Breaking News

ଆଜିର ରାଶିଫଳ 15 ଫେବୃଆରୀ 2022 ମଙ୍ଗଳବାର କେମିତି କଟିବ ଆଜି ଆପଣଙ୍କର ଦିନ |

ମେଷ ରାଶି
ଜୀବନର ଉତ୍ତମ ଜିନିଷକୁ ଆନ୍ତରିକ ଭାବରେ ଅନୁଭବ କରିବା ପାଇଁ ମନ ଓ ହୃଦୟର ଦ୍ୱାର ଖୋଲନ୍ତୁ | ଚିନ୍ତାକୁ ଛାଡ଼ିବା ଏହା ପ୍ରତି ପ୍ରଥମ ପାଦ ଅଟେ | ଆଜି ଯେଉଁ ନିବେଶ ଯୋଜନା ଗୁଡିକ ଆପଣଙ୍କୁ ଆକର୍ଷିତ କରୁଛନ୍ତି ତାହା ବିଷୟରେ ଭଲ ଭାବରେ ଖୋଲ-ତାଡ଼ କରନ୍ତୁ ଓ ବଚନ ଦବା ଆଗରୁ ସମସ୍ତଙ୍କଠୁ ପରାମର୍ଶ ବି ନିଅନ୍ତୁ | ଘରୋଇ ବିଷୟ ଉପରେ ଅତି ଶୀଘ୍ର ଧ୍ୟାନ ଦେବା ଉଚିତ |

ବୃଷ ରାଶି
ଯେମିତି ଲୁଣ ଖାଦ୍ୟକୁ ସ୍ୱାଦିଷ୍ଠ ବନାଏ, ସେଇ ପ୍ରକାର ଟିକେ ଦୁଃଖ ବି ଜୀବନରେ ନିହାତି ଦରକାର ଓ ତେବେ ହିଁ ସୁଖର ପ୍ରକୃତ ମୂଲ୍ୟ ଜଣା ପଡ଼ିବ | ଯେଉଁମାନେ ଅକାରଣରେ ପଇସା ଖର୍ଚ୍ଚ କରନ୍ତି ସେମାନେ ଆଜି ବୁଝିପାରିବେ ଜୀବନରେ ପଇସା କେତେ ଆବଶ୍ୟକ କାରଣ ଆଜି ଯତେବେଳେ ଅଚାନକ ଆପଣଙ୍କୁ ପଇସା ଆବଶ୍ୟକ ପଡ଼ିବ କିନ୍ତୁ ଆପଣଙ୍କ ପାଖରେ ପଇସା ନଥିବ |

ମିଥୁନ ରାଶି
ଅତ୍ୟଧିକ ଚିନ୍ତା କରିବା ମାନସିକ ସେଣ୍ଟିକୁ ନଷ୍ଟ କରି ପାରେ | ଏହାଠୁ ନିଜକୁ ରକ୍ଷା କରନ୍ତୁ,କାରଣ ଟିକେ ବି ଚିନ୍ତା ଓ ମାନସିକ ଚାପି ଶରୀର ଉପରେ କୁପ୍ରଭାବ ପକେଇ ପାରେ | ଆଗେ କରିଥିବା କାମର ପରିଣାମ ଆଜି ମିଳିବା ଯୋଗୁଁ , ଆପଣଙ୍କ ସବୁ ମନୋକାମନା ପୁର୍ଣ ହେବ ଓ ସୌଭାଗ୍ୟ ଆପଣଙ୍କ ବାଟରେ ଆସିବ | ଯଦି ଆପଣଙ୍କୁ ଏମିତି କୌଣସି ଜାଗାରୁ ନିମନ୍ତ୍ରଣ ଆସିଛି ଯୋଉଠିକି ଆପଣ କେବେ ବି ଯାଇ ନାହାନ୍ତି |

କର୍କଟ ରାଶି
ଉଦ୍ଦାଶ ଓ ବିଷାଦଗ୍ରସ୍ତ ରୁହନ୍ତୁ ନାହିଁ | ଆପଣଙ୍କୁ କମିଶନ ,ଲାଭାଂଶ ଓ ରୋୟାଲ୍ଟି ଦ୍ୱାରା ଲାଭ ମିଳି ପାରେ | ଭଉଣୀର ସ୍ନେହ ଆପଣଙ୍କୁ ପ୍ରୋତ୍ସାହିତ କରିବ |କିନ୍ତୁ ଛୋଟ-ମୋଟା କଥା ଉପରେ ନିଜର ନିଅନ୍ତ୍ରଣ ହରାନ୍ତୁ ନାହିଁ, କାରଣ ଏହା ଦ୍ଵାରା ଆପଣଙ୍କ ହିତକୁ କ୍ଷେତି ହୋଇ ପାରେ | ଆପଣଙ୍କୁ ଆଜି ହିଁ ନିଜ ପ୍ରିୟାକୁ ମନର କଥା ପ୍ରକାଶ କରିବାର ଆବଶ୍ୟକତା ଅଛି,କାରଣ କାଲିକୁ ବହୁତ ଡେରି ହେଇ ପାରେ |

ସିଂହ ରାଶି
ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ | ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର ,ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ | ଆଜି ଆପଣ ସାଙ୍ଗସାଥୀଙ୍କ ମେଳାରେ ବହୁତ ଅର୍ଥ ଖର୍ଚ୍ଚ କରିପାରନ୍ତି କିନ୍ତୁ ତା ସତ୍ତ୍ବେ ଆପଣଙ୍କ ପାଖରେ ଧାନର ଅଭାବ ହେବ ନାହିଁ |

କନ୍ୟା ରାଶି
କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ବ୍ୟାପାରରେ ଲାଭ ଆଜି ବହୁତ ବ୍ୟପାରୀଙ୍କ ଚେହେରାରେ ଖୁସି ଆଣିପାରେ | ଆପଣଙ୍କର ଜୀବନସାଥୀର ଚାପ ଦୂର କରିବା ପାଇଁ ଘରୋଇ କାମ-କାର୍ଯ୍ୟରେ ସାହାଯ୍ୟ କରନ୍ତୁ |

ତୁଳା ରାଶି
ଆପଣ ଖୁବ ଶୀଘ୍ର ଲମ୍ବା ସମୟରୁ ଚାଲି ଆସୁଥିବା ରୋଗରୁ ଉଭରି ଆସିବେ ଓ ପୁର୍ଣ ରୂପରେ ସୁସ୍ଥ ହୋଇ ପାରନ୍ତି | କିନ୍ତୁ ଏମିତି ସ୍ୱାର୍ଥୀ ଓ ରାଗି ଲୋକଠୁ ନିଜକୁ ରକ୍ଷା କରନ୍ତୁ, ଯିଏ କି ଆପଣଙ୍କୁ ଚାପ ଦେଇ ପାରେ ଓ ଆପଣଙ୍କ ଅସୁବିଧାରେ ବୃଦ୍ଧି କରି ପାରେ | ସମୟ ଓ ଧନର ମହତ୍ୱ ବୁଝିବା ଉଚିତ ନଚେତ ଆଗାମୀ ଦିନମାନଙ୍କରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ |

ବିଛା ରାଶି
ବ୍ୟସ୍ତ କାର୍ଯ୍ୟକ୍ରମ ରହିବା ସତ୍ୱେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ତ ରହିବ | ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ | ଆପଣଙ୍କୁ ନିଜର ଏକା ପରି ଦୈନିକ କାର୍ଯ୍ୟଠୁ ଟିକେ ଛୁଟି ନେଇକି ଆଜି ସ୍ୱନାଗ ମାନଙ୍କ ସହିତ ବୁଲା ବୁଲି କରିବାର ଆବଶ୍ୟକତା ଅଛି | ଆଜି ହଠାତ ନିଜର ମନର ମଣିଷକୁ ଦେଖା କରି ପାରନ୍ତି |

