Breaking News

ଚର୍ଚ୍ଚିତା ଯାତ୍ରା ହିରୋଇନ Kaberi Padhi କହିଲେ ମୋତେ ଯାତ୍ରା ଅ-ଶ୍ଳୀ-ଳ ନାଚ ପସନ୍ଦ… – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆଜି ଆମେ ଯାତ୍ରା ଜଗତ ଚୂଳବୁଲି ନାୟିକା କାବେରୀ ପାଢୀ ଙ୍କ ବିଷୟ ରେ କିଛି ଜାଣିବା ସହିତ ଆହୁରି ଜାଣିବା ଯେ ଯାତ୍ରା ଜଗତ ରେ ଅ-ଶ୍ଳୀ-ଳ ନାଚ କୁ ନେଇ ସେ କଣ କହୁଛନ୍ତି ,ତାହେଲେ ଆସନ୍ତୁ ଜାଣିବା , ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ କାବେରୀ ପାଢୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ,

ତାହେଲେ ବନ୍ଧୁଗଣ କାବେରୀ ଙ୍କ ପିଲା ଟି ଦିନ ରୁ ନାଚ ପ୍ରତି ବେସ ଇଚ୍ଛୁକ ଥିଲେ ଓ ସେ କେବେ ହେଲେ ବି ଭାବି ନଥିଲେ ଯେ ସେ ଯାତ୍ରା ଜଗତ ରେ ଅଭିନୟ କରିବେ ବୋଲି । ତେବେ ବନ୍ଧୁଗଣ କାବେରୀ ପାଢୀ ଯାତ୍ରା ଜଗତ ରେ ଅଭିନୟ କରିବା ର 15 ବର୍ଷ ହୋଇ ଗଲାଣି । ତାହେଲେ ବନ୍ଧୁଗଣ କାବେରୀ ଙ୍କ ପରିବାର ଲୋକ ରାଜି ନଥିଲେ ସେ ଯାତ୍ରା ଜଗତ ରେ ଅଭିନୟ କରୁ ବୋଲି କିନ୍ତୁ କାବେରୀ ଲୁଚି ପଳାଇ ଆସିଥିଲେ ।

ଗାଁ ରେ ଏକ ଅନୁଷ୍ଠାନ ପଡିବା ରୁ ସେଠାରେ ସେ କଥା ହୋଇ ସାରିବା ପରେ ନିଜ ଭଉଣୀ ଙ୍କ ସହ ଘର ଛାଡି ପଳାଇ ଆସିଥିଲେ ଓ ପରବର୍ତ୍ତୀ ସମୟ ରେ ଲୋକ ମାନେ କହିଲେ ଯେ ସେ ସେହି ଯାତ୍ରା ରେ ପଳାଇଛି । ତେବେ ପରିବାର ଲୋକ ଜାଣିବା ପରେ କାବେରୀ ଙ୍କ ପାଖ କୁ ଯାଇଥିଲେ କିନ୍ତୁ କାବେରୀ ଯିବେ ନହିଁ ବୋଲି କହିଥିଲେ । ତେବେ ବନ୍ଧୁଗଣ 15 ବର୍ଷ ଭିତରେ ସେ 7 ଟି ଅନୁଷ୍ଠାନ ରେ ଅଭିନୟ କରି ସାରିଲେଣି ।

ତେବେ ପରିବାର ନେଇ ଡ୍ରାମା ଦେଖି ଆସିବା ଲୋକ ମାନ ଙ୍କ ପାଇଁ ଖରାପ ଲାଗିଥାଏ କାରଣ ଏହି ଅ-ଶ୍ଳୀ-ଳ ନାଚ ପାଇଁ । ତେବେ ଏନେଇ କାବେରୀ ନିଜ ପ୍ରତିକ୍ରିୟା ରଖିଥିଲେ ଯେ ମୋ ମତ୍ତ ରେ ଏହା ନ ହେବା ଦରକାର ଓ ଆମେ ମାନେ ମଧ୍ୟ ଚାହୁଁ ନାହୁଁ ଏହି ଅ-ଶ୍ଳୀ-ଳ ନୃତ୍ୟ ଦେଖେଇବା ପାଇଁ । କିନ୍ତୁ କିଛି ଦର୍ଶକ ମାନେ ଡିମଣ୍ଡ କରିଥାନ୍ତି ଟିପ ଟିପ ବର୍ଷା ପଣି ଦେଖିବା ପାଇଁ ତେବେ ସମସ୍ତେ ଚାହିଁଲେ ଏହା କୁ ରୋକା ଯାଇପାରିବ ତେବେ ଏହି ଭଳି ଭାବେ କାବେରୀ ନିଜ ପ୍ରତିକ୍ରିୟା ରଖିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.