Breaking News

ଆଜିର ରାଶିଫଳ : 16 ଫେବୃଆରୀ 2022 ବୁଧୁବାର କେମିତି କଟିବ ଆଜି ଆପଣଙ୍କର ଦିନ

ମେଷ ରାଶି
ଅସୁରକ୍ଷା/ଦୁଵିଧା କାରଣରୁ ଆପଣଙ୍କ ମୁଣ୍ଡ ବୁଲେଇ ପାରେ | ଧନ ସମ୍ବନ୍ଧୀୟ କୌଣସି ମାମଲା ଯଦି କୋଟ କଚେରୀରେ ଚାଲୁଥାଏ ତେବେ ଆଜି ସେଥିରେ ଆପଣ ବିଜୟୀ ହୋଇପାରନ୍ତି ଏବଂ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ | ସନ୍ଧ୍ୟା ବେଳ ସମୟ ଅଥିଥି ମାନଙ୍କ ସହିତ କାଟିବ | ଆଜି ପ୍ରେମ ଆପଣଙ୍କ ମନକୁ ଚାରି ଆଡୁ ଘେରି ରଖିବ |

ବୃଷ ରାଶି
ଗୋଳମାଳିଆ ଅବସ୍ଥାରେ ଫସିବା କାରଣରୁ ଚିନ୍ତିତ ହୁଅନ୍ତୁ ନାହିଁ | ଯେମିତିକି କାଧ୍ୟରେ ଟିକେ ରାଗ ତାକୁ ଆହୁରି ସ୍ୱାଦଯୁକ୍ତ ବନେଇ ଦିଏ, ସେହି ପରି ଏମିତିଆ ପରିସ୍ଥିତି ଆପଣଙ୍କୁ ଖୁସିର ପ୍ରକୃତ ମୂଲ୍ୟ ଜଣାଏ | ନିଜର ମନଦସା ପରିବର୍ତନ କରିବା ପାଇଁ କୌଣସି ସାମାଜିକ ଆୟୋଜନରେ ଭାଗ ନିଅନ୍ତୁ | ହଠାତ ଖର୍ଚ୍ଚ ଆସିବା କାରଣରୁ ମନ ଖରାପ ହୋଇ ପାରେ |

ମିଥୁନ ରାଶି
କେବଳ ଆପଣ ହିଁ ଜାଣିଛନ୍ତି କି ଆପଣଙ୍କ ପାଇଁ କଣ ଭଲ, ସେଥିପାଇଁ ବଳିଷ୍ଠ ଓ ସ୍ପଷ୍ଟବାଦୀ ବନାନ୍ତୁ ତଥା ବେଗ ବଢ଼େଇ ନିଷ୍ପତି ନିଅନ୍ତୁ ଓ ତାଙ୍କର ପରିଣାମର ସାମନା କରିବାକୁ ପ୍ରସ୍ତୁତ ରୁହନ୍ତୁ | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ | ଯେତିକି ଆପଣ ଭାବିଥିଲେ , ଆପଣଙ୍କ ଭାଇ ତହାଠୁ ବେଶୀ ସହାୟକ ପ୍ରମାଣିତ ହେବେ |

କର୍କଟ ରାଶି
ଯଦି ଆଜି ବାହାରକୁ ଯିବାର ଯୋଜନା ଅଛି ତାହେଲେ ଆଜି ବହୁତ ହସ ଖୁସିରେ ସବୁ କିଛି କଟିବ | ଆଜି ଆପଣଙ୍କର ମାତା ବା ପିତାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ଏହା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡ଼ିଲେ ମଧ୍ୟ ସମ୍ବନ୍ଧରେ ଉନ୍ନତି ହେବ | ନିଜର ପାଖ ଲୋକଙ୍କ ସାମନାରେ ଏମିତି କଥା ଉଠେଇବା ଠୁ ନିଜକୁ ରକ୍ଷା କରନ୍ତୁ, ଯାହା କାରଣରୁ ସିଏ ଦୁଖୀ ହୋଇ ପାରନ୍ତି |

ସିଂହ ରାଶି
ନିଜର ଧର୍ଯ୍ୟ ହରାନ୍ତୁ ନାହିଁ,ବିଶେଷ କରିକି ଅସୁବିଧା ସମୟରେ | ଯେଉଁମାନେ ଆର୍ଥିକ ସଙ୍କଟ ମଧ୍ୟଦେଇ ଯାଉଛନ୍ତି ସେମାନଙ୍କୁ ଧାନ ପ୍ରାପ୍ତି ହୋଇପାରେ ଯାହା ଦ୍ୱାରା ବହୁତଗୁଡିଏ ସମସ୍ୟାର ସମାଧାନ ହୋଇପାରିବ | ଦେଖା ଗଲେ ଆଜି ଦିନଟା ଭଲ କାଟିବ | କିନ୍ତୁ ଯାହା ଉପରେ ଆପଣ ଆଖି ବନ୍ଦ କରିକି ବିଶ୍ୱାସ କରୁଛନ୍ତି , ସିଏ ଆପଣଙ୍କ ବିଶ୍ୱାସରେ ବିଷ ମିଶେଇ ପାରେ |

କନ୍ୟା ରାଶି
ନିଜକୁ ଶାନ୍ତ ରକଃନ୍ତୁ କାରଣ ଆଜି ଆପଣଙ୍କୁ ବହୁତ ସାରା ବଧାର ସମ୍ମୁଖୀନ ହବାକୁ ପଡି ପାରେ,ଯାହା କାରଣରୁ ଆପଣ ଅସୁବିଧାରେ ପଡ଼ି ପାରନ୍ତି |ବିଶେଷ କରିକି ନିଜର ରାଗ ଉପାରେ ନିୟନ୍ତ୍ରଣ ରଖନ୍ତୁ,କାରଣ ଏହା ଆଉ କିଛି ନୁହେ କେବଳ କିଛି ସମୟର ପାଗଳାମି ହିଁ | ଆପଣଙ୍କ ପଇସା ଆପଣଙ୍କ କାମରେ ସେବେ ଆସିବ ଯେବେ ଆପଣ ତାହା ସଞ୍ଚୟ କରିବେ |

