ଦର୍ଶକବନ୍ଧୁ ଏପ୍ରିଲ 30ରେ ପଡୁଛି ଚନ୍ଦ୍ର ଗ୍ରହଣ ଏହି ଦିନର ଠିକୀ 15 ଦିନ ପରେ ଚନ୍ଦ୍ର ଗ୍ରହଣ ଲାଗିବ ଏହି ଗ୍ରହଣ ଅନେକ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକେଇବ ବର୍ଷ 2022 ରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଏହା ପୂର୍ବରୁ 30 ଏପ୍ରିଲ ରେ ସୂର୍ଯ୍ୟ ପରାଗ ହେବ ଯାହାକି ଆଂଶିକ ମାତ୍ରାରେ ରେ ଲାଗିବ ଏହାର ଠିକି 15 ଦିନ ପରେ ମାନେ ମେ 16 ରେ ଚନ୍ଦ୍ର ଗ୍ରହଣ ଲାଗିବ ଚଳିତ ବର୍ଷ ମୋଟ ଚାରାଟି ଗ୍ରହଣ ଲାଗିବ ଏଠି ମଧ୍ୟରୁ ଦୁଇଟି ସୂର୍ଯ୍ୟ ପରାଗ ସହ ଦୁଇଟି ଚନ୍ଦ୍ର ଗ୍ରହଣ ରହିଛି ଆସନ୍ତା ଦିନରେ ପ୍ରଥମେ ସୂର୍ଯ୍ୟ ପରାଗ ସହ ପରେ ଚନ୍ଦ୍ର ଗ୍ରହଣ ଲାଗିବ ଯାହାର ପ୍ରଭାବ ସମସ୍ତ ଲୋକଙ୍କ ଉପରେ ପଡିବ |
16 ମେ ରେ ବର୍ଷର ପ୍ରଥମ ପୁର୍ଣିମା ଚନ୍ଦ୍ର ଗ୍ରହଣ ଲାଗିବ କିନ୍ତୁ ଭାରତରେ ଏହା ଦେଖା ଯିବା ନାହିଁ ଏହା 16 ମେ ରେ ସକାଳ 7ତା 58ରେ ଆରମ୍ଭ ହେବ ଯାହାକି ଦିନ 12 ପର୍ଯ୍ୟନ୍ତ ଲାଗିବ ଏହି ଗ୍ରହଣ ଦକ୍ଷିଣ ପଶ୍ଟିମ ୟୁରପ ଦକ୍ଷିଣ ପଶ୍ଟିମ ଏସିଆ ଆଫ୍ରିକା ଉତ୍ତର ଆମେରିକା ଦକ୍ଷିଣ ଆମେରିକା ଏବଂ ହିନ୍ଦୁ ମହାସାଗର ରେ ଦେଖାଦେବ | ଏହି ଗ୍ରହଣ ବୈଶାଖ ମାସରେ ପୁର୍ଣିମା ଦିନରେ ଲାଗିବ ଏହାର ପରବର୍ତୀ ଚନ୍ଦ୍ର ଗ୍ରହଣ 8 ନଭେମ୍ବର 2022 ରେ ଲାଗିବ ଯାହାକି ଭାରତରେ ଦେଖା ଦେବ ସୂର୍ଯ୍ୟ ପରାଗ ହେଉ ହବା ଚନ୍ଦ୍ର ଗ୍ରହଣ କିଛି ଜରୁରୀ ନିୟମ ରହିଛି ଯାହାକୁ ମାନିବ ଜରୁରୀ |
ଯାହାକୁ ହିନ୍ଦୁ ଧର୍ମରେ ଓ ଜ୍ୟୋତିଷ ଶାସ୍ତ୍ର ରେ ଶୁଭ ମନାଯାଏ ଏମିତିରେ ଏହି ନିୟମ ମାନିବା ଉଚିତି ଯାହାର ଖରାପ ପ୍ରଭାବ ପଡିବ ନାହିଁ | ଗ୍ରହଣ ଓ ପରାଗ ସମୟରେ କିଛି ଖାଇବା ଅନୁଚିତି ଏହା ସହିତ ଖାଇବା ଦିନିସରେ ତୁଳସୀ ପକାଇ ଦିଅନ୍ତୁ ଏହି ସମୟରେ ନକାରାତ୍ମକ ଶକ୍ତି ବଢିଯାଏ ଏହାର ପ୍ରଭାବ ମନ ଉପରେ ପଡିଥାଏ ଏମିତିରେ କିଛିବି ନିସ୍ପତି ନିଅନ୍ତୁ ନାହିଁ |
ବାଦ ବିବାଦରୁ ଦୁରେଇ ରୁହନ୍ତୁ ବାହାରକୁ ବାହାରନ୍ତୁ ନାହିଁ ମନ୍ଦିରର ଦ୍ୱାର ବନ୍ଧ ରଖନ୍ତୁ | ଏହି ସମୟରେ ସୂର୍ଯ୍ୟ ତଥା ଚନ୍ଦ୍ର ଦେବ ଙ୍କର ମନ୍ତ୍ରକୁ ଆପଣ ଜପ କରିପାରିବେ ଏହାର ଶୁଭ ପ୍ରଭାବ ପଡିବ ଏହି ସବୁ ଶେଷ ହେବା ପରେ ସ୍ଥାନ କରନ୍ତୁ ଗରିବକୁ ଦାନ କରନ୍ତୁ ଗର୍ଭ ବତୀ ସ୍ତ୍ରୀ ଅଧିକ ଧ୍ୟାନ ରଖନ୍ତୁ ଏହି ଗ୍ରହଣ ଲାଗିବ ସମୟରେ ଗର୍ଭ ବତି ମହିଳା ବାହାରକୁ ବାହାରନ୍ତୁ ନାହିଁ
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …