Breaking News

15 ତାରିଖ ପର୍ଯ୍ୟନ୍ତ ଏହି ୮ ଜିଲ୍ଲାକୁ ସତର୍କ ସୂଚନା ଦେଲା Panipaga ବିଭାଗ ,ବଙ୍ଗୋପସାଗରରେ ସୃଷ୍ଟି ହେଲା ସବୁଠୁ ବଡ ଲଘୁଚାପ…ଦେଖନ୍ତୁ ଆପଣଙ୍କ ଜିଲ୍ଲାକୁ କଣ ରହିଛି ପ୍ରଭାବ !

ବର୍ତମାନର ବଡ଼ ଖବର ବଙ୍ଗୋପ ସାଗରରେ ସୃଷ୍ଟି ହେଲା ପ୍ରବଳ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାନା ବର୍ଷା ଆଜି ମଧ୍ୟ ରାଜ୍ୟର କେତେକ ସ୍ଥାନର ପ୍ରବଳ ବର୍ଷା ସହିତ ପାଣିପାଗ କେନ୍ଦ୍ର ତରପରୁ ସତର୍କ ସୂଚନା ଜାରି ହୋଇଛି | ଉତର ଉପକୂଳ ତଥା ଉତର ଓଡିଶା କେତକ ଅଞ୍ଚଳକୁ ବର୍ଷା ସମ୍ଭାବନ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ପ୍ରଶାନ୍ତ ମହାସଗାରରୁ ପୂର୍ବ ବାୟୁ ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି |

ମୌସୁମୀ ସକ୍ରିୟ କାରଣରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜାରି ରହିଛି ହାଲୁକରୁ ମଧ୍ୟମ ଧରଣର ବର୍ଷା ଆଜି କେନ୍ଦ୍ରାପଡା ସମତେ ୮ ଜିଲ୍ଲା ପାଇଁ ଜାରି ହୋଇଛି ପଵଲ ବର୍ଷା ନେଇ ସତର୍କ ସୂଚନା ଜାରି ଏପଟେ ଫୁଣି ଆସୁଛି ଆଉ ଏକ ଲଘୁଚାପ ଆସନ୍ତା 17 ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇପାରେ ପାଣିପାଗ କେନ୍ଦ୍ର ସୂଚନା ଦେଇଛି | ଯାହାର ପ୍ରଭାବ ରାଜ୍ୟରେ 23 ତାରିଖ ପର୍ଯ୍ୟନ୍ତ ଦେଖିବା ପାଇଁ ମିଳିବ |

ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଏହାର ପ୍ରଭାବରେ କେନ୍ଦ୍ର ଉପକୂଳ ଜିଲ୍ଲା ସମତେ ଅଭ୍ୟନ୍ତରୀଣ କେତେକ ସ୍ଥାନରେ ଜାରି ରହିବ ଲଗାଣ ବର୍ଷା ୮ ଜିଲ୍ଲାକୁ ଅତି ପ୍ରବଳ ବର୍ଷର ସମ୍ଭାବନା ରହିଛି ତେବେ ନିଶ୍ଚୟ ଜଣାନ୍ତୁ କେଉଁ ସବୁ ଜିଲ୍ଲା ମାନଙ୍କରେ ଆଗକୁ ପ୍ରବଳ ବର୍ଷା ରହିଛି | ଆଜି ସକ୍ରିୟ ମୌସୁମୀ ବାୟୁ କାରଣରୁ କେଉଁ ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି |

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳୁଥିବା ସୂଚନା ଅନୁଯାଇ ପ୍ରଶାନ୍ତମହାସାଗରରେ ସୄଷ୍ଟି ହୋଇଥିବା ଘୁନି ପ୍ରଳୟ ଫୁଣି ଅକୁ ଏକ ଅବଶିଷ୍ଟ ବଙ୍ଗୋପ ସାଗରରେ ଲଘୁଚାପ କେନ୍ଦ୍ର ସମ୍ଭାବନା ରହିଛି ଆସନ୍ତା 16 ବେଳକୁ ପ୍ରଶାନ୍ତ ମହାସାଗର ଏକ ଅବଶିଷ୍ଟ ବଙ୍ଗୋପ ସାଗରରେ ପ୍ରବେଶ କରିବ 17 ବେଳକୁ ଘୁନି ବଳୟର ରୂପ ନେବା ନେଇ 18 ରୁ 19 ତାରିଖ ବେଳକୁ ଏହା ଲଘୁଚାପ ରେ ପରିଣତ ହେବ ଏବଂ 21 ମଧ୍ୟରେ ଆହୁରି ଘୁନି ପ୍ରଳୟ ସୄସ୍ୱସ୍ତି ହେବ |

ଓଡିଶା ଉପକୂଳକୁ ମୁହାଁଇବ ଏହା ଗଞ୍ଜାମ ଭଦ୍ରକ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦେଇଛି ପାଇପାଗ ବିଭାଗ ଗଞ୍ଜାମରୁ ଭଦ୍ରକ ମଧ୍ୟରେ ଏହା ଅତି କର୍ମ କରିବାର ସମ୍ଭାବନା ରହିଛି ଏହାର ପ୍ରଭାବର ଉପକୂଳ ଜିଲ୍ଲା ବିଶେଷ କରି ବାଲେଶ୍ୱର ଭଦ୍ରକ କେନ୍ଦ୍ରାପଡା ଜଗସିଂହପୁର ରାଜ୍ୟର ଦକ୍ଷିଣ ଉପକୂଳ ଜିଲାରେ ବର୍ଷାର ସମ୍ଭାବନା ରହିଛି ଏଥର ଉତର ତଥା ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଚେତା ବନି ଜାରି କଲା ପାଣିପାଗ ବିଭାଗ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.