Breaking News

17 ବର୍ଷର ଏହି ଝିଅ ସହିତ ସାପ କରୁଛି ବାରମ୍ବାର ଏହି କାମ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

ଦର୍ଶକବନ୍ଧୁ 17 ବର୍ଷ ଏହି ଝିଆ ସହିତ ସାପ କରିଥାଏ ଏମିତି କିଛି ହରକତ ଯାହା ଜାଣିଲେ ଆପଣ ମାନେ ମଧ୍ୟ ଚକିତ ହୋଇଯିବେ 34 ଥର କରିସାରିଲାଣି ଦଂଶନ ହଁ ଆଜ୍ଞା ତେବେ ଆପଣ ଏହି ଖବରଟିକୁ ଶେଷ ଯାଏଁ ନିଶ୍ଚିତ ପଢନ୍ତୁ ଏହି କିଛି ଦିନ ମଧ୍ୟରେ ଏମିତି ବହୁତ ଖବର କେବଳ ସାପକୁ ନେଇକି ଆମମାନଙ୍କ ସାମ୍ନାକୁ ଅସ୍ୱୀସାରିଛି |

ବନ୍ଧୁଗଣ ଏପରିବେଳେ ପୁଣିଥରେ ଆଉଏକ ସାପର ଖବର ଅମପାଖରେ ଆସି ପହଁଚିଛି ଯେଉଁଥିରେ ଜଣା ପଡ଼ିଛିକି ଉତ୍ତର ପ୍ରଦେଶର ଗୋଟେ 17 ବର୍ଷର ଝିଅ ସହିତ ସାପ ଏମିତି କିଛି କରୁଛି ହରକତ ସିଏବି ପୁଣି ଗୋଟେ ଥର ନୁହଁକି ଦୁଇଥର ବରଂ 34 ଥର ଏକା ବେଳେ କରୁଛି ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ ଖବର |

ତେବେ ଦର୍ଶକବନ୍ଧୁ ଖବର ଅନୁସାରେ ଏହି 17 ବର୍ଷର ଝିଅକୁ 34 ଥର ଦଂଶନ କରିସାରିଛି ସାପ ଏମିତିରେ ଏହିସେପକୁ ମାରିବା ଦରକାର କିନ୍ତୁ ଏପରିବେଳେ କିଛି ଅଦୁଭୁତ କରୁଛି ସାପ ବୋଲି ସେ ଝିଅ କହିଛି | ସେ କହିଛିକି ଗତ କିଛିଦିନ ହେଲା ମୋତେ ବିହୁତ ଦଂଶନ କରିସାରିଲେଣି କିନ୍ତୁ ମୋର ଏମିତିରେ କିଛିବି ହେଉନାହିଁ ବୋଲି ସେ ଝିଅଟି କହିଛି |

ବନ୍ଧୁଗଣ ପ୍ରଥମଦିନ ଯେପରି ସେ ସାପ ଦଂଶନ କରିବାପାଁଇ ଆସିଥିଲା ଯେତେବେଳେ ସେ ସାପଟିକୁ କୁଆଡେ ଯେପରି ସେ ଝିଅଟି ଗୋଟିଏ ସପଭଳି ଲାଗିଥିଲା ବୋଲିସେ କହିଛି ତେବେ ଆପଣକିଛି ବୁଝି ପାରିଲେକି ଏହା ହେଉଛି ତାଙ୍କ ପାଁଇ କି ଏକ ଅଦୃଶ୍ୟ ସାପର ରୂପ ଅଟେ |

ଏମିତିରେ ଏହିସାପ ସବୁଦିନ ଆସିଥାଏ ଏବଂ ତାକୁ ଦଂଶନ କରିଥାଏ ଏବଂ ସେହିଥିରେ ସେ ଝିଅ ସବୁଦିନ ବେହୋସବି ହୋଇଯାଇଥଏ | କିନ୍ତୁ ପରେସେ ଉଠିପାରେ ଏବଂ ସବୁକିଛି ଠିକ ଠାକ ଥାଏ ଏମିତିରେ ସେ 34 ଥର କରିସାରିଲାଣି ସେ ଝିଅଟି କହିଛି କି ଏପରିବେଳେ ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମଧ୍ୟ ଏମିତି ଝିଅକୁ ସବୁ ଦିନ ଏମିତି ଅଦୃଶ୍ୟ ସାପ କାହିଁକି ଦେଖାଦେଉଛି |

ବନ୍ଧୁଗଣ ତାହାକୁ ନେଇ ସେମାନେ ଗୋଟେ ଜ୍ୟୋତିଷ ପାଖକୁ ଯାଇଥିଲେ କିନ୍ତୁ ସେଠାରେ ଜ୍ୟୋତିଷ କହିଥିଲେକି ଏହିଝିଅର ଏବଂ ସାପର ଗତଜନ୍ମର ବହୁତ ନିବିଡ ସମ୍ପର୍କ ରହିଛିବୋଲି ଯେଉଁଥିପାଁଇ କି ସାପ ଏମିତି କିଛି କରୁଛି | ତେବେ ଏହି ଘଟଣାରେ ଆପଣ କଣ କହିବେ ଆମକୁ କମେନ୍ଟ ବକ୍ସରେ ନିଶ୍ଚିତ ଜଣେଇବେ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.