ୍କ ଜୀବନ-ସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣଙ୍କ ପ୍ରେମ ଜୀବନରେ ବାଧା ଆସି ପାରେ |

ମିଥୁନ ରାଶି
ବର୍ତମାନ ଘଟୁଥିବା ଘଟଣା କାରଣରୁ ଆପଣଙ୍କ ମନ ଅସ୍ଥିର ହୋଇ ପାରେ | ଶାରୀରିକ ଓ ମାନସିକ ଲାଭ ପାଇଁ ଧ୍ୟାନ ଓ ଯୋଗ ଲାଭକାରୀ ପ୍ରମାଣିତ ହେବ | ଆଜି ଆପଣ ଆପଣଙ୍କର ଜୀବନସାଥୀ ସହିତ ମିଶି କୌଣସି ଆର୍ଥିକ ଯୋଜନା କରିପାରନ୍ତି | ଏହି ଯୋଜନା ସଫଳ ହେବାର ଆଶା ଅଛି |

କର୍କଟ ରାଶି
ଆପଣଙ୍କର ଉର୍ଜା ସ୍ତର ଉଚ୍ଚ ରହିବ | ଯେଉଁ ରାଶିର ବ୍ୟକ୍ତିମାନେ ଆଜି ବିବାହ କରିଥିଲେ ସେମାନଙ୍କୁ ଶ୍ୱଶୁର ଘର ପକ୍ଷରୁ ଧନ ଲାଭ ହୋଇପାରେ | ନାତି-ନାତୁଣୀ ମାନଙ୍କଠୁ ଆଜି ବହୁତ ଖୁସି ମିଳି ପାରେ | ନିଜର ପ୍ରିୟକୁ ବୁଝିବାକୁ ଚେଷ୍ଟା କରନ୍ତୁ, ନଚେତ ବିପଦରେ ପଡ଼ି ପାରନ୍ତି | ନୂତନ ପରିଯୋଜନା ଓ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ଉତ୍ତମ ଦିନ ଅଟେ |

ସିଂହ ରାଶି
ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ | ପିତା ମାତାଙ୍କ ସାହାଯ୍ୟ ପାଇଁ ଆପଣଙ୍କ ଆର୍ଥିକ ଅବସ୍ଥାରେ ଆଜି ବୃଦ୍ଧି ମିଳି ପାରେ | ଏମିତି ଲୋକଙ୍କଠୁ ଦୂରେଇକି ରୁହନ୍ତୁ ଯାହାଙ୍କର ଖରାପ ଅଭ୍ୟାସ ଆପଙ୍କ ଉପରେ ଦୁଃଷ୍ପ୍ରଭାଵ ପଡି ପାରେ | ଗୁପ୍ତ ସମ୍ପର୍କ ଆପଣଙ୍କ ପ୍ରତିଷ୍ଠାକୁ ହାନି କରି ପାରେ |

କନ୍ୟା ରାଶି
ସ୍ୱାସ୍ଥ୍ୟରେ ଚିକିସ୍ୟା ପାଇଁ ଉତ୍ତମ ଦିନ ଅଟେ | ଆପଣଙ୍କ ଖୁସି ରହିବା ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | ପିତା ମାତାଙ୍କ ସାହାଯ୍ୟ ପାଇଁ ଆପଣଙ୍କ ଆର୍ଥିକ ଅବସ୍ଥାରେ ଆଜି ବୃଦ୍ଧି ମିଳି ପାରେ | ପିଲା ମାନେ ଆଜି ଦିନଟା ଆପଣଙ୍କ ପାଇଁ କଷ୍ଟକର ବନେଇ ପାରନ୍ତି | ସ୍ନେହ ମମତା ଆପଣେଇ ତାଙ୍କୁ ବୁଝାନ୍ତୁ ଓ ଅଦରକାରୀ ଚାପ ଠୁ ରକ୍ଷା ପାନ୍ତୁ |