ତୁଳା ରାଶି
ବ୍ୟସ୍ତ ଦିନ ଥିବା ସତ୍ୱେ ଆଜି ଦିନଟା ଭଲ ରହିବ | କିନ୍ତୁ ଏହାକୁ ସବୁ ଦିନ ପାଇଁ ସତ ମାନିବାକୁ ଚେଷ୍ଟା କରନ୍ତୁ ନାହିଁ | ନିଜର ଜୀବନ ଓ ସ୍ବସ୍ଥାର ସମ୍ମାନ କରନ୍ତୁ | ଆପଣ ବିଗତ ସମୟରେ ଯେଉଁ ଅପବ୍ୟୟ କରିଛନ୍ତି ସେଥିପାଇଁ ଆଜି ଆପଣଙ୍କୁ ବହୁତ ହାନି ସହିବାକୁ ପଡ଼ିପାରେ | ଆଜି ଆପଣାକୁ ପଇସାର ଆବଶ୍ୟକତା ଥିବା ବେଳେ ଆପଣଙ୍କ ପାଖରେ ପଇସା ନଥିବ |

ବିଛା ରାଶି
ଚିକିତ୍ସା ଯୋଗୁଁ ଆପଣଙ୍କ ଘର ଲୋକଙ୍କ ଖର୍ଚ୍ଚ ବଢ଼ି ପାରେ| ନିଜ ପାଇଁ ଧାନ ସଂଚୟ କରିବାର ଆପଣଙ୍କର ଯୋଜନା ଆଜି ସଫଳ ହୋଇପାରେ | ଆଜି ଆପଣ ଉଚିତ ମାତ୍ରାରେ ସଂଚୟ କରିବାରେ ସକ୍ଷମ ହୋଇପାରିବେ | ଆପଣଙ୍କ ଘର ଲୋକ ଆପଣଙ୍କ ପରିଶ୍ରମ ଓ ସମର୍ପଣକୁ ପ୍ରଶଂସା କରିବେ | ଗୋଟେ ରସମୟ ଦେଖା ସାକ୍ଷାତ ଆପଣଙ୍କ ପ୍ରେମ ଜୀବନରେ ଖୁସିର ଛୁଙ୍କ ମାରିଲା ପରି କାମ କରିବ |

ଧନୁ ରାଶି
ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠୁ ଆରାମ ମିଳିବ | ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି | ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପରେ | ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ |

ମକର ରାଶି
ବ୍ୟସ୍ତ ଦିନ ଥିବା ସତ୍ୱେ ଆଜି ଦିନଟା ଭଲ ରହିବ | କିନ୍ତୁ ଏହାକୁ ସବୁ ଦିନ ପାଇଁ ସତ ମାନିବାକୁ ଚେଷ୍ଟା କରନ୍ତୁ ନାହିଁ | ନିଜର ଜୀବନ ଓ ସ୍ବସ୍ଥାର ସମ୍ମାନ କରନ୍ତୁ | ଆପଣଙ୍କର ସୃଜନାତ୍ମକ କଳା ଅତି ଲାଭକାରୀ ହୋଇ ପରେ ଯଦି ତାହାର ଠିକ ଜାଗାରେ ପ୍ରୟୋଗ କରା ଯିବ | ପଡୋଶୀଙ୍କ ସହିତ ଜଗଦା ହେବ କାରଣରୁ ଆପଣଙ୍କ ମନ ଖରାପ ହୋଇ ପାରେ |

କୁମ୍ଭ ରାଶି
ଆପଣଙ୍କ ଦାନ କରିବାର ବ୍ୟବହାର ଆପଣଙ୍କ ପାଇଁ ଲୁକାୟିତ ଆଶୀର୍ବାଦ ପରି ପ୍ରମାଣିତ ହେବ,କାରଣ ଏହା ଆପଣଙ୍କ ସନ୍ଦେହ, ଅନାସ୍ଥା ,ଲୋଭ ଓ ଆସକ୍ତି ପରି ଦୁଃଷ୍ପ୍ରଭାଵ ଠୁ ରକ୍ଷା କରିବ | ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ- ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳି ପାରେ- ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି |

ମୀନ ରାଶି
ସମ୍ପୂର୍ଣତଃ ସ୍ୱାସ୍ଥ୍ୟ ଆଜି ଭଲ ରହିବ କିନ୍ତୁ ଯାତ୍ରା ଯୋଗୁଁ ଆପଣଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପଡ଼ି ପାରେ | ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ | ଏମିତି କାର୍ଯ୍ୟ କରନ୍ତୁ ଯାହା କାରଣରୁ ଆପଣଙ୍କୁ ଖୁସି ମିଳିବ, କିନ୍ତୁ ଅନ୍ୟ ମାନଙ୍କ ହସ୍ତକ୍ଷେପଠୁ ନିଜକୁ ରକ୍ଷା କରନ୍ତୁ | ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ |

About odisha news

Check Also

ଆଜିର ରାଶିଫଳ 26 November 2022 ଶନିବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ | ଯଦି ଆପଣ ଭଲ ଭାବରେ ଜୀବନ ଯାପନ …

Leave a Reply

Your email address will not be published.