ଧନୁ ରାଶି
ଖୁସି ରହନ୍ତୁ, କାରଣ ସବୁ ଅସୁବିଧା ପାଇଁ ଏହା ବିଷ ନିରୋଧକ ଅଟେ | ଯଦିଓ ଧନ ଆପଣଙ୍କ ହାତରୁ ସହଜରେ ଖସି ଚାଲିବ, କିନ୍ତୁ ଆପଙ୍କ ଗ୍ରହ ମାନେ ଆପଣଙ୍କ ଧନରେ କ୍ଷତି ହବାକୁ ଦେବେ ନାହିଁ | ନିଜ ଦିନର ଯୋଜନା ଭାବି ଚିନ୍ତିକି ନସ୍ପତି ନିଅନ୍ତୁ | ଏମିତିଆ ଲୋକଙ୍କ ସହିତ କଥା ହୁଅନ୍ତୁ,ଯେଉଁ ମାନେ ଆପଣଙ୍କୁ ସାହାଯ୍ୟ କରି ପାରନ୍ତି |

ମକର ରାଶି
ଆଜି ନିଜ କାର୍ଯ୍ୟାଳୟରୁ ଶୀଘ୍ର ବାହାରି ନିଜର ମନୋରଞ୍ଜନ ଉପରେ ଟିକେ ଧ୍ୟାନ ଦିଅନ୍ତୁ | ନିଜର ଅଧିକା ଧନକୁ କୌଣସି ସୁରକ୍ଷିତ ସ୍ଥାନରେ ନିବେଶ କରନ୍ତୁ ଯାହାକି ଆପଣଙ୍କ ଦରକାର ସମୟରେ ଲାଭ ପ୍ରଦାନ କରିବ | ଦିନର ଦ୍ଵିତୀୟ ଭାଗରେ ଆପଣ ବିଶ୍ରାମ କରିବା ଓ ନିଜର ପରିବାର ସହିତ ସମୟ କାଟିବା ପସନ୍ଦ କରିବେ | ଆଜି ଆପଣଙ୍କୁ ପ୍ରେମର ଉତର ପ୍ରେମ ଓ ରସମୟ ଭାବରେ ମିଳିବ |

କୁମ୍ଭ ରାଶି
ବିଷାଦ ବିରୋଧରେ ଆପଣଙ୍କ ହସ ବିପଦଅଠୁ କାଢ଼ିବା ପାଇଁ ସାହାଯ୍ୟ କାରିବ | ଯଦିଓ ଧନ ଆପଣଙ୍କ ହାତରୁ ସହଜରେ ଖସି ଚାଲିବ, କିନ୍ତୁ ଆପଙ୍କ ଗ୍ରହ ମାନେ ଆପଣଙ୍କ ଧନରେ କ୍ଷତି ହବାକୁ ଦେବେ ନାହିଁ | ନିଅଯର କଥା ଉପରେ ନିଅନ୍ତ୍ରଣ ରକଃନ୍ତୁ,ନଚେତ ଘରର ବୃଦ୍ଧ ଲୋକ ମାନେ ଦୁଖୀ ଅନୁଭବ କରିବେ | ବେକାରିଆ କଥା ହୋଇ ନଷ୍ଟ କରିବାଠୁ ଭଲ ଆପଣ ଶାନ୍ତ ରୁହନ୍ତୁ |

ମୀନ ରାଶି
ଚଣା-ଛଣି କାଧ୍ୟ ଖେଇବାଠୁ ପରିହାର କରନ୍ତୁ | ଆର୍ଥିକ ଅବସ୍ଥାରେ କେବଳ ଗୋଟିଏ ହିଁ ସ୍ତ୍ରୋତରୁ ଲାଭ ମିଳିବ ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ | ଆଜି ଆପଙ୍କ ପ୍ରିୟ ଆପଣଙ୍କଠୁ ବଚନ ମାଗି ପାରନ୍ତି | ସନ୍ତୋଷଜନକ ପରିଣାମ ପାଇବା ପାଇଁ କାର୍ଯ୍ୟକୁ ସଠିକ ଯୋଜନା ସହିତ କାର୍ଯ୍ୟକାରୀ କରନ୍ତୁ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.