ତୁଳା ରାଶି
ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ | ଜମି ଓ ବିତିୟ ଆଦାନ ପ୍ରଦାନ ପାଇଁ ଦିନ ଟି ଭଲ ଅଛି | ଆପଣଙ୍କ ହାସ୍ୟବୃତ୍ତି ଓ ଜ୍ଞାନ ଯୋଗୁଁ ଆଖ ପାଖ ଲୋକ ପ୍ରଭାବିତ ରହିବେ | ଯେଉଁ ମାନେ ପ୍ରେମରେ ଅଛନ୍ତି ସେମାନଙ୍କ ପାଇଁ ସାରା ଦୁନିଆର ଖୁସି ଆପଣଙ୍କ ସହିତ ଆଜି ରହିବ |

ବିଛା ରାଶି
ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ଓ ଏହା କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ଆଜି ଆପଣ ସାଙ୍ଗସାଥୀଙ୍କ ମେଳାରେ ବହୁତ ଅର୍ଥ ଖର୍ଚ୍ଚ କରିପାରନ୍ତି କିନ୍ତୁ ତା ସତ୍ତ୍ବେ ଆପଣଙ୍କ ପାଖରେ ଧାନର ଅଭାବ ହେବ ନାହିଁ | ପଇସାକୁ ନେଇ ପରିବାରର ସଦସ୍ୟମାନଙ୍କ ମାଦ୍ୟରେ ମତଭେଦ ହୋଇପାରେ |

ଧନୁ ରାଶି
ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ | ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି | ନିଜ ଉପରେ ନିଯନ୍ତ୍ରଣ ରଖନ୍ତୁ – ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ଅଦରକାରୀ ଅତିଥି ମାନେ ସନ୍ଧ୍ୟାରେ ଆପଣଙ୍କ ଘରକୁ ଆସି ପାରନ୍ତି | କାହାର ହସ୍ତକ୍ଷେପ କାରଣରୁ ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଦୂରତା ଆସି ପାରେ |

ମକର ରାଶି
ଆପଣଙ୍କ ସବୁଠୁ ବଡ ସମ୍ପତି ହୋଉଛି ଆପଣଙ୍କର ହସିବା-ହସେଇବାର କଳା ,ନିଜର ସ୍ୱାସ୍ଥ୍ୟ ଠିକ କରିବା ପାଇଁ ତାହାର ଉପଯୋଗ କରନ୍ତୁ | ଆଜି କୌଣସି ନିକଟ ସମ୍ପର୍କୀୟଙ୍କ ସହିତ ଝଗଡା ହୋଇପାରେ, ଯାହାଦ୍ୱାରା ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇପାରେ ଓ ଆପଣଙ୍କର ଅନାବଶ୍ୟକ ଭାବରେ ଗୁଡ଼େ ଖର୍ଚ୍ଚ ହୋଇପାରେ |

କୁମ୍ଭ ରାଶି
ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଯେଉଁମାନେ ଋଣ କରିଥିଲେ ସେମାନଙ୍କ ପାଇଁ ଆଜିର ଦିନ ଶୁଭ ନୁହେଁ ଆଜି ସେମାନଙ୍କୁ କୌଣସି ପରିସ୍ଥୀତିରେ ଋଣ ସୁଝିବାକୁ ପଡ଼ିପାରେ ଯାହାଦ୍ୱାରା ଆର୍ଥିକ ଅବସ୍ଥା କ୍ଷୀଣ ହୋଇପାରେ |

ମୀନ ରାଶି
ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠୁ ଆରାମ ମିଳିବ | ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି | ଯେଉଁମାନେ ଦୁଗ୍ଧ ଆଦି ଉଦ୍ୟୋଗ ସହିତ ଜଡିତ ସେମାନଙ୍କୁ ଆଜି ଅତ୍ୟନ୍ତ ଲାଭ ମିଳିବାର ସମ୍ଭାବନା ଅଛି |

About odisha news

Check Also

ଆଜିର ରାଶିଫଳ : 14 ମେ 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଉଦାସ ଅର୍ଥ ଅବସ୍ଥା ଯୋଗୁଁ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବରୋଧ ଆସି ପାରେ | ହଠାତ ଆଜି …

Leave a Reply

Your email address will not be published.