Breaking News

Tapaswini ସୁମିତଙ୍କ ପରିବାରକୁ ବାହାରୁ ତାଲା ପକାଇ ରଖିଛନ୍ତି, ଆମକୁ ଦେଖିଲା ପରେ ଯାଇ ତାଲା ଖୋଲିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ପୁଣି ଧରା ପଡିଗଲା ତପସ୍ଵିନୀ ମିଛ କଥା , ଆପଣ ମାନେ ଜାଣିଥିବେ ଯେ ପ୍ରମୋଦ ଙ୍କ ଓକିଲ ଯାଇଥିଲେ ପ୍ରମୋଦ ଙ୍କ ନିକଟ କୁ କିଛି ଫାଇଲ ଆଣିବା ପାଇଁ ଓ ସେହି ସମୟ ରେ ଆଣିବା ଭିତରେ ସ୍ଥାନୀୟ ଆଇଆଇସି ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ ତପସ୍ଵିନୀ କହିଥିଲେ ଯେ ଦୁଇ ଜଣ ଆସିଲେ ଓ ବିନା ଅନୁମତି ରେ ପସିଯାଇ ଫାଇଲ ନେଇଗଲେ । ତେବେ ଏହି ଭଳି ଅନେକ କଥା କହିଗଲେ ତପସ୍ଵିନୀ ତେବେ ତପସ୍ଵିନୀ ଙ୍କ ମିଛ କୁ ସମର୍ଥନ କରିଛନ୍ତି ପ୍ରମିଳା ତ୍ରିପାଠୀ ।


ତାହେଲେ ବନ୍ଧୁଗଣ ଏହି କଥା ଟି କହିବା ର କାରଣ ହେଲା ଯେ ବର୍ତ୍ତମାନ ସମୟ ରେ ଓକିଲ ଆସିଥିବା ର ଦୃଶ୍ୟ ସିସିଟିଭି ରୁ ସ୍ପଷ୍ଟ ଜଣା ପଡୁଛି ଯେ ଓକିଲ ଓ ତାଙ୍କ ସହିତ ଆଉ ଜଣେ ଆସିଥିବା ବ୍ୟକ୍ତି ପ୍ରଥମେ ଗାଡି ଟି ବାହାରେ ରଖୁଥିବା ସମୟ ରେ ପ୍ରମିଳା ତ୍ରିପାଠୀ ଏବଂ ତପସ୍ଵିନୀ ବାହାରେ ବସିଥିଲେ ଓ ସେମାନ ଙ୍କୁ ଦେଖିବା ପରେ ପ୍ରମିଳା ଓ ତପସ୍ଵିନୀ ଭିତର କୁ ପ୍ରବେଶ କରିଥିଲେ ।

ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ମିଛ କହୁଥିବା ତପସ୍ଵିନୀ ସୁମିତ ଙ୍କ ପରିବାର କୁ ବାହାରେ ତାଲା ପକାଇ ରଖିଛନ୍ତି ଓ ଓକିଲ ଯିବା ପରେ ସଙ୍ଗେ ସଙ୍ଗେ ତାଲା ଖୋଲିଛନ୍ତି । ତେବେ ସେମାନ ଙ୍କ ସହିତ ଓକିଲ ଭିତର କୁ ଯାଇଥିଲେ ଓ ଝରକା ସାହାର୍ଯ୍ୟ ରେ ପ୍ରମୋଦ ସାହୁ ଙ୍କୁ ଫାଇଲ ଦେଇଥିଲେ ଓ ସେହି ଫାଇଲ ଟି ଆଇଆଇସି ରିସିଭ କରି ଓକିଲ ବାବୁ ଙ୍କୁ ଦେଇଥିଲେ । ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ସୁମିତ ଙ୍କ ପରିବାର କୁ ବାହାରୁ ତାଲା ମରିଛନ୍ତି ତପସ୍ଵିନୀ